Odia News Portal

ବିଜେପି କରିବ ୧୦ ଲକ୍ଷ ଟ୍ୱିଟ୍

ଭୁବନେଶ୍ୱର () ସିଏଏ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ପାଇଁ ରାଜ୍ୟ ବିଜେପି କରିବ ୧୦ ଲକ୍ଷ ଟ୍ୱିଟ୍। ଖାଲି ଟ୍ୱିଟ୍ ନୁହେଁ, ବିଭିନ୍ନ କାର୍ୟ୍ୟକ୍ରମ ଜରିଆରେ ଲୋକଙ୍କୁ ଏନେଇ ସଚେତନ କରାଯିବ ବୋଲି ରାଜ୍ୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଅନ୍ୟପକ୍ଷରେ ସିଏଏ…

ସଲମାନଙ୍କୁ ସମାଲୋଚନା କଲେ ଏହି ଅଭିନେତ୍ରୀ

ମୁମ୍ବାଇ() ଅଭିନେତ୍ରୀ କୋଏନା ମିତ୍ରା ସଲ୍ମାନ୍ ଖାନଙ୍କୁ ସୋସିଆଲ ମିଡିଆରେ  ସମାଲୋଚନା କରିଛନ୍ତି। କୋଏନା ଏହା ପ୍ରଥମ ଥର ପାଇଁ କରିନାହାନ୍ତି। ପୂର୍ବରୁ ମଧ୍ୟ କୋଏନା ସଲମାନଙ୍କୁ ବିରୋଧ କରିଥିଲେ। ଗତ ସପ୍ତାହରେ ‘ବିଗ୍ ବସ୍’ ଘରେ ସିଦ୍ଧାର୍ଥ ଶୁକ୍ଳା ଓ ଆସୀମ ରିୟାଜଙ୍କ ମଧ୍ୟରେ…

ଲାଞ୍ଚୁଆ ଆଇଏଏସ୍ ଅଧିକାରୀ ଗିରଫ

ଗିରଫ ହେଲେ ଲାଞ୍ଚୁଆ ଆଇଏଏସ୍ ଅଧିକାରୀ । ୨୦୦୯ ବ୍ୟାଚର ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କଲା ଭିଜିଲାନ୍ସ । ବିଲ୍ ପାସ କରାଇବା ପାଇଁ ଲାଞ୍ଚ ନେଉଥିଲେ ଏହି ଆଇଏଏସ୍ ଅଧିକାରୀ । ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଆଧାରରେ ବିଭିନ୍ନ…

ସରକାର ବଦଳିଲେ ହେଲେ ବଦଳିଲେନି ଉପମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର() ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନସିପି ନେତା ଅଜିତ ପାୱାର । ଅଳ୍ପଦିନିଆ ଦେବେନ୍ଦ୍ର ଫଡନାଭିସ ସରକାରରେ ବି ସେ ଉପମୁଖ୍ୟମନ୍ତ୍ରୀ ଥିଲେ । ସରକାର ବଦଳିଛି କିନ୍ତୁ ବଦଳିନାହାନ୍ତି ଉପମୁଖ୍ୟମନ୍ତ୍ରୀ । ମହାରାଷ୍ଟ୍ରରେ ଗତ ମାସରେ ସରକାର ଗଠନକୁ ନେଇ…

ନୂଆବର୍ଷ ପାଇଁ ସଜେଇ ହେଉଛି ଶ୍ରୀମନ୍ଦିର

ପୁରୀ()  ନୂଆ ବର୍ଷ ନିମନ୍ତେ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।ନୂଆ ବର୍ଷ ପାଇଁ ସଜେଇ ହେଉଛି ଶ୍ରୀମନ୍ଦିର । ସିଂହଦ୍ବାର ସାମ୍ନାରେ ନବନିର୍ମିତ ସେଡକୁ ସୁନ୍ଦର ଭାବେ ଫୁଲ ସଜା ଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସେଡ଼କୁ ଲାଗି ବ୍ୟାରିକେଡ଼ କରାଯାଇଛି।ବାରିକେଡ୍ କଡ଼ରେ ଭକ୍ତଙ୍କ…

ଆପୋଲୋ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର() ବେଆଇନ ଭାବେ କିଡନୀ ଚୋରି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ସଂପୂର୍ଣ୍ଣ ଘଟଣା ସଂପର୍କରେ ଅନୁଧ୍ୟାନ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ରିପୋର୍ଟ ଆସିଲେ ତର୍ଜମା କରାଯିବ ଏବଂ…

ସମ୍ମାନିତ ହେଲେ ୪୦ ପ୍ରେରଣାଦାୟୀ ବ୍ୟକ୍ତି ବିଶେଷ

ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ମାନବ ଅଧିକାର କ୍ଷେତ୍ରରେ କାର୍ଯ୍ୟକରୁଥିବା ସମାଜ ସେବା ପ୍ରତିଷ୍ଠାନ ‘ସମର୍ଥ ଓଡ଼ିଶା’ ପକ୍ଷରୁ ପ୍ରଥମ ଆର୍ନ୍ତଜାତୀକ ସମ୍ବର୍ଦ୍ଧନା ଉତ୍ସବ (ୟୁ ଓ ମି) ସ୍ଥାନୀୟ ଇଡ଼ିକଲ ଅଡ଼ିଟୋରିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ୟ ଉତ୍ସବରେ ପଦ୍ମବିଭୂଷଣ ରଘୁନାଥ…

ବିଗ୍‌ ବିଙ୍କୁ ମିଳିଲା ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲ୍‌କେ ପୁରସ୍କାର

ନୂଆଦିଲ୍ଲୀ : ବଲିଉଡ୍‌ ମହାନାୟକ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ମିଳିଲା ଭାରତୀୟ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ଆଓ୍ଵାର୍ଡ । ରାଷ୍ଟ୍ରପତି ଭବନରେ ଆଜି ତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସମ୍ମାନ ଗ୍ରହଣ ପରେ ସମର୍ଥନ ପାଇଁ…

ଖୁବ୍‌ ଶୀଘ୍ର ପରଦାକୁ ଭୋଜପୁରୀ ଫିଲ୍ମ ‘ସବ୍‌ କୁଶଲ ମଙ୍ଗଲ୍‌’

ଭୋଜପୁରୀ ମେଗା ଷ୍ଟାର ଏବଂ ଭାଜପାର ସାଂସଦ ରବି କିଶାନ ଙ୍କ ଝିଅ ରିବା କିସନ ବଲିଉଡରେ ଏଣ୍ଟ୍ରି କରିସାରିଛନ୍ତି। ତାଙ୍କ ଫିଲ୍ମ ‘‘ସବ କୁଶଲ ମଙ୍ଗଲ ’’(Sab Kushal Mangal) ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏହି ଫିଲ୍ମରେ ଅକ୍ଷୟ ଖାନ୍ନା ଭିଲିଆନ୍‌ ଭୂମିକାରେ ଅଭିନୟ କରିଛନ୍ତି। ୨ ମିନିଟ୍‌…

ସୁଜାତା ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ଼

ଭୁବନେଶ୍ବର : ପିପିଲିରେ ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ଼ । ସାକ୍ଷୀଗୋପାଳ ନୂଆ ସୋମେଶ୍ୱରପୁର ଛକ ନିକଟରେ ଥିବା ସୁଜାତା ପେଟ୍ରୋଲ ପମ୍ପ ମାଲିକ ଶ୍ରୀକାନ୍ତ ରଥଙ୍କୁ ଗୁଳିମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ଶ୍ରୀକାନ୍ତଙ୍କୁ ଭୁବନେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି…