୨ ନୂଆ କୁଳପତି ନିଯୁକ୍ତ
ଭୁବନେଶ୍ୱର() ରାଜ୍ୟପାଳ ତଥା କୂଳାଧିପତି ଗଣେଶିଲାଲ ଆଜି ରାଜ୍ୟର ଦୁଇଟି ବିଶ୍ୱ ବିଦ୍ୟାଳୟର ନୂଆ କୂଳପତି ନିଯୁକ୍ତ କରିଛନ୍ତି । ପ୍ରଫେସର ହରିହର ହୋତା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୂଳପତି ଓ ପ୍ରଫେସର ଗୋବିନ୍ଦ ଜେ,ଚକ୍ରପାଣି ପ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୂଳପତି ଭାବେ ନିଯୁକ୍ତ…
