Odia News Portal

ଅରୁପ ପଟ୍ଟନାୟକଙ୍କୁ ପଛରୁ ଛୁରୀ ମାରିଛନ୍ତି ଚଣ୍ଡାଶୋକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତା ଓ ବିଜୁ ଜନତାଦଳ ସପକ୍ଷରେ ସର୍ବଧିକ ଭୋଟ ଥିବାବେଳେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଅରୁପ ପଟ୍ଟନାୟକ ହାରିଲେ କାହିଁକି ? ଏହା ଏବେ ବି ରାଜ୍ୟବାସୀ ଓ ବିଜେଡି ପ୍ରେମୀଙ୍କ ପାଇଁ କୋଟିଏ ଟଙ୍କାର ପ୍ରଶ୍ନ ହୋଇ ରହିଛି ।…

ସୁସ୍ମିତାଙ୍କ ଅଧୁରା ସ୍ବପ୍ନ, ଫଟୋ ଶେୟାର କରି ଲେଖିଲେ ଏମିତି

ବମ୍ବେ : ପୂର୍ବତନ ବିଶ୍ୱସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ୍‌ ଦୀର୍ଘଦିନ ଧରି ବଡ଼ପରଦାରୁ ଦୂରେଇ ଯାଇଥିଲେ ମଧ୍ୟ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ସୁସ୍ମିତା ବୟଫ୍ରେଣ୍ଡ୍‌ ଏବଂ ପାଳିତା କନ୍ୟାଙ୍କ ସହିତ ବର୍ତ୍ତମାନ ମାଳଦ୍ୱୀପରେ ଛୁଟି କଟାଉଛନ୍ତି। ବର୍ତ୍ତମାନ ସୋସିଆଲ…

କେବେ ଖାଇଛନ୍ତି ବନ୍ଧା କୋବି ଚଟଣି ?

ଆବଶ୍ୟକ ସାମଗ୍ରୀ: ବନ୍ଧା କୋବି, ରସୁଣ, ଅଦା, କଞ୍ଚାଲଙ୍କା, ରାଶି, ହଳଦୀ, ତେଲ, ଜିରା, ତେନ୍ତୁଳି ଓ ଲୁଣ । ପ୍ରସ୍ତୁତି ପ୍ରଣାଳି: ପ୍ରଥମେ ବନ୍ଧାକୋବିକୁ କାଟି ଭଲଭାବେ ଧୋଇ, ଛାଣି ରଖନ୍ତୁ। ଏବେ କରେଇ ଗରମ କରି ବିନା ତେଲରେ ରାଶିକୁ ଭାଜି ରଖନ୍ତୁ। ତା’ପରେ କଡ଼େଇରେ ତେଲ ଗରମ କରି…

ଆସନ୍ତୁ ଜାଣିବା, ମସ୍ତିଷ୍କ ରେଖା କହି ଦିଏ କିଏ ଧନୀ, ଜ୍ଞାନୀ ଓ ନିର୍ଦ୍ଦୟୀ

ଭୁବନେଶ୍ୱର : ସମସ୍ତଙ୍କ ହାତ ପାପୁଲିରେ ତିନୋଟି ରେଖା ଦେଖିବାକୁ ମିଳିଥାଏ। ସେଗୁଡ଼ିକ ହେଲା ଜୀବନ ରେଖା, ମସ୍ତିଷ୍କ ରେଖା ଏବଂ ହୃଦୟ ରେଖା। ହସ୍ତରେଖା ବିଜ୍ଞାନୀଙ୍କ ମତରେ ଏହି ତିନୋଟି ରେଖା ଆମ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ମସ୍ତିଷ୍କ ରେଖା ଆପଣଙ୍କ ହାତ…

