Odia News Portal
Yearly Archives

2019

କ୍ରିମିନାଲ୍ ରେକର୍ଡରେ ସବୁଠାରୁ ଆଗରେ ବିଜେପି

ଭୁବନେଶ୍ୱର ()  ନିର୍ବାଚନ ଉପରେ ନଜର ରଖୁଥିବା ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ ଓ୍ଵାଚ ରାଜ୍ୟର ସମସ୍ତ ପର୍ୟ୍ୟାୟ ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀମାନଙ୍କ ସଂପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ପ୍ରାର୍ଥୀମାନଙ୍କ…

କଂଗ୍ରେସ ନେତାଙ୍କୁ ମରଣାନ୍ତକ ଆକ୍ରମଣ

କଂଗ୍ରେସ ନେତା ଆର୍ୟ୍ୟ ଜ୍ଞାନେନ୍ଦ୍ରଙ୍କୁ ଆକ୍ରମଣ ।ଭଦ୍ରକ ସହରର ବନ୍ତ ଛକରେ ଆକ୍ରମଣ ହୋଇଛି । ଆକ୍ରମଣ ଫଳରେ ତାଙ୍କ ଗାଡି ଭାଙ୍ଗିରୁଜି ଯାଇଛି ।ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବ।ଚନ ମଣ୍ଡଳିରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରତିନ୍ଦ୍ବନ୍ଦ୍ବିତା କରୁଛନ୍ତି । ଆର୍ୟ୍ୟ…

ସୁପି୍ରମକୋର୍ଟ ଦ୍ୱାରସ୍ଥ ହେଲେ ଧୋନୀ

ଘର ପାଇଁ ସୁପି୍ରମକୋର୍ଟ ଗଲେ ଧୋନୀ । ଆମ୍ରପାଲ୍ଲୀ ଗ୍ରୁପ୍ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମହେନ୍ଦ୍ର ସିଂ ଧୋନୀ । ଧୋନୀ ସୁପ୍ରିମକୋର୍ଟଙ୍କୁ ଜଣାଇବା ପାଇଁ ଚାହିଁଛନ୍ତି ଯେ, ସେ ରାଂଚିରେ ଆମ୍ରପଲ୍ଲୀ ସଫାୟାରରେ ପେଂଟ ହାଉସ ବୁକ୍ କରିଥିଲେ । ସେତେବେଳେ ଗ୍ରୁପର…

ମୋଦିଙ୍କ ଅପିଲ ସତ୍ୱେ ଭୋଟ ଦେଇପାରିବେନି ବିରାଟ : କାହିଁକି ଆସନ୍ତୁ ଜାଣିବା ….

ଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ବିଭିନ୍ନ କ୍ଷେତ୍ରର ବଡ ବଡ ନେତା, ଅଭିନେତା, ଖେଳାଳୀ ଆଦିଙ୍କୁ ଭୋଟ ଦେବା ପାଇଁ ଅପିଲ କରିଥିଲେ | ୧୩୦ କୋଟି ଭାରତୀୟଙ୍କୁ ଭୋଟ ଦେବା ପାଇଁ ଏହି ନେତା ଅଭିନେତା ପ୍ରେରଣା ଯୋଗେଇବେ ବୋଲି ମୋଦି ନିଜ ଟ୍ୱିଟର ପେଜ ଜରିଆରେ ଅପିଲ କରିଥିଲେ |…

ନିଜ ଗୀତ ଶୁଣନ୍ତି ନାହିଁ ଏହି ଗାୟକ,ଜାଣନ୍ତୁ

ଖୁବ୍ କମ୍ ଦିନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସଫଳତା ସାଉଣ୍ଟି ପାରିଛନ୍ତି ଗାୟକ ଅରଜିତ ସିଂ ।ନିଜ ସଙ୍ଗୀତର ଯାଦୁରେ ଅନ୍ୟଙ୍କୁ ମତୁଆଲା କରୁଥିବା ଅରଜିତଙ୍କୁ କିନ୍ତୁ ନିଜ ଗୀତ ଶୁଣିବାକୁ ଭାରି ଡରେ ଲାଗେ । ତାଙ୍କ ପତ୍ନୀ ମଧ୍ୟ ତାଙ୍କ ଗୀତ ଶୁଣନ୍ତି ନାହିଁ ବୋଲି ଏକ…

