Odia News Portal
Browsing Tag

swadhikar

ରୋଚକ ମୋଡ଼ରେ ବିାହର ରାଜନୀତି, ଦୁଇଭାଗ ହେଲା ଏଲଜେପି

ପାଟନା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ଦଳିତ ନେତା ରାମ ବିଳାସ ପାଶୱାନଙ୍କୁ ଦ୍ବାରା ସଂସ୍ଥାପିତ ବିହାରର ‘ଲୋକ ଜନଶକ୍ତି ପାଟି’ (ଏଲ୍ଜେପି)ରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଏଲଜେପିରେ ଲାଗିଥିବା କନ୍ଦଳ ଭିତରେ ଚିରାଗ ପାସୱାନ ଆଜି ପାଞ୍ଚ ଜଣ ବିଦ୍ରୋହୀ ସଦସ୍ୟଙ୍କୁ…

ଜୋରସୋରରେ ଆଗେଇ ଚାଲିଛି ରଥକାମ

ପୁରୀ: ଚଳିତବର୍ଷ ରଥଯାତ୍ରା ଲାଗି ଚଳଚଞ୍ଚଳ ହୋଇ ଉଠିଛି ରଥଯାତ୍ରା । କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ରଥଯାତ୍ରା ହେବ ବୋଲି ପ୍ରଶାସନ ସୂଚନା ଦେଇଛି । ସେପଟେ ରଥ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଥିବା ଦେଖିବାକୁ ମିଳିଛି । ମୌସୁମୀ ପ୍ରଭାବରେ ବର୍ଷା ହୋଇଥିଲେ ସୁଦ୍ଧା କାମ ବେଶ…

ଟାଙ୍ଗୀ ଡ୍ରିମ୍ସ କୋଭିଡ ହସ୍ପିଟାଲ ନାଁରେ ସାଂଘାତିକ ଅଭିଯୋଗ

ଟାଙ୍ଗୀ: ପଦାରେ ପଡିଲା କୋଭିଡ ହସ୍ପିଟାଲ ଭିତିରି ଖେଳ । ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛି ଟାଙ୍ଗୀ ଡ୍ରିମ୍ସ କୋଭିଡ ହସପିଟାଲ । ମୃତ୍ୟୁର ସତ୍ୟାସତ୍ୟ ଜାଣିବାକୁ ଥାନାରେ ଏତଲା ଦେଲେ ମୃତକଙ୍କ ପରିବାର । ଟାଙ୍ଗୀ ଡ୍ରିମ୍ସ କୋଭିଡ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଚୌଦ୍ୱାରର ପ୍ରତିଷ୍ଠିତ…

ପରିବାରର ସମସ୍ତେ ଚାଲିଯିବା ପରେ ରାହା ଖୋଜୁଛି ୧୪ ମାସର ଶିଶୁ

ଅନୁଗୁଳ: ୧୪ ମାସର ଶିଶୁ ଉପରେ ଦଇବ ସାଜିଛି ଦାଉ । କରୋନାରେ ଆକ୍ରାନ୍ତ ହୋଇ ପରିବାରର ସମସ୍ତେ ଚାଲିଗଲେ ଆରପାରିକୁ । ସେପଟେ ମାମୁଁଘରେ ଆଶ୍ରୟ ନେଇଥିବା ବେଳେ ଅଜା, ଆଇଙ୍କ ସହ ମାମୁଁଘର ଲୋକେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଛନ୍ତି । ଶେଷରେ ନିଜର ମାଉସୀ ଶେଷ ଭରଷା ହୋଇଛନ୍ତି…

ଟେଷ୍ଟ ଚାମ୍ପିୟନସିପ୍ ଜିତିଲେ ଭାରତକୁ ମିଳିବ ଏତିକି ଟଙ୍କା

ସାଉଥମ୍ପଟନ୍‌: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟେଷ୍ଟ ଚାମ୍ପିୟନସିପ । ଫାଇନାଲରେ ପ୍ରବେଶ କରିଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ଟୁର୍ଣ୍ଣାମେଣ୍ଟ । ଆଇସିସି ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଯେଉଁ ଦଳ ଟାଇଟଲ ହାସଲ କରିବ…