ଘରୁ ଝିଟିପିଟି, ଅସରପା ଓ ମାଛି ଘଉଡ଼ାଇବାକୁ ଚାହୁଁଥିଲେ, ଆପଣାନ୍ତୁ ଏହି ଘରୋଇ ଉପାୟ

ଭୁବନେଶ୍ୱର : ସମସ୍ତଙ୍କ ଘରେ ବର୍ଷର ବିଭିନ୍ନ ସମୟରେ କିଛି ନା କିଛି ପୋକ ମାଛି ଦେଖିବାକୁ ମିଳିଥାଏ। ମଶା, ମାଛି, ଅସରପା, ଝିଟିପିଟି ବର୍ଷକ ବାରମାସ ଘରେ ହଇରାଣ କରିଥାନ୍ତି। ଏହିସବୁ କୀଟପତଙ୍ଗ ଓ ସରିସୃପ ଥରେ ଘରେ ବସା ବାନ୍ଧିଲେ, ଯିବାର ନାଁ ଧରନ୍ତିନି। ଆଉ ଏଥିରୁ ରକ୍ଷା ପାଇବା ଲାଗି…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା …

ମେଷ - ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି କେତେକାଂଶରେ ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ରାଜନୀତି, ସଭାସମିତି ଓ କଳା, କ୍ରୀଡ଼ା ପାଇଁ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ନିକଟ ସମ୍ପର୍କୀୟମାନଙ୍କ ମିଥ୍ୟା ଅଭିଯୋଗ ସକାଶେ ନିଜ ଲୋକ ମାନଙ୍କୁ…

ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ସହ ଆଉ ଏକ ଗୀତ ରେକର୍ଡ କଲେ ରାନୁ,ଦେଖନ୍ତୁ ଭିଡିଓ

ମୁମ୍ବାଇ()  ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳ ଆଜି ଗୋଟେ ପରେ ଗୋଟେ ସଫଳତାର ପାହାଚ ଅତିକ୍ରମ କରି ଚାଲିଛନ୍ତି। କଣ୍ଠଶିଳ୍ପୀ ହିମେଶ ରଶମିୟାଙ୍କ ସହ ରାନୁ ଗୀତ ଗାଇବା ପରେ ଏବେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ୍ ନାରାୟଣ ଙ୍କ ସହ ଗୀତ ରେକର୍ଡ କରିଛନ୍ତି ରାନୁ । ଏକ ନୂଆ ଗୀତ କେହ ରହି ହେ…

କୋଣାର୍କରେ ଟେଣ୍ଟ ସିଟି ନିର୍ମାଣ କରାଯିଵ : ମନ୍ତ୍ରୀ

ଭୁବନେଶ୍ବର : ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କୋଣାର୍କ, ରାମଚଣ୍ଡୀ ଏବଂ ଚନ୍ଦ୍ରଭାଗା ଅଞ୍ଚଳ ପରିଦର୍ଶନ କରି ଏହି ସବୁ ଅଞ୍ଚଳକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ଉପରେ ପର୍ଯ୍ୟଟନ ସଚିବ ଶ୍ରୀ ବିଶାଲ କୁମାର ଦେବ…

କାଲିଠୁ ଭୁବନେଶ୍ୱରର ଏହି ୨ ସ୍ଥାନରେ ମିଳିବ ଲର୍ଣ୍ଣିଂ ଲାଇସେନ୍ସ

ଭୁବନେଶ୍ୱର()  ଗ୍ରାହକଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଦେବା ପାଇଁ ରାଜଧାନୀ ଭୁବନେଶ୍ୱରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପରିବହନ ବିଭାଗ ସହିଦନଗରସ୍ଥିତ ବିଏମ୍ସି କାର୍ୟ୍ୟାଳୟ ଓ ଓଏସଆରଟିସି (ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ) ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ଏହି ୨ଟି କେନ୍ଦ୍ରରୁ…

ପୂଜା କମିଟି ଗୁଡିକୁ ସେସୁର ଚେତାବନୀ

ଭୁବନେଶ୍ବର()  ପାର୍ବଣ ଋତୁରେ ପୂଜା ପାଇଁ ସହରରୁ ପଲ୍ଲୀ ପୂଜା ପେଣ୍ଡାଲ ଗୁଡିକରେ ଚାଲିଛି ଜୋରଦାର ପ୍ରସ୍ତୁତି । ଆଉ ଏହାରି ମଧ୍ୟରେ ପୂଜା ପୂର୍ବରୁ ପୂଜା କମିଟି ଗୁଡିକୁ ସତର୍କ କରାଇଛି ସେସୁ । ବେଆଇନ ଭାବେ ହୁକ ପକାଇ ବିଦ୍ୟୁତ ସଂଯୋଗ ନେଉଥିବା ପୂଜା କମିଟି ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ…