Odia News Portal
Browsing Tag

Salman Khan

ଆସୁଛି ସୁପରହିଟ୍ ଫିଲ୍ମି ‘ବଜରଙ୍ଗୀ ଭାଇଜାନ୍’ ର ସ୍ୱିକେଲ

ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଙ୍କ ଫ୍ୟାନ୍ ଙ୍କ ପାଇଁ ଖୁସି ଖବର। ଆସୁଛି ସୁପରହିଟ୍ ଫିଲ୍ମ ‘ବଜରଙ୍ଗୀ ଭାଇଜାନ୍’ର ସିକ୍ୱେଲ। ସୁପରଷ୍ଟାର ସଲମାନ୍ ଖାନ୍ ନିଜେ ଏ ନେଇ ଘୋଷଣା କରିଛନ୍ତି। ସଲମାନ୍ ସ୍ପଷ୍ଟ କରିଛନ୍ତି ଯେ ସେ ଖୁବ୍ ଶୀଘ୍ର ବଜରଙ୍ଗୀ ଭାଇଜାନ୍ର ଦ୍ୱିତୀୟ ପାର୍ଟ ନେଇ ଆସୁଛନ୍ତି।…

ମିଛ ଉପରୁ ଉଟିଲା ପରଦା

ବିଗ୍ ବସ୍ ୧୫’ର ଦର୍ଶକ ସେତେବେଳେ ଆଶ୍ଚର୍ୟ୍ୟ ହୋଇ ଯାଇଥିଲେ, ଯେତେବେଳେ ରାକ୍ଷୀ ସାଓ୍ଵନ୍ତ ନିଜ ସ୍ୱାମୀ ରିତେଶଙ୍କ ସହିତ ଶୋ’ରେ ଏଣ୍ଟ୍ରି କରିଥିଲେ। ୨୦୧୯ରେ ବିବାହ କରିଥିବା ରାକ୍ଷୀଙ୍କ ସ୍ୱାମୀଙ୍କୁ ଆଜି ପର୍ୟ୍ୟନ୍ତ କେହି ବି ଦେଖି ନ ଥିଲେ, ଏପରି କି, ତାଙ୍କର କୌଣସି ବି ଫଟୋ…

ବିଗବସ ହାଉସକୁ ଆଉ ଆସିବେ କି ନାହିଁ ସମିତା ସେଟ୍ଟୀ

‘ବିଗ୍ ବସ୍ ୧୫’ର ସୋମବାର ଏପିସୋଡରେ ଶମିତା ଶେଟ୍ଟୀଙ୍କୁ ଅସୁସ୍ଥତା ହେତୁ ଘରୁ ବାହାର କରି ଦିଆଯାଇଥିଲା। କିଛି ଦିନ ଧରି ଶମିତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା। ଏହା ପୂର୍ବରୁ କୁହାଯାଇଥିଲା ଯେ ଶମିତା ୧-୨ ଦିନରେ ଶୋ’କୁ ଫେରି ଆସିବେ କିନ୍ତୁ ସେ ଏପର୍ଯ୍ୟନ୍ତ ବାହାରେ ଅଛନ୍ତି। ଶମିତା…

ସରୋଗେସି ମାଧ୍ୟମରେ ବାପା ହେବାକୁ ଚାହୁଁଛନ୍ତି ଦବଙ୍ଗ ଖାନ୍

ନିକଟରେ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ସରୋଗେସି ମାଧ୍ୟମରେ ଦୁଇ ଯମଜ ସନ୍ତାନର ମାଆ ହୋଇଛନ୍ତି। ଏହି ଖୁସି ଖବରକୁ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ମାଧ୍ୟମରେ ସେୟାର କରିଛନ୍ତି। ତାଙ୍କ ଖୁସି କହିଲେ ନସରେ। ତାଙ୍କ ପ୍ରଶଂସକମାନେ ଏବଂ ସେଲିବ୍ରିଟିମାନଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟିବାରେ…

ଏକାଠି ହେବେ ସଲମାନ ଭାଗ୍ୟଶ୍ରୀ

‘ବିଗ୍ ବସ୍’ ସିଜନ୍-୧୫ରେ ‘ମୈନେ ପ୍ୟାର କିୟା’ର ନାୟକ-ନାୟିକା ସଲମାନ୍ ଓ ଭାଗ୍ୟଶ୍ରୀ ପୁଣି ଏକାଠି ହେଇଛନ୍ତି। ଲାଇଟ୍ ପିଙ୍କ୍‌ ଶାଢ଼ି ପରିହିତା ଭାଗ୍ୟଶ୍ରୀ ବେଶ୍ ଉଜ୍ବଳ ଚେହେରାରେ ବିଗ୍ ବସ୍ ଘରେ ପ୍ରବେଶ କରିଛନ୍ତି। ଭାଗ୍ୟଶ୍ରୀଙ୍କୁ ଦେଖି ସୋ’ର ହୋଷ୍ଟ ସଲମାନ୍ ଏକ ସାଇକେଲ ଚଢ଼ି…