ତହସିଲଦାରଙ୍କୁ ଆକ୍ରମଣ ଅଭିଯୋଗ

ଜଗତସିଂହପୁର: ସଟର ବନ୍ଦ କରି ବେପାର କରୁଥିଲେ ଦୋକାନୀ । ଖବର ପାଇ ଚଢ଼ାଉ କରିବା ଲାଗି ଯାଇଥିଲେ ତହସିଲଦାର । ଏହି ସମୟରେ ଆକ୍ରମଣ ଶିକାର ହୋଇଛନ୍ତି । ଜଗତସିଂହପୁର ଏରସମା ଜାପା ଛକରେ ତହସିଲଦାରଙ୍କ ଉପରକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଥାନାରେ ଏନେଇ ଅଭିଯୋଗ କରିଛନ୍ତି ତହସିଲଦାର…

ଏମ୍‌ସରେ ଆଜି ୬ରୁ୧୨ ବର୍ଷ ଛୁଆଙ୍କ ଉପରେ ଟିକା ଟ୍ରାଏଲ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସରକାର । କାରଣ ବିଶେଷଜ୍ଞଙ୍କ ମତରେ ତୃତୀୟ ଲହର ଛୋଡ ପିଲାଙ୍କ ପାଇଁ ଅଧିକ ଘାତକ ହୋଇପାରେ । ସେଥିପାଇଁ ପିଲାଙ୍କୁ ଟୀକାକରଣ…

ଧରାହେଲା ବନ୍ଧୁକଧାରୀ ଯୁବକ

ବଲାଙ୍ଗୀର: ବଲାଙ୍ଗୀର ସହର ଶାନ୍ତିପଡ଼ାରେ ରଜ ସଂକ୍ରାନ୍ତିରେ ଅଶାନ୍ତି ସୃଷ୍ଟି କରିଥିବା ଯୁବକକୁ ଧରିବାରେ ସଫଳ ହୋଇଛି ପୋଲିସ । ୫ ଘଣ୍ଟାର ଛକାପଞ୍ଝା ପରେ ଶେଷରେ କାବକୁ କରାଯାଇଛି । ଘର ଭିତରେ ପଶି ସୁରକ୍ଷିତ ଭାବେ ତାକୁ କାବୁ କରାଯାଇଥିବା ସୂଚନା ମିଳିଛି । ତେବେ ପୋଲିସ କାବୁ କରିଥିବା…

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ: ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର । ଭଦ୍ରକ ଟାଉନ ଥାନା ଜାନୁଗଞ୍ଜା ଦୁର୍ଗା ମଣ୍ଡପ ସମ୍ମୁଖରେ ଥିବା ଏକ ଭଡା ଘରୁ ମିଳିଛି ମୃତ ଦେହ । ମୃତକ ଜଣକ ହେଲେ ତିହିଡି ବ୍ଲକ ସିନ୍ଦୋଳ ଗାଁର ସଙ୍ଗୀତ ପୃଷ୍ଟି । ସୂଚନା ଅନୁସାରେ ୩ ଜଣ ରୁମ୍‌୍‌ମେଟ ସହ ଦୀର୍ଘ ଦିନ ଧରି…

କୁଜିନେତାଙ୍କ ପାଇଁ ଅଟକି ରହିଛି ଡ୍ରେନ ନିର୍ମାଣ, ଜଳବନ୍ଦୀରେ କୋରଡ଼ା ଗୁଣ୍ଡିଚା ସାହି ଲୋକେ

ନୟାଗଡ଼: ପାଣି ଘେରରେ ଗ୍ରାମବାସୀ । ନୟାଗଡ ଜିଲ୍ଲା କୋରଡା ଗ୍ରାମର ଗୁଣ୍ଡିଚା ସାହିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏଠାରେ ନିର୍ମାଣ ହୋଇଥିବା ଏକମାତ୍ର ଡ୍ରେନ ଉପରେ, ମାଟି ପୋତି ହୋଇଯାଇଛି । ଯାହା ଫଳରେ ଟିକେ ବର୍ଷା ହେଲେ ପାଣି ଘେରେ ବନ୍ଦୀ ହୋଇଯାନ୍ତି ଏହି ଗାଁ ଲୋକେ । ପଂଚାୟତର…