Odia News Portal
Yearly Archives

2021

୩ ଅଭିଯୁକ୍ତଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ

ମନୀଷ ଅନୁରାଗ ହତ୍ୟା ମାମଲାରେ ଖୋଲିବ ଅଧିକ ଗୁମର। ୩ ଅଭିଯୁକ୍ତଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ। ଏନେଇ ଇନ୍‌ଫୋସିଟି ଥାନା ପୋଲିସ କୋର୍ଟରେ ଆବେଦନ କରିଛି। ଅମ୍ରିତ, ମୁତ୍ୟୁଞ୍ଜୟ ଓ ଦିନେଶଙ୍କର ମିଛଧରା ପରୀକ୍ଷା କରାଇବାକୁ କୋର୍ଟରେ ଆବେଦନ କରାଯାଇଛି। ପୂର୍ବରୁ ୩ ସାଙ୍ଗଙ୍କୁ ୪

ଏ ବର୍ଷ ହେବନି ବାଲିଯାତ୍ରା

ଏ ବର୍ଷ ବି ହେବନି ବାଲିଯାତ୍ରା। ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକରେ ରାଜ୍ୟସ୍ତରୀୟ ଐତିହାସିକ ବାଲିଯାତ୍ରା ଆୟୋଜନ ହେବ ନାହିଁ। କରୋନା କଟକଣା ଜାରି ରହିଥିବାରୁ ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରସ୍ତୁତି ନାହିଁ ବୋଲି କଟକ ଜିଲ୍ଲାପାଳ ଭବାନୀ

ଜେରା ପାଇଁ ହାଜର ହେଲେନି ଅନନ୍ୟା ପାଣ୍ଡେ

କ୍ରୁଜ୍‌ ଡ୍ରଗ୍ସ ମାମଲାରେ ତୃତୀୟ ଥର ପଚରା ଉଚରା ପାଇଁ ସୋମବାର ହାଜର ହେବାକୁ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଏନ୍‌ସିବି ସମନ ପଠାଇଥିଲା। ହେଲେ ଅନନ୍ୟା ଅସୁସ୍ଥ ଥିବା ଦର୍ଶାଇ ଆଜି ଏନ୍‌ସିବିରେ ହାଜର ହୋଇନାହାନ୍ତି। ପଚରା ଉଚରା ପାଇଁ ସେ ଆଉ ଦୁଇଦିନ ସମୟ ମାଗିଛନ୍ତି। ଏନ୍‌ସିବି ଉପ

ଶରୀରର ଏହି ଅଙ୍ଗରେ ଝିଟିପିଟି ପଡିଲେ ହୋଇଯିବେ ମାଲାମାଲ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଝିଟିପିଟି ପଡ଼ିଯାଏ ତାହେଲେ କିଛି କ୍ଷେତ୍ରରେ ତାକୁ ଶୁଭ ତ କିଛି କ୍ଷେତ୍ରରେ ଅଶୁଭ କୁହାଯାଏ। ଶରୀରର କେଉଁ ଅଙ୍ଗରେ ଝିଟିପିଟି ପଡିଲେ ଶୁଭ ହୋଇଥାଏ ଓ କେଉଁ ଅଙ୍ଗରେ ପଡିଲେ ଅଶୁଭ ହୋଇଥାଏ ଆସନ୍ତୁ ଜାଣିବା। ୧. ମହିଳାମାନଙ୍କ

ଜାରୀ ଦେଲା ନୂଆ ନିୟମ

କରୋନା ମହାମାରୀ ମଧ୍ୟରେ ଆମେରିକା (ଯୁକ୍ତରାଷ୍ଟ୍ର) ଯିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । ହ୍ୱାଇଟ ହାଉସ ଦ୍ୱାରାଜାରି ବିବୃତ୍ତିରେ କୁହାଯାଇଛି ଯେ ନଭେମ୍ବର ୮ପରେ ସମସ୍ତ ବିଦେଶୀ ସଂପୂର୍ଣ୍ଣ ଟିକାକରଣ କରିଥିବା ନାଗରିକମାନଙ୍କୁ ଆମେରିକା ଆସିବାକୁ ଅନୁମତି