ଭାଇରାଲ ହେଉଛି ସଲମାନ ଖାନ ଗାଇଥିବା ‘ମାନିକେ ମାଗେ ହିତେ’

ମୁମ୍ବାଇ: ଇଣ୍ଟରନେଟ୍ ସେନ୍ସେସନ ପାଲଟିଛି ଗୀତ 'ମାନିକେ ମାଗେ ହିତେ'। ବିଗ୍ ବସ୍ ୧୫'ର ପ୍ରଥମ ଓ୍ବିକେଣ୍ଡ୍ କା ବାର ଏପିସୋଡରେ ମାନିକେ ମାଗେ ହିତେ 'ଗାୟକ ୟୋହାନି ଦିଲେକା ଦେ ସିଲ୍ଭା ନବରାତ୍ରୀ ସ୍ପେଶାଲ୍ରେ ସ୍ବତନ୍ତ୍ର ଅତିଥି ହେବାକୁ ଯାଉଛନ୍ତି। ଚର୍ଚ୍ଚାରେ ଥିବା ଏହି ଗୀତକୁ ଏବେ…

ବିଗବସ-୧୫ରେ ନଜର ଆସିବେ ରିୟା ଚକ୍ରବର୍ତ୍ତୀ

ବଲିଉଡ ଅଭିନେତ୍ରୀ ରିୟା ଚକବର୍ତ୍ତୀ ୨୦୨୦ରେ ଚର୍ଚ୍ଚାରେ ରହିଥିଲେ । ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍‌କ ମୃତ୍ୟୁ ପରେ ତାଙ୍କ ନାଁ ବିବାଦ ଘେରକୁ ଆସିଯାଇଥିଲା । ଏବେ ପୁଣି ଥରେ ରିୟାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଶୁଣିବାକୁ ମିଳୁଛି ଯେ ରିୟା କୁଆଡେ ବିଗ୍ ବସ୍ ୧୫ରେ ଭାଗ ନେବେ…

ଏହି ୫ଟି ଫିଲ୍ମକୁ ରିଜେକ୍ଟ କରିଥିଲେ ସଲମାନ, ଶାହାରୁଖ୍ ଏବଂ ଅମୀର ଅଭିନୟ କଲେ ଆଉ ଫିଲ୍ମ ହେଲା ସୁପରହିଟ୍

ମୁମ୍ବାଇ: ବଲିଉଡର ଭାଇଜାନଙ୍କୁ ମିଳିଥିଲା ୫ଟି ହିଟ୍ ଫିଲ୍ମର ଅଫର । ଯାହାକୁ ସେ ରିଜେକ୍ଟ କରି ଦେଇଥିଲେ । ପରେ ଏହି ଏହି ଫିଲ୍ମରେ ଅଭିନୟ କରିଥିଲେ ଅମୀର ଓ ଶାହାରୁଖ । ଯାହାକି ଢ଼େରସାରା ପ୍ରଂଶସା ସାଉଁଟିବା ସହ ହିଟ୍ ହୋଇଥିଲା । ଏହି ଫିଲ୍ମ ଗୁଡିକ ଲାଗି ସେମାନଙ୍କ ଫ୍ୟାନ ଫଲୋଇଙ୍ଗ ମଧ୍ୟ…

ଓଡ଼ିଆ ଯବାନଙ୍କ ଉପରେ ଭାରି ପଡ଼ିଲେ ଭାଇଜାନ୍

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ସଲମାନ ଖାନଙ୍କୁ ଅଟକାଇ ରାତାରାତି ଚର୍ଚ୍ଚାକୁ ଆସିଥିବା ସିଆଇଏସ୍ଏଫ୍ ଏଏସ୍ଆଇ ସୋମନାଥ ମହାନ୍ତିଙ୍କ ବଢ଼ିଲା ଅଡ଼ୁଆ । ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ତାଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ସିଆଇଏସ୍ଏଫ୍ ପକ୍ଷରୁ ସୋମନାଥଙ୍କ ମୋବାଇଲ୍କୁ…

ସଲମାନଙ୍କୁ ଯାଂଚ କରିଥିବା ସୋମନାଥଙ୍କ ମୋବାଇଲ ଜବତ

ମାୟାନଗରୀ ମୁମ୍ବାଇ  ବିମାନବନ୍ଦରରେ ସଲମାନ ଖାନଙ୍କୁ ଅଟକାଇ ରାତାରାତି ଚର୍ଚ୍ଚାକୁ ଚାଲି ଆସିଥିବା ସିଆଇଏସ୍ଏଫ୍ ଏଏସ୍ଆଇ ସୋମନାଥ ମହାନ୍ତି ଅଡ଼ୁଆରେ ପଡ଼ି ଯାଇଛନ୍ତି। ଘଟଣା ସଂପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ସିଆଇଏସ୍ଏଫ୍ ପକ୍ଷରୁ ସୋମନାଥଙ୍କ…