Odia News Portal
Browsing Tag

swadhikar news

BCCI ଘୋଷଣା କଲା ବାର୍ଷିକ ଖେଳ ସୂଚୀ; ବାରବାଟୀରେ ପୁଣି ଫଟାଫଟ୍ କ୍ରିକେଟ୍, ଡିସେମ୍ବରରେ ଭାରତ-ଶ୍ରୀଲଙ୍କା ଟି-20…

ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆସନ୍ତା ୨୦୨୬-୨୭ ଘରୋଇ ସିଜନ୍ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି। ଆସନ୍ତା ବର୍ଷ ଭାରତୀୟ ମାଟିରେ କ୍ରିକେଟର ଏକ ମହାସମର ଦେଖିବାକୁ ମିଳିବ। ଯେଉଁଥିରେ ବିଶ୍ୱର ୪ଟି…

ବିଜୁ-ନବୀନ ଟ୍ରଷ୍ଟ ନେଇ ବିବାଦ; ସିବିଆଇ ତଦନ୍ତ ଦାବି କଲା ଶାସକ ଦଳ

ବିଧାନସଭାରେ ଉଠିଲା ବିଜୁ-ନବୀନ ଟ୍ରଷ୍ଟ ପ୍ରସଙ୍ଗ । ଦିଲ୍ଲୀରେ ନବୀନ ପଟ୍ଟନାୟକ ଏକ ଟ୍ରଷ୍ଟ କରି 4 ହଜାର 500 କୋଟି ଅର୍ଥକୁ ହଡପ କରିବାକୁ ଚେଷ୍ଟା କରିଛନ୍ତି ବୋଲି ଅଭିଯୋଗ ଆଣିଛି ଶାସକ ଦଳ । ଆଜି ଗୃହରେ ଆଲୋଚନା ସମୟରେ ଶାସକ ଦଳର ସଭ୍ୟ ସନାତନ ବିଜୁଳି ଦିଲ୍ଲୀରେ ବିଜୁ-ନବୀନ ଟ୍ରଷ୍ଟ ନେଇ…

ବର୍ଷାରେ ଭିଜିଭିଜି ରୁକୁଣା ରଥ ଟାଣିଲେ ଶ୍ରଦ୍ଧାଳୁ

ଆଜି ପବିତ୍ର ଅଶୋକାଷ୍ଟମୀ । ଏହି ଅବସରରେ ଏକାମ୍ର କ୍ଷେତ୍ର ରାଜାଧିରାଜ ପ୍ରଭୁ ଲିଙ୍ଗରାଜଙ୍କ ଭବ୍ୟ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହେଉଛି । ଅପରାହ୍ନ ପ୍ରାୟ 3.45ରେ ରୁକୁଣା ରଥ ଗଡିଛି । ମହାପ୍ରଭୁଙ୍କ ଭବ୍ୟ ରଥଯାତ୍ରା ପାଇଁ ଏକାମ୍ର କ୍ଷେତ୍ର ଭକ୍ତଙ୍କ ଗହଳ ଚହଳରେ ମୁଖରିତ ହୋଇ ଉଠିଛି…

କଟକ-ଭୁବନେଶ୍ବରରେ କାଳବୈଶାଖୀ: କୁଆପଥର ମାଡ଼ ସହ ଘଡ଼ଘଡ଼ି, ବର୍ଷା

ରାଜଧାନୀ ଭୁବନେଶ୍ବରରେ ଆଜି ଅପରାହ୍‌ଣରେ କାଳବୈଶାଖୀର ଉଗ୍ରରୂପ ଦେଖିବାକୁ ମିଳିଛି। କାଳବୈଶାଖୀର ପ୍ରଭାବରେ କିଛି ସ୍ଥାନରେ କୁଆପଥର ମାଡ଼ ହୋଇଛି। ସେହିପରି ଘଡ଼ଘଡ଼ି ସହିତ ବଜ୍ରପାତ ମଧ୍ୟ ହୋଇଛି। ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ଭୁବନେଶ୍ବର ଆକାଶରେ ମେଘ ଘୋଟି ଆସିଥିଲା। ପ୍ରାୟ ୪ଟା…

ଆସିଲା ନୂଆ ୩ ବର୍ଷିଆ ଅବକାରୀ ନୀତି, ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବା ନିମନ୍ତେ ଅନୁମତି ନାହିଁ