୨୪ ବର୍ଷର ମହିଳା ୨୧ ପିଲାଙ୍କ ମା

ଦୁଇଟି ପିଲା ହେବା ସବୁଠାରୁ ଭଲ, କିନ୍ତୁ ଜର୍ଜିଆର ବାସିନ୍ଦା କ୍ରିଷ୍ଟିନା ଓଜଟର୍କ ଏହାକୁ ବିଶ୍ୱାସ କରନ୍ତି ନାହିଁ। ତେଣୁ ୨୪ ବର୍ଷ ବୟସରେ ସେ ୨୧ ଟି ସନ୍ତାନର ମା’ ହୋଇପାରିଛନ୍ତି। କେବଳ ଏତିକି ନୁହେଁ, ସେ ତାଙ୍କର ୨୧ ସନ୍ତାନର ଯତ୍ନ ନେବା ପାଇଁ ୧୬ ଜଣ ଆୟାଙ୍କୁ ନିଯୁକ୍ତି ଦେଇଛନ୍ତି।

ପିୟୁଷ ଗୋଏଲଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ । ବୟନ ଶିଳ୍ପ କ୍ଷେତ୍ରରେ ଅପାର ସମ୍ଭାବନା ଥିବା ଓଡିଶା ରାଜ୍ୟରେ ପିଏମ୍ ମିତ୍ର ଯୋଜନାରେ ଏକ ଗ୍ରୀନ୍ ଫିଲ୍ଡ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବା ପାଇଁ ବିଚାର କରିବାକୁ କେନ୍ଦ୍ର ବୟନ ଶିଳ୍ପ, ବାଣିଜ୍ୟ ଏବଂ

ଅର୍ଡର କରିଥିଲେ ଆଇଫୋନ ଆସିଲା ସାବୁନ

ଅନଲାଇନରୁ ଅଡର କରି ଠାକାମୀର ଶିକାର ହେବା ଭଳି ପୂର୍ବରୁ ଅନେକ ଘଟଣା ସାମ୍ନାକୁ ଆସିଛି । ପୂର୍ବରୁ ଜଣେ ବ୍ୟକ୍ତି ଅନଲାଇନରେ ମୋବାଇଲ ମଗେଇଥିଲେ କିନ୍ତୁ ତାଙ୍କ ପାଖକୁ ଆସିଥିଲା ଇଟା ଭର୍ତ୍ତି ପ୍ୟାକେଟ୍ । ଠିକ ସେହିଭଳି ଆଉ ଏକ ଘଟଣାବି କେରଳରୁ ସାମ୍ନାକୁ ଆସିଛି । କେରଳର ଜଣେ ବ୍ୟକ୍ତି

ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଜଣାଶୁଣା ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ

ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଶୀ ଲାଲଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଜଣାଶୁଣା ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ. ଏଇ ଅବସରରେ ସେ ରାଜ୍ୟପାଳଙ୍କୁ ନିଜେ ଆଙ୍କିଥିବା ତାଙ୍କର ପ୍ରତିଛବିକୁ ପ୍ରଦାନ କରିଛନ୍ତି. ପ୍ରିୟଙ୍କା ସାଧା କାଗଜ ଉପରେ

ଢେଙ୍କାନାଳ ଜିଲ୍ଲା ରୁ ବାଲ୍ୟ ବିବାହର ସଂପୂର୍ଣ୍ଣ ଉଚ୍ଛେଦ୍ଦ ଲାଗି କିଶୋର କିଶୋରୀମାନଙ୍କୁ ନେଇ ଗଠିତ ପ୍ରତିରୋଧ ମଞ୍ଚ

ଢେଙ୍କାନାଳ , ବାଲ୍ୟ ବିବାହ ପରି ଏକ ସାମାଜିକ ବ୍ୟାଧିକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ , ଆକ୍ସନଏଡ ଓ ୟୁନିସେଫର ମିଳିତ ସହଯୋଗରେ କିଶୋର ଓ କିଶୋରୀମାନଙ୍କୁ ନେଇ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ର ଜିଲ୍ଲା ସ୍ତରୀୟ ଅଧିବେଶନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ କନଫରେନ୍ସ ହଲ , ଢେଙ୍କାନାଳ