Odia News Portal

ଆଜି ଆରୟନ ଖାନଙ୍କ ଜାମିନ ଆବେଦନର ହେବ ଶୁଣାଣୀ

ଆରୟନଙ୍କ ଜାମିନ ଆବେଦନର ମୁମ୍ବାଇ ହାଇକୋର୍ଟରେ ଆଜି ହେବ ଶୁଣାଣି । ଏନଡିପିଏସ କୋର୍ଟରେ ଆରୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ଓକିଲ । ଆରୟନଙ୍କ ସମେତ ତାଙ୍କର ଦୁଇ ସାଙ୍ଗ ଅରବାଜ ମର୍ଚେଂଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ଆବେଦନର…

ମମିତା ମେହେରଙ୍କ ପରିବାରକୁ ଭେଟିବ ବିଜେପି ପ୍ରତିନିଧି ଦଳ

ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ପରିବାରକୁ ଭେଟିବାକୁ ବଲାଙ୍ଗିର ଯାଇଛି ବିଜେପିର ଏକ ପ୍ରତିନିଧି ଦଳ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ୧୫ ଜଣିଆ ପ୍ରତିନିଧି ଦଳ ମମିତାଙ୍କ ପରିବାରକୁ ଭେଟିବେ । ଘଟଣା ସଂପର୍କରେ ପରିବାର ଲୋକଙ୍କ ସହ ଆଲୋଚନା…

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଆଜି ବିଜେପି ପକ୍ଷରୁ ଆଜି ସମ୍ବଲପୁର ଜିଲ୍ଲା ୧୨ ଘଂଟିଆ ବନ୍ଦ । ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା, ମାମଲାର ସିବିଆଇ ତଦନ୍ତ ଏବଂ ଅଭିଯୁକ୍ତମାନଙ୍କୁ କଠୋର…

କୋଭାକ୍ସିନ ଟୀକାକୁ ଆଜି ମିଳିପାରେ ଅନୁମୋଦନ

ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର କୋଭାକ୍ସିନ ଟିକାକୁ ଆଜି ଅନୁମୋଦନ ଦେଇପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏଥିପାଇଁ ଆଜି ଡବ୍ଲୁଏଚଓ ବୈଷୟିକ ପରାମର୍ଶଦାତା କମିଟିର ବୈଠକ ବସୁଛି । ଭାରତ ବାୟୋଟେକ ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ…

ଆଇପିଏଲରେ ସାମିଲ ହେଲା ଆଉ ଦୁଇଟି ନୂଆ ଟିମ୍

ଆଇପିଏଲରେ ସାମିଲ ହେଲା ଦୁଇଟି ନୂଆ ଦଳ । ଲକ୍ଷ୍ନୌ ଓ ଅହମଦାବାଦ ହେଲା ଆଇପିଏଲର ଦୁଇଟି ନୂଆ ଟିମ୍ । ଏବେ ଆଇପିଏଲରେ ଦଳ ସଂଖ୍ୟା ୮ରୁ ବୃଦ୍ଧି ପାଇ ୧୦ରେ ପହଁଚିଛି । ଇଟି ନୂଆ ଦଳ ପାଇଁ ୬ଟି ସହରକୁ ବଛା ଯାଇଥିଲା ବେଳେ ସେଥିପାଇଁ ୨୨ ଜଣ ବିଡ୍‌ ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ…

ରାଜ୍ୟରେ ଧୀରେ ଧୀରେ ଅନୁଭୂତ ହେଲାଣି ଶୀତ

ରାଜ୍ୟରେ ଧୀରେ ଧୀରେ ଶୀତ ଅନୁଭୁତ ହେଲାଣି । ହେଲେ ସବୁ ଅଂଚଳର ଶୀତ ଠାରୁ ନିଆରା କନ୍ଧମାଳର ଶୀତ । ଶୀତ ସାଙ୍ଗକୁ ଘନ କୁହୁଡି କନ୍ଧମାଳର ପରିବେଶକୁ ଆକର୍ଷଣୀୟ କରିଛି । ଚଳିତ ବର୍ଷର ପହିଲି ଶୀତର ମଜା ଉଠାଇବା ସହ ଫିଟ୍ ରହିବା ପାଇଁ ପ୍ରାତଃ ଭ୍ରମଣରେ ବାହାରି ଯାଉଛନ୍ତି ଲୋକେ । ସ୍ଥାନୀୟ…

ଆଜିଠୁ ବିଜୁ ଯୁବ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ

ଆଜି ଏବଂ ଆସନ୍ତକାଲି ବିଜୁ ଛାତ୍ର ଏବଂ ଯୁବ ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିଷଣ ଶିବିର ପୁରୀରେ ଅନୁଷ୍ଠିତ ହେବ । ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଶିକ୍ଷଣରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ସଭାପତି, ସଂପାଦକ, କର୍ମକର୍ତ୍ତାଙ୍କ ସହ ରାଜ୍ୟର ୩୧୪ ବ୍ଲକ୍‌,…

ଭିଜିଲାନ୍ସ ଜାଲରେ ସିଡିପିଓ

ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର CDPO , ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି , ସୁଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ବ୍ଲକ୍ CDPO ପୁଷ୍ପାଞ୍ଜଳି ରଥ ଅଙ୍ଗନୱାଡ଼ି କର୍ମୀ ଚୟନ ନିମନ୍ତେ ଜଣେ ବ୍ୟକ୍ତି ଙ୍କ ଠାରୁ ଲକ୍ଷେ ଟଙ୍କା ଲାଞ୍ଚ…

ଚିଲିକାରେ ପଡିଲାଣି ବିଦେଶୀ ପକ୍ଷୀଙ୍କ ପାଦ

କୁହାଯାଏ କୁମାର ପୂର୍ଣ୍ଣିମା ଡାଲାରେ ଶୀତ ଆସେ । ଶୀତ ଆସିବା ସହ ଓଡିଶାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି । ମରାଳମାଳିନୀ ନୀଳାମ୍ବୁ ଚିଲିକାକୁ ଅତିଥି ଆସି ଗଲେଣି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଚିଲିକାର ରୂପକୁ ଆହୁରି ସୁନ୍ଦର କରିଛନ୍ତି ବିଦେଶାଗତ ରଙ୍ଗବେରଙ୍ଗର ପକ୍ଷୀ । …

ଗିରଫ ହେଲା ଲେଡି ଡନ୍

ଗିରଫ ହେଲେ ଲେଡ୍ଡି ଡନ୍ ମାନସୀ । କଟକ ଶିଶୁଭବନ ମେଡିକାଲ ନିକଟରେ ବିଲଡରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ଲେଡ୍ଡି ଡନ୍ ମାନସୀ ନାୟକ ଓରଫ ବେବି । ବେବି ଗ୍ୟାଙ୍ଗଷ୍ଟାର ସକିଲର ଗାର୍ଲଫ୍ରେଣ୍ଡ ହୋଇଥିବା ସୂଚନା । ୨୦୧୪/୧୫ ମସିହାରେ ଗିରଫ ହୋଇଥିଲେ ମାନସୀ । କଟକ ସହରରେ ସକିଲ ପାଇଁ…