ଆସିଲା ନୂଆ ୩ ବର୍ଷିଆ ଅବକାରୀ ନୀତି । ୧ ଏପ୍ରିଲରୁ ଲାଗୁ ହେବ । ନୂଆ ନୀତି ଅନୁଯାୟୀ ରାଜ୍ୟରେ ନୂଆ OFF କିମ୍ବା OS ଦୋକାନ ଖୋଲିବା ନିମନ୍ତେ ଅନୁମତି ଦିଆଯିବ ନାହଁ । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା । ଗ୍ରାମୀଣ ଅଞ୍ଚଳରେ ମଧ୍ୟ ନୂଆ ମଦ ଦୋକାନ ଖୋଲିବା ନିମନ୍ତେ…

ପଦ୍ମାବତୀ ନଦୀକୁ ଖସିପଡିଲା ଯାତ୍ରୀ ଭର୍ତ୍ତି ବସ୍, ୨୩ ମୃତ ଓ ଅନେକ ନିଖୋଜ

ବାଂଲାଦେଶର ରାଜବାରୀ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ପଦ୍ମା ନଦୀକୁ ଖସିପଡିଥିବାରୁ ଏପରି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଅନେକ ଲୋକ ଆହତ ଏବଂ ନିଖୋଜ ଥିବା ସୂଚନା ମିଳିଛି । ସୂଚନାନୁଯାୟୀ,…

ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ, ଛାରଖାର ହୋଇଗଲା ମହୋତ୍ସବ ଲାଗି ପଡ଼ିଥିବା ଷ୍ଟଲ୍

ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ । କେଉଁଠି ଭାଙ୍ଗୁଛି ତ ଆଉ କେଉଁଠି ଉଡାଇ ନେଉଛି । କାଳବୈଶାଖୀ ଝଡ଼ ଯୋଗୁଁ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜୋର ପବନ ବୋହିବା ସହ ମୁଷଳଧାରା ବର୍ଷା ଓ ପ୍ରବଳ କୁଆପଥର ପଡିବାରୁ କିଛି ସମୟ ପାଇଁ ସମଗ୍ର ଅଞ୍ଚଳ ଜନଜୀବନ ଠପ୍ ହୋଇଯାଇଥିଲା ।…

ଗ୍ୟାସ ସହ ସିଲିଣ୍ଡର୍ ରେ ପାଣି ଭର୍ତ୍ତି କରି ବିକ୍ରି କରୁଥିଲା ଅଭିଯୁକ୍ତ, ଧରିଲା ବିଡ଼ାନାସି ଥାନା ପୋଲିସ

ବେଆଇନ ଗ୍ୟାସ ରିଫିଲିଙ୍ଗ ଏବଂ ଅପମିଶ୍ରଣ ଅଭିଯୋଗରେ ଡେଲିଭରୀ କର୍ମଚାରୀ ଗିରଫ । ଅକସ୍ମାତ୍ ଚଢ଼ାଉ କରି ଧରିଲା ବିଡ଼ାନାସି ଥାନା ପୋଲିସ । ୧୦ଟି ଗ୍ୟାସ ସିଲିଣ୍ଡର ଜବତ ହୋଇଛି । ଏକ୍ସପ୍ଲୋସିଭସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ କଲା କମିଶନରେଟ୍ ପୋଲିସ । ବେଆଇନ ଭାବେ ଅସୁରକ୍ଷିତ ଶୈଳୀରେ…

ଲୋକେ ସରକାରଙ୍କ ପାଖକୁ ନୁହେଁ, ସରକାର ଲୋକଙ୍କ ପାଖକୁ ଯାଇଛନ୍ତି: ମୁଖ୍ୟମନ୍ତ୍ରୀ

ବିଜେପି ସରକାରରେ ଲୋକେ ସରକାରଙ୍କ ପାଖକୁ ନୁହେଁ, ସରକାର ଲୋକଙ୍କ ପାଖକୁ ଯାଇଛନ୍ତି । ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣି ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି । ସରକାରୀ ନିଯୁକ୍ତି ବଢିବା ସହ ଦୁର୍ନୀତି ହ୍ରାସ ପାଉଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ…

ଆଜି କେମିତି କଟିବ

ମେଷ: ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବ। ଆପଣ ନୂତନ କାର୍ଯ୍ୟ ଗ୍ରହଣ କରିବାକୁ ପ୍ରେରଣା ଅନୁଭବ କରିବେ। ଆପଣ କିଛି ନୂତନ ଆରମ୍ଭ କରିବାକୁ ମଧ୍ୟ ସକ୍ଷମ ହେବେ। ଆପଣଙ୍କ ଚିନ୍ତାଧାରା ବାରମ୍ବାର ପରିବର୍ତ୍ତନ ହେବ, ଯାହା କିଛି ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। ଆପଣ ଆପଣଙ୍କ ଚାକିରି କିମ୍ବା…