ମାସେ ୧୦ ଦିନ ପରେ କଳିଙ୍ଗ ହସ୍ପିଟାଲର ଓଏସ୍ଟିଏଫ୍ ଫେରିଲା
ଭୁବନେଶ୍ୱର : ବିଜେପି ବିଧାୟକଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କୁ ଦୁର୍ବବ୍ୟବହାର ପ୍ରସଙ୍ଗରେ କଳିଙ୍ଗ ହସ୍ପିଟାଲର ବାତିଲ ହୋଇଥିବା ଓଏସ୍ଟିଏଫ୍ ସୁବିଧାକୁ ମାସେ ୧୦ ଦିନ ପରେ ପୁଣି ସରକାର ଫେରାଇ ଦେଇଛନ୍ତି । ଏହି ଘଟଣାକୁ ନେଇ ବିଧାନସଭାରେ ତୁମ୍ବିତୋଫାନ ହୋଇଥିବାବେଳେ ଏଥିପାଇଁ…
