Odia News Portal
Monthly Archives

December 2018

‘ସିମ୍ବା’ରେ ଓଡିଆ ଅଭିନେତ୍ରୀ, ଜାଣନ୍ତୁ କିଏ…

ସାରା ଅଲ୍ଲୀ ଖାନ୍ ଏବଂ ରଣବୀର୍ ସିଂହ ଅଭିନିତ ସିନେମା ‘ସିମ୍ବା’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ବେଳେ ସିନେମାରେ ଜଣେ ଓଡିଆ ଝିଅଙ୍କ ନିଚ୍ଛକ ଅଭିନୟ ଦର୍ଶକଙ୍କୁ ଖୁବ୍ ଭଲ ଲାଗିଛି । ସିନେମାରେ ମୁଖ୍ୟ ଅଭିନେତ୍ରୀ ସାରାଙ୍କ ବନ୍ଧୁ ଭୂମିକାରେ ନଜର ଆସିଥିବା ଓଡିଆ ଝିଅ ସୁପ୍ରିୟା ରାୟ…

ଉତ୍ତରପ୍ରଦେଶରେ ପଥରମାଡରେ ପୁଲିସ ନିହତ, ୪ଗୁରୁତର

ଉତ୍ତରପ୍ରଦେଶରେ ପୁଣି ଭିଡ ହିଂସା । ୟୁପିର ଗାଜିପୁରରେ ପ୍ରଧାନମନ୍ତ୍ରୀଙ୍କ ରାଲିରୁ ଫେରୁଥିବା ପୁଲିସ କର୍ମଚାରୀଙ୍କ ଉପରକୁ ପଥର ମାଡରେ ଜଣେ କନେଷ୍ଟବଳଙ୍କର ମୃତ୍ୟୁ ହୋଇଛି । ଏଥିରେ ଆଉ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ନିହତ କନେଷ୍ଟବଳ କାରିମୁଦ୍ଦିନପୁର ଥାନାରେ ନିଯୁକ୍ତି ପାଇଥିଲେ…

ମେଲବର୍ଣ୍ଣ ଟେଷ୍ଟରେ ୧୩୭ ରନରେ ଜିତିଲା ଭାରତ

ଅଷ୍ଟ୍ରେଲିଆ ସମ୍ମୁଖରେ ୩୯୯ ରନ୍ ବିଜୟ ଲକ୍ଷ୍ୟ ରହିଥିଲାବେଳେ ପଂଚମ ଦିନରେ ସମସ୍ତ ୱିକେଟ ହରାଇ ୨୬୧ ରନ କରିବାକୁ ସକ୍ଷମ ହୋଇଛି କଙ୍ଗାରୁ ଦଳ । ମେଲ୍ବର୍ଣ୍ଣରେ ବର୍ଷା ଲାଗିରହିବାରୁ ମ୍ୟାଚ୍ର ପ୍ରଥମ ପର୍ୟ୍ୟାୟ ଚାଲିପାରି ନ ଥିଲା, କିନ୍ତୁ ପ୍ରଥମ ଦୁଇ ଘଣ୍ଟା ପରେ ପାଗ ବଦଳିବାରୁ ଶେଷରେ…

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଦେବଗଡ଼ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଦେବଗଡ଼ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ମହାତୋ। ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ ଠିକାଦାର ଦିଲୀପ କୁମାର ପାଢ଼ୀଙ୍କ ବିଲ୍ ପାସ୍ କରାଇ ଦେବାକୁ ରୀବନ୍ଦ୍ର…

ମହିଳାମାନଙ୍କୁ ସୁଲଭ ଦରରେ ମିଳିବ ଉଜ୍ଜ୍ୱଳ ସାନିଟାରୀ ନ୍ୟାପକିନ

ମହିଳାମାନଙ୍କୁ ସୁଲଭ ଦରରେ ମିଳିବ ଉଜ୍ଜ୍ୱଳ ସାନିଟାରୀ ନ୍ୟାପକିନ | ଆଇଓସିଏଲ, ଏଚପିସିଏଲ ଓ ବିପିସିଏଲ କମ୍ପାନୀଗୁଡିକର ସିଏସର ଯୋଜନା ଅନୁଯାୟୀ ଆଜିଠାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ | ୩୦ ଜିଲ୍ଲାର ୯୩ଟି ବ୍ଲକରେ ପ୍ରାୟ ୧୦୦ ଲୋକାଲ ୟୁନିଟ ମାଧ୍ୟମରେ ଏହି ନ୍ୟାପକିନ ମିଳିବ | ଏହି…

