Odia News Portal
Yearly Archives

2021

ମନ ମୋହିବ ‘ଲାଗେ ପ୍ରେମ ନଜର ’

ଭୁବନେଶ୍ୱର: ପରଦାକୁ ଆସିବାକୁ ଯାଉଛି ନୂଆ ଓଡ଼ିଆ ଫିଲ୍ମ ‘ଲାଗେ ପ୍ରେମ ନଜର’ । ଅମ୍ଲାନ ଓ ପ୍ରିୟାଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ଗୀତ ଗୁଡ଼ିକ ବେଶ ଚିତାକର୍ଷକ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ବହୁ ପ୍ରତିକ୍ଷିତ ଏହି ଫିଲ୍ମର ସଙ୍