ତ୍ରିବେଣୀ କପ୍ ଦ୍ଵିତୀୟ ଦିନରେ ୬ଟି ମ୍ୟାଚ

ଭୁବନେଶ୍ବର : ସ୍ଥାନୀୟ ଆଇଆରସି ଭିଲେଜ୍ ଏଲ୍ ଏଲ୍ ସିସି ପଡ଼ିଆ ରେ ଚାଲିଥିବା ତ୍ରିବେଣୀ କପ୍ ଟେନିସ୍ ବଲ୍ କ୍ରିକେଟ୍ ର ତ୍ରୟୋଦଶ ସଂସ୍କରଣ ଶୁକ୍ରବାର ୬ଟି ଖେଳାଯାଇଛି ୱେଷ୍ଟଇଣ୍ଡିଜ ୧୪ରନ୍ ରେ ଡ଼େୟାରବୁଲ୍ସକୁ, ସାଇ ଓରିୟର୍ସ ୮ ୱିକେଟରେ ଏମଵିସିସିକୁ, କୋହିନୁର ୪ରନ୍ ରେ ଲାଲ ଵାହାଦୂରକୁ,…

ଗୌତମ ଗମ୍ଭୀରଙ୍କୁ ନୋଟିସ

ପୂର୍ବ ଦିଲ୍ଲୀରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଗୌତମ ଗମ୍ଭୀରଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ ମତଦାନ ନହେବା ପୂର୍ବରୁ ଗୌତମଙ୍କ ଉପରେ ଏତଲା ରୁଜୁ କରିବା ପାଇଁ ନିର୍ବାଚନ କମିସନ ଆଦେଶ ଦେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗତକାଲି ଗୌତମ ଗମ୍ଭୀରଙ୍କର ଦୁଇଟି ଭୋଟର ଆଇଡି…

ନିଜ ସ୍ବାର୍ଥ ପାଇଁ କେନ୍ଦ୍ରାପଡା ସ୍ବାର୍ଥକୁ ବଳି ପକାଇଲେ ବୈଜୟନ୍ତ: ନବୀନ

କେନ୍ଦ୍ରାପଡା () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକଙ୍କ ଗହଣରେ ରୋଡ ସୋ କରି କେନ୍ଦ୍ରାପଡା ଜନସାଧାରଣଙ୍କୁ ନିଜ ମନ କଥା କହିଛନ୍ତି । କେନ୍ଦ୍ରାପଡାର ତିନିମୁହାଣୀ, ଗୁଲନଗର, ଇନ୍ଦୁପୁର, ଗୋଗୁଆ,…

ମହାରଥୀଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର

ପ୍ରଦୀପ ମହାରଥୀଙ୍କୁ ମିଳିଲା ଜାମିନ୍ । ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ । ୫୦ ହଜାର ଟଙ୍କା ଲେଖାଏଁ ଦୁଇ ଜଣ ଜାମିନଦାରଙ୍କ ବଦଳରେ ମହାରଥୀଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ତେବେ ଜାମିନ ଥିବା ବେଳେ ସାକ୍ଷୀ ମାନଙ୍କୁ ଧମକାଇ ପାରିବେନି ମହାରଥୀ…

ଓଝଓଝ ଆଡ୍ଡା ଉପରେ ସୁରକ୍ଷାବଳର ଚଢାଉ, ୧୫ ମୃତ

ଶ୍ରୀଲଙ୍କା() ଶ୍ରୀଲଙ୍କାରେ ଇଷ୍ଟର ପର୍ବରେ ହୋଇଥିବା ସିରିଜି ବୋମା ବିସ୍ଫୋରଣ ପରେ ଆତଙ୍କବାଦୀଙ୍କ ଆକ୍ରମଣ ବଢିବାରେ ଲାଗିଛି । ଯାହାର ଜବାବ ଉଭୟ ପୋଲିସ ଏବଂ ସୁରକ୍ଷାବଳ ସାହସର ସହ ଦେଉଛନ୍ତି । ଶନିବାର ସୁରକ୍ଷାବଳ ପୂର୍ବ ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସଆଇଏସ) ସହ…