ଦିବ୍ୟାଙ୍ଗ ନାବାଳିକାଙ୍କୁ ବି ଛାଡ଼ିଲେନି…
ଗଞ୍ଜାମ: ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମ ସଂଖ୍ୟା । ବୃଦ୍ଧାଙ୍କଠାରୁ ଆରମ୍ଭ କରି ନାବାଳିକା କେହି ବି ବାଦ ପଡୁନାହାଁନ୍ତି ଦୁଷ୍କର୍ମକାରୀଙ୍କ ନଜରରୁ । କିଛି କ୍ଷଣର ସୁଖ ଲାଗି ନିଜର ହିତାହିତ ଜ୍ଞାନ ଭୁଲି ନରରାକ୍ଷସ ପାଲଟି ଯାଉଛନ୍ତି ଦେହଲୋଭି ମଣିଷ । ବୟସର ତାରତମ୍ୟ ନଦେଖି!-->…
