Odia News Portal
Browsing Tag

cricket news

ଇରାନୀ କପ୍‌ରେ ଜୟସ୍ବାଲଙ୍କ ଦ୍ୱିଶତକ

ଗ୍ବାଲିୟରର କ୍ୟାପଟେନ୍‌ ରୁପ୍‌ ସିଂ ଷ୍ଟାଡିୟମରେ ଖେଳା ଯାଇଥିବା ଇରାନୀ କପ୍‌ ମୁକାବିଲାରେ ଅବଶିଷ୍ଟ ଭାରତ ଏକ ବୃହତ ସ୍କୋର ଆଡକୁ ଅଗ୍ରସର ହେଉଛି। ୨୦୨୧-୨୨ ସିଜନର ରଣଜୀ ଟ୍ରଫି ଚାମ୍ପିୟନ ମଧ୍ୟପ୍ରଦେଶ ଓ ଅବଶିଷ୍ଟ ଭାରତ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା…

ବିସିସିଆଇ’ ମୁଖ୍ୟ ଚୟନକାରୀ ପଦବୀରୁ ଇସ୍ତଫା ଦେଲେ ଚେତନ ଶର୍ମା

ମନ୍ତବ୍ୟଜନିତ ବିବାଦ କାରଣରୁ ଆଜି ‘ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ’ର (ବିସିସିଆଇ) ମୁଖ୍ୟ ଚୟନକାରୀ ପଦବୀରୁ ଚେତନ ଶର୍ମା ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ପତ୍ରଟିକୁ ‘ବିସିସିଆଇ’ର ସମ୍ପାଦକ ଜୟ ଶାହ ମଧ୍ୟ ଗ୍ରହଣ କରିଛନ୍ତି ବୋଲି କୁହାଯାଉଛି। ଆଜି ଚେତନ…

କଣ କହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି

ଆସନ୍ତା ମାସରେ ଏସିଆ କପ୍ ଆୟୋଜନ ପାଇଁ ଏକ ବୈଠକ ହେବାକୁ ଯାଉଛି, ତା’ପରେ ଏସିଆ କପ୍ କେଉଁଠି ଆୟୋଜନ ହେବ ତାହା ଜଣାପଡ଼ିବ । ପାକିସ୍ତାନ କ୍ରିକେଟ୍ ବୋର୍ଡ ପାକିସ୍ତାନରେ ଏସିଆ କପ୍ ଆୟୋଜନ କରିବାକୁ ଚାହୁଁଥିବା ବେଳେ ବିସିସିଆଇ ନିରପେକ୍ଷ ସ୍ଥାନରେ ଏସିଆ କପ୍ ଆୟୋଜନ କରିବାକୁ ଚାହୁଁଛି ।…

ମହିଳା ବିଶ୍ବକପ୍ ଟି-୨୦ : ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ

ହର୍ମନପ୍ରୀତ୍‌ କୌରଙ୍କ ଭାରତୀୟ ଦଳ ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଚମତ୍କାର ବିଜୟରୁ ଅଭିଯାନ ଆରମ୍ଭ କରିଛି। ରବିବାର ନିଜର ପ୍ରଥମ ମ୍ୟାଚ୍‌ରେ ଜେମିମା ରଡ୍ରିଗ୍ବେଜ ଓ ରିଚା ଘୋଷଙ୍କ ଅବିଭାଜିତ ୫୮ ରନ୍‌ର ଭାଗୀଦାରି ବଳରେ ଭାରତ ୭ ୱିକେଟ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ…

ଓଡିଶା ପଇଁ ଗର୍ବ; ଶିବସୁନ୍ଦର ଦାସ ହେଲେ ଭାରତୀୟ ମହିଳା କ୍ରିକେଟ୍ ଦଳର ବ୍ୟାଟିଂ କୋଚ୍

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ୍ ଦଳକୁ ମିଳିଲେ ଆଉ ଦୁଇ କୋଚ୍। ପୂର୍ବତନ ଓପନର ଶିବସୁନ୍ଦର ଦାସଙ୍କୁ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଅଭୟ ଶର୍ମାଙ୍କୁ ଫିଲ୍ଡିଂ କୋଚ୍ କରାଯାଇଛି। ଦଳ ଆଗାମୀ ମାସରେ ଇଂଲଣ୍ଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଦଳ…

