ଭାଇରାଲ ହେଉଛି ଏହି ଆଇଟମ ଗୀତର ଭିଡିଓ, ଦେଖନ୍ତୁ ଦମଦାର ଭିଡିଓ
ମୁମ୍ବାଇ () ଦବଙ୍ଗ-୩ ଫିଲ୍ମର ଫିଲ୍ମର ମୁଖ୍ୟ ଆଇଟମ୍ ଗୀତର ଟିଜର ରିଲିଜ୍ ହୋଇଛି। ଫିଲ୍ମ ‘ଦବଙ୍ଗ’ରେ ‘ମୁନ୍ନି ବଦନାମ୍ ହୁଇ’ ଗୀତ ହିଟ୍ ହୋଇଥିଲା। ଏବେ’ଦବଙ୍ଗ-୩’ରେ ଏଥିରେ ଟିକେ ପରିବର୍ତ୍ତନ ହୋଇଛି।ଏଥର ଗୀତର ଟାଇଟଲ ‘ମୁନ୍ନା ବଦନାମ ହୁଆ’ ରଖାଯାଇଥିବା ବେଳେ ମଲ୍ଲାଇକାଙ୍କ ବଦଳରେ ୱରିନା…
