ରାଜଧାନୀରେ ପାର୍କିଂ ଓ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବିଏମସିର ବଡ଼ ପଦକ୍ଷେପ
ପାର୍କିଂ ଓ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ମହାନଗର ନିଗମ- ବିଏମସିର ବଡ଼ ନିଷ୍ପତ୍ତି । ଅନୁମୋଦିତ ପ୍ଲାନକୁ ଖିଲାପ କରି କୋଠା ନିର୍ମାଣ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ମାସକ ମଧ୍ୟରେ ଖିଲାପୀଙ୍କୁ ସୁଧାରିବା ପାଇଁ ମହଲତ ଦେଇଛି ଭୁବନେଶ୍ୱର ମହାନଗର ନିଗମ । ପାର୍କିଂ!-->…