ସୁନା ଝିଅ: ସନ୍ଧ୍ୟା ସମରଥ

ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରୁ ୨୦୧୭-୧୮ ବର୍ଷ ପାଇଁ ଓଏଏସ ପରୀକ୍ଷାରେ ତିନିଜଣ କୃତକାର୍ଯ୍ୟ ହୋଇ ଜିଲ୍ଲାର ଗୌରବ ବଢାଇଛନ୍ତି । ସେମାନଙ୍କ ମଧ୍ୟରେ ମାଓଗଡ ଭାବେ ଚିର ପରିଚିତ ସାଲିମ ଗ୍ରାମର ଆଦିବାସୀ ଝିଅ ସନ୍ଧ୍ୟା ସମରଥ ଅନ୍ୟତମ ,ସେ ମାଥିଲି ଥାନାସ୍ଥ ସାଲିମ ଗ୍ରାମର…

ପୋଲିସର ଭୂମିକା ଓ ସଫଳତା ଉପରେ ତଥ୍ୟ ପ୍ରଦାନ

କଟକ: ପୋଲିସ କାର୍ଯ୍ୟାଳୟର ପାଢ଼ୀ ମେମୋରିଆଲ ହଲରେ ରାଜ୍ୟ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ଚଳିତ ୨୦୧୮ ରେ ପୋଲିସର ଭୂମିକା ଓ ସଫଳତା ଉପରେ ତଥ୍ୟ ରଖିଥିଲେ । ୨୦୧୮ ବର୍ଷ ଆରମ୍ଭରେ ବିଜେପୁର ଉପ ନିର୍ବାଚନରେ ପୋଲିସ ଓ ପୋଲିସର ଗୁଇନ୍ଦା ସଠିକ ଭାବେ ନିଜର…

ମହିଳା ମୋର୍ଚ୍ଚା ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ

ଜଗତସିଂହପୁର: ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଶାରଦା ମଣ୍ଡପ ଠାରେ ତୃତୀୟ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି କ୍ରିଷ୍ଣା ମହାନ୍ତିଙ୍କ ସମେତ ବହୁ ଦଳୀୟ କର୍ମୀମାନେ ଯୋଗ ଦେଇ ଆଗାମୀ ଦିନରେ…

ସଡକ ଦୁର୍ଘଟଣା ରୋକିବାକୁ ସଚେତନତା ରାଲି

କଳାହାଣ୍ଡି:  ଦିନକୁ ଦିନ ସଡକ ଦୁର୍ଘଟଣା ବଢିଚାଲିଛି । ଏହାକୁ ଆଖି ଆଗରେ ରଖି କଳାହାଣ୍ଡି ଜିଳ୍ଲାର ସ୍ୱେଚ୍ଛାସେବୀ ସଂଗଠନ SOCIAL ACTIVIST OF KALAHANDI ଦ୍ୱାରା ସଡକ ଦୁର୍ଘଟଣା ସଚେତନତା ବାଇକ୍ ରାଲି କରାଯାଇଥିଲା । ଏହା ଜୁନାଗଡରୁ ବାହାରି ମୋଟେର ପର୍ଯ୍ୟନ୍ତ ଯାଇଥିଲା । ଏହି ରାଲି…

୬୧ ନଂ ଜୋନରେ କର୍ମୀସମ୍ମିଳନୀ ଓ ୱାଡ଼ କମିଟି ବୈଠକ

ସାନଖେମୁଣ୍ଡି ବ୍ଲକ୍ ଖଲିଙ୍ଗି ଗ୍ରାମ ପଞ୍ଚାୟତ ରେ ୬୧ ନଂ ଜୋନ ଜିଲ୍ଲା ପରିଷଦ ର ଜୋନ ସ୍ତରୀୟ କର୍ମୀସମ୍ମିଳନୀ ଓ ୱାଡ଼ କମିଟି ବୈଠକ ରେ ମାନ୍ୟବର ସାନଖେମୁଣ୍ଡି୬୧ ନଂ ଜୋନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ୍…