ପାକିସ୍ତାନକୁ ଧୂଳି ଚଟାଇଲା ଜିମ୍ବାୱେ

ହରାରେ : ବିଶ୍ୱ କ୍ରିକେଟର ଅନ୍ୟତମ ଦୁର୍ବଳ ଦଳ ଜିମ୍ବାୱେ ପାକିସ୍ତାନକୁ ଜୋରଦାର ଝଟକା ଦେଇଛନ୍ତି । ପ୍ରଥମ ଟି-୨୦ରେ ଅଳ୍ପକେ ବିଜୟରୁ ବଂଚିତ ହୋଇଥିବା ଜିମ୍ବାୱେ ଦ୍ୱିତୀୟ ମ୍ୟାଚରେ କିନ୍ତୁ ସୁମଧୁର ପ୍ରତିଶୋଧ ନେଇଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୧୧୮ ରନ୍ କରିଥିବାବେଳେ ସହଜ ବିଜୟ…

ବାବର ବିଶ୍ବର ନଂ୧ ଦିନିକିଆ ବ୍ୟାଟ୍ସମ୍ୟାନ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ହଟାଇ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ବିଶ୍ବର ନଂ୧ ଏକଦିବସୀୟ ବ୍ୟାଟ୍ସମ୍ୟାନ ମାନ୍ୟତା ପାଇଛନ୍ତି । ଆଇସିସି ପକ୍ଷରୁ ପ୍ରକାଶିତ ସଦ୍ୟତମ ମାନ୍ୟତା ତାଲିକା  ଅନୁସାରେ ୮୬୫ ପଏଣ୍ଟ ପାଇ ବାବର ୧ ନମ୍ବର ସ୍ଥାନରେ…

ବହୁ କ୍ରିକେଟରଙ୍କୁ ପଛରେ ପକାଇଲେ ବାବର

ନୂଆଦିଲ୍ଲୀ : ସାଉଥ ଆଫ୍ରିକା ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଅ ।ରେ ରୋମାଞ୍ଚକର ବିଜୟ ହାସିଲ କରିଛି ପାକିସ୍ତାନ ଦଳ । ଶେଷ ବଲରେ ୧ ରନ୍ କରି ସାଉଥ୍ ଆଫ୍ରିକାକୁ ୩ ୱିକେଟରେ ହରାଇଛି ପାକ୍ ଟିମ୍ । ଶେଷ ବଲରେ ଫହିମ ଅଶରଫ୍ ୧ ରନ୍ ନେଇ ପାକିସ୍ତାନ ଟିମକୁ ବିଜୟୀ…

ସିରିଜରୁ ବାଦ୍ ପଡ଼ିଲେ ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ : ଭାରତୀୟ କି୍ରକେଟ ଦଳକୁ ଝଟକା । ଗତକାଲି ରାତିରେ ପୁଣେରେ ସିରିଜର ପ୍ରଥମ ମ୍ୟାଚ ସମୟରେ ପଡ଼ିଅ ।ରେ ବାମ କାନ୍ଧରେ ଅ ।ଘାତ ଲାଗିବା ପରେ ଶ୍ରେୟସ୍ ଆୟରଙ୍କୁ ଇଂଲଣ୍ଡ ବିପକ୍ଷ ବାକି ଦୁଇଟି ମ୍ୟାଚରୁ ମଧ୍ୟରୁ ବାଦ୍ ଦିଅ ।ଯାଇଛି । ଏପିରିକି ସେ ଆଇପିଏଲର ପ୍ରଥମାର୍ଦ୍ଧକୁ…

ସ୍ମିଥଙ୍କ ଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ୩୩୮, ଭାରତ ୨/୯୬

ସିଡନୀ: ଭାରତ ଓ ଅଷ୍ଟ୍ରେଲିଅ। ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଦିବସ ଅଷ୍ଟ୍ରେଲିଅ। ନାଁରେ ରହିଥିବା ବେଳେ ଦ୍ୱିତୀୟ ଦିବସରେ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଜବରଦସ୍ତ କମବ୍ୟାକ୍ କରିଛି ଭାରତ । ଷ୍ଟିଭ୍ ସ୍ମିଥଙ୍କ ଶତକ ଓ ମାର୍ନସ ଲାବୁଶେନଙ୍କ ଲଢ଼ୁଆ ଇନିଂସ ସତ୍ତ୍ୱେ…