Odia News Portal
Browsing Tag

udala

ସତ ଓଗାଳିବେ କି ବିଦ୍ୟା?

ଉଦଳା: ଆଜି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ପ୍ରଥମ ଦଫାରେ ଗଜପତି ପୋଲିସ ତଦନ୍ତ କରିଥିବା ବେଳେ କ୍ରାଇମବ୍ରାଞ୍ଚ ନିଜ ହାତକୁ ତଦନ୍ତ ଭାର ନେଇଛି । ପାରଳାଖେମୁଣ୍ଡି ଠାରେ ଡ଼ିଏଫଓ ଏବଂ ବନ କର୍ମଚାରୀଙ୍କୁ ଜେରା କରିବା ପରେ ଗତକାଲି ସୌମ୍ୟଙ୍କ ପରିବାର…

ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଗୁରୁ ପୂଜନ ଉତ୍ସବ ପାଳିତ

ଉଦଳା: ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା । ଗାଁଠୁ ସହର ସବୁଠି ଉତ୍ସବ ମୁଖର । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଏହି ଗୁରୁ ପୂଜନ ଉତ୍ସବ ପାଳିତ ହୋଇଛି । ପୂର୍ବତନ ମନ୍ତ୍ରୀ ତଥା ଉଦଳାର ପୂର୍ବତନ ବିଧାୟକ ଗୋଲକ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ପୂର୍ତ୍ତ ବିଭାଗ ବଙ୍ଗଳାରେ ଏହି…

ପ୍ରିନ୍ସିପାଲଙ୍କ ଦାଦାଗିରି

ଉଦଳା: କଲେଜକୁ ବି ଭୋକ୍ କୋର୍ସରେ ଆସିଥିବା ଲକ୍ଷ ଲକ୍ଷ ଟଙ୍କା ଚଳୁ କରିବା ସହିତ କଲେଜର ବିଭିନ୍ନ କାର୍ଯ୍ୟ ନିମନ୍ତେ ଆସିଥିବା ଟଙ୍କାକୁ ଆତ୍ମସାତ କରିବା ଅଭିଯୋଗ ଆସିଥିଲା ପ୍ରିନ୍ସିପାଲଙ୍କ ନାମରେ । ଯାହାକୁ ନେଇ ବିବାଦକୁ ଆସିଥିଲେ କଲେଜ ଅଧ୍ୟକ୍ଷ । ଆଉ ଯେବେ ସବୁ ସତ ବୋଲି ପ୍ରମାଣିତ…

ଜଣେ ପାଣିମଣିଷର କାହାଣୀ, ଯାହା ଦେଖିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ

ଉଦଳା: କାନ୍ଧରେ ପାଣିଭାର ଧରି ଆଗକୁ ମାଡିି ଚାଲିଛନ୍ତି ଜଣେ ବୃଦ୍ଧ । ଦେହରେ ଖଣ୍ଡେ ପୁରୁଣା ଲୁଙ୍ଗି ଓ ଚିରା ଗଂଜି । ପାଦରେ ବିଟ ହୁଗୁଳି ଯାଇଥିବା ଛିଣ୍ଡା ଚପଲ ପିନ୍ଧି ପାଣି ଯୋଗାଉଥିବା ଏ ବ୍ୟକ୍ତି ହେଉଛନ୍ତି ଉଦଳାର ୱାଟରମ୍ୟାନ । ସହରର ଧାଁ ଧପଡ ଓ ଶହ ଶହ ଲୋକଙ୍କ ଭିଡ ଭିତରେ ବି ନିଜର…

ସାର୍ଟିଫିକେଟ୍‌ରେ କିଏ କରିଛି କେଳେଙ୍କାରୀ

ଉଦଳା: ବନ୍ଧା ହେବେ ୪୨୦ ଅଧ୍ୟାପିକା । ମହଙ୍ଗା ପଡିଲା ଜାଲିଆତି । ବହିଷ୍କାର ଓ ଗିରଫ ପାଇଁ ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ । ୧୩ ବର୍ଷ କାଳ ସମସ୍ତଙ୍କୁ ଚୂନ ଲଗାଇ ଜାଲ ସାର୍ଟିଫିକେଟ୍‌ରେ ଚାକିରୀ କରିଥିଲେ ମାଡାମ୍ ୪୨୦ । ହେଲେ ୧୩ ବର୍ଷ ପରେ ବିଭାଗୀୟ ଭେରିଫିକେସନ୍‌ରେ ଧରା ପଡିଗଲା…

୧୦ ବର୍ଷର ଶିଶୁକୁ ଗ୍ରାସିଛି ହସ ରୋଗ

(ଉଦଳା): ହସିବା ଶରୀର ପକ୍ଷେ ହିତକାରକ । ତେବେ ଏମିତି ଜଣେ ବାଳକ ଅଛି ଯାହାକୁ ଗ୍ରାସ କରିଛି ହସ ରୋଗ । ଯେଉଁଠି ବସୁଛି ଯେ ବସି ରହୁଛି । ଅନ୍ୟମନସ୍କ ହୋଇ ହସୁଛି ଯେ ହସୁଛି । ଭିନ୍ନ ଏକ ଯନ୍ତ୍ରଣାରେ ଜର୍ଜରିତ ଏ ହେଉଛି ମୟୁରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ମରାସାହିର ଜାରକା ସିଂ । ବୟସ…

ବିଜେପି ଯୁବମୋର୍ଚ୍ଚା ବାଲେଶ୍ୱର ପ୍ରଭାରୀ ରଞ୍ଜିତ କୁମାର ପ୍ରଧାନଙ୍କୁ ହତ୍ୟା

ଉଦଳା: ବିଚ ରାସ୍ତାରେ ମର୍ଡର । ବିଜେପି ଯୁବନେତାଙ୍କୁ ପିଟି ପିଟି ହତ୍ୟା । ଗାଡି ସାଇଡ ମରାରୁ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ । ଗାଡିର ଇଣ୍ଡିକେଟର ଦେଇ ନଥିଲେ ବୋଲି ବାଲେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ରଂଜିତ ପ୍ରଧାନଙ୍କୁ ଅତି ନିର୍ମମ ଭାବେ କରାଯାଇଛି ହତ୍ୟା । ଗତକାଲି…

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଉଦଳା: ଶୌଚ ପାଇଁ ଯାଉଥିବା ବେଳେ ହଠାତ୍ ମାଡି ବସିଲା ଭାଲୁ । ଭାଲୁ କାମୁଡାରେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ । ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ ଅଧିନ ଜୁଆଳିଆ ଗ୍ରାମରେ ଘଟିଛି ଏଭଳି ଘଟଣା । ଜୁଆଳିଆ ଗ୍ରାମର ଉପେନ୍ଦ୍ର ଖଡିକା ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ସେ ସକାଳ ସମୟରେ…