Odia News Portal
Browsing Tag

entertainment news

ହିରୋରୁ ହେବେ ଫାଦର, ‘ବାପା ସୁପରମ୍ୟାନ’ରେ ଫେରୁଛନ୍ତି ସିଦ୍ଧାନ୍ତ ମହାପାତ୍ର

ବାପା ଭୂମିକାରେ ଆସୁଛନ୍ତି ସିଦ୍ଧାନ୍ତ ମହାପାତ୍ର। ଏହା ବୋଧେ ପ୍ରଥମ ଥର ପାଇଁ। ସନ୍ତାନର ଭବିଷ୍ୟତ ଉଜ୍ବଳମୟ କରି ଗଢ଼ିତୋଳିବା ପାଇଁ ବିଶେଷ କରି ବାପା ଓ ମା’ଙ୍କର ଭୂମିକା ଥାଏ। ପୁଅଟି ଯୋଗ୍ୟ ଏବଂ ଦକ୍ଷତା ସମ୍ପନ୍ନ ହେବାରେ ଯେ ବାପାଙ୍କ ଭୂମିକା ଅଧିକ ଥାଏ କିଏ ଜାଣୁ କି ନ ଜାଣୁ ତାହା…

ଅଭିନୟରୁ ଅବସର ନେବେ ସାଉଥ ଅଭିନେତ୍ରୀ ନୟନତାରା

ସାଉଥର ଲେଡି ସୁପରଷ୍ଟାର ଅଭିନେତ୍ରୀ ନୟନତାରା। ସେ ଆଉ ଅଭିନୟ କରିବେ ନାହିଁ। ସେ ନିଜ ଫ୍ୟାନ୍‌ମାନଙ୍କୁ ଦେଇଛନ୍ତି ଜୋରଦାର ଝଟ୍‌କା। ନୟନତାରା ଅଭିନୟ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏକଥା ଆମେ କହୁନୁ, ସାମ୍ନାକୁ ଆସିଥିବା ଏକ ରିପୋର୍ଟରୁ ଏହା ଜଣାପଡିଛି। ସାଉଥର ଏହି ଲେଡି…

ନୱାଜୁଦ୍ଦିନ ସିଦ୍ଦିକିଙ୍କ ନାମରେ ପତ୍ନୀ ଆଲିଆ ଆଣିଲେ ଦୁଷ୍କର୍ମ ଅଭିଯୋଗ

ବଲିଉଡ ଜଗତରେ ଦମଦାର ଅଭିନୟ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ନୱାଜୁଦ୍ଦିନ ସିଦ୍ଦିକି ଏବେ ନିଜ ବୈବାହିକ ଜୀବନକୁ ନେଇ ବିବାଦରେ ଅଛନ୍ତି। ତାଙ୍କ ବିରୋଧରେ ପତ୍ନୀ ଆଲିଆ ଘରୋଇ ହିଂସାର ଅଭିଯୋଗ ଆଣିଥିବା ବେଳେ ଏବେ ଆଉ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ସାମ୍ନାକୁ ଆସିଛି। ଆଲିଆ ଏବେ…

ଅକ୍ଷୟଙ୍କ ବଡ ନିଷ୍ପତି, ଛାଡିବେ କାନାଡାର ନାଗରିକତ୍ୱ

ପରଷ୍ଟାର ଅକ୍ଷୟ କୁମାର ତାଙ୍କର ଅଭିନୟ ଯାଦୁରେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ରସ୍ଥାନ ପାଇଛନ୍ତି। ସେ ଏବେ ତାଙ୍କ ଆଗାମୀ ସିନେମା ‘ସେଲଫି’ର ପ୍ରମୋସନ ପାଇଁ ବ୍ୟସ୍ତ ଅଛନ୍ତି। ଏହି ପ୍ରମୋସନ ସମୟରେ ଏକ ସାକ୍ଷାତକାରରେ ଅକ୍ଷୟ କହିଛନ୍ତି, ଭାରତ ମୋ ପାଇଁ ସବୁକିଛି। ଯାହାବି ରୋଜଗାର କରିଛି…

ନିଆରା ଢଙ୍ଗରେ ବିଭାଘରରେ ବରକୁ ସ୍ୱାଗତ କଲେ ଶ୍ୱଶୁର ଘର

ସାଧାରଣତଃ ବର ବରଯାତ୍ରୀ ନେଇ କନିଆଁ ଦୁଆରେ ପହଞ୍ଚିବା ପରେ ବାଟବରଣ ହୁଏ। ଏହାପରେ ଫୁଲ ଚନ୍ଦନ ଓ କୁଙ୍କୁମ ଦେଇ କନିଆଁ ଘର ଲୋକେ ବରକୁ ସ୍ୱାଗତ କରନ୍ତି। କିନ୍ତୁ ଏଠି କଥା ପୂରା ଓଲଟା। ବରକୁ ନିଆରା ଢ଼ଙ୍ଗରେ ସ୍ୱାଗତ କରିଛନ୍ତି ଶାଶୁ ଶ୍ୱଶୂର। ନିଜ ଜ୍ୱାଇଁ ମୁହଁରେ ମିଠା ଦେବା ବଦଳରେ…

ରାକ୍ଷସ ରୂପେ ‘ବେକାବୁ’ରେ ନଜର ଆସିବେ ବିଗବସ୍ -୧୬ର ପ୍ରତିଯୋଗୀ ସାଲିନ ଭନୋଟ

ରାକ୍ଷସ ହେଲେ ରିୟାଲିଟି ସୋ’ ବିଗ୍ ବସ୍-୧୬ର ବିବାଦୀୟ ପ୍ରତିଯୋଗୀ ଶାଲିନ ଭନୋଟ। ‘ବିଗ୍ ବସ୍ ୧୬’ ରେ ଅଂଶଗ୍ରହଣ କରି ବିବାଦୀୟ ହୋଇଥିବା ଅଭିନେତା ଶାଲିନ୍ ଭନୋଟ୍ ଖୁବ୍ ଶୀଘ୍ର ଏକତା କପୁରଙ୍କ ନୂଆ ଧାରାବାହିକ ‘ବେକାବୁ’ରେ ନଜର ଆସିବେ। ଶାଲିନଙ୍କୁ ‘ବେକାବୁ’ରେ ସୁଯୋଗ ଦିଆଯାଉଥିବା ନେଇ…

ଦାଦା ସାହେବ ଫାଲକେ ଆୱାର୍ଡ ପାଇବା ପରେ ସେ ସେଥିପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ କହି ଚର୍ଚ୍ଚାରେ ରଣବୀର କପୂର

୨୦୨୨ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଥିଲା। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରକୁ ଏବେ ଦାଦା ସାହେବ ଫାଲକେ ଆୱାର୍ଡ ୨୦୨୩ରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନିତ କରାଯାଇଛି। ଏଥିସହିତ ଆଲିଆ ଭଟ୍ଟଙ୍କୁ ସିନେମା…

ଦ୍ୱିତୀୟ ଶ୍ରେଣୀ ଛାତ୍ରୀର ହୃଦୟସ୍ପର୍ଶୀ ଚିଠିର ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ ମୋଦି

ବେଙ୍ଗାଲୁରୁରେ ଦ୍ୱିତୀୟ ଶ୍ରେଣୀରେ ପାଠପଢ଼ୁଥିବା ଜଣେ ଶିଶୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛି। ଯେଉଁଥିରେ ସେ ମୋଦୀଙ୍କ ମା’ ହୀରାବେନଙ୍କ ମୃତ୍ୟୁ ପରେ ଶୋକ ବ୍ୟକ୍ତ କରିଛି। ମୋଦୀ ଛୋଟ ପିଲାର ଏହି ଚିଠିର ଉତ୍ତର ଦେଇଛନ୍ତି। ମୋଦୀଙ୍କ ଓ ଶିଶୁର ହୃଦୟସ୍ପର୍ଶୀ ଚିଠିର…

ସାରା ଜଗତକୁ ହସାଉଥିବା କମେଡିକିଙ୍ଗ କପିଲ କ’ଣ ନିଜ ସ୍ତ୍ରୀଙ୍କୁ ହସାଇ ପାରନ୍ତି କି?

ସାରା ଦୁନିଆର ଲୋକଙ୍କୁ ହସାଉଥିବା କମେଡିଆନ୍‌ କପିଲ୍‌ ଶର୍ମା ନିଜ ପତ୍ନୀ ଗିନିଙ୍କୁ କିନ୍ତୁ ସବୁବେଳେ ହସାଇ ପାରନ୍ତି ନାହିଁ। ଏମିତି ବି ସମୟ ଆସେ ଯେବେ କପିଲଙ୍କ ଉପରେ ରାଗି ଯାଆନ୍ତି ଗିନି। କମେଡି କିଙ୍ଗ୍‌ କପିଲ୍‌ଙ୍କର ଏପରି କିଛି ଗୁଣ ଅଛି ଯାହା ଗିନିଙ୍କୁ ପସନ୍ଦ ଆସେ ନାହିଁ। ତାପରେ…

ଓଡିଆ ପ୍ରଥା ପରମ୍ପରାକୁ ନେଇ ନିର୍ମାଣ ଚାଲିଛି ଚଳଚ୍ଚିତ୍ର ‘ପ୍ରଥା’

ନିକଟରେ ବହୁ ସଫଳତା ପାଇଥିବା ଚଳଚ୍ଚିତ୍ର ‘ଦମନ’ ଓ ‘ପ୍ରତୀକ୍ଷା’ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଦୁଇଟି ଆଖିଦୃଶିଆ ଉଦାହରଣ। ସେମିତି ଏକ ମୌଳିକ ଓଡ଼ିଆ କାହାଣୀକୁ ନେଇ ନିର୍ମାଣ ହେଉଛି ସାନଲିଶା ସିଗ୍ନେଚର ପ୍ରଡକ୍ସନ୍ ହାଉସ୍‌ର ନୂଆ ଚଳଚ୍ଚିତ୍ର ‘ପ୍ରଥା’। ଚଳିତ ସପ୍ତାହରେ ଭୁବନେଶ୍ବରର ଏକ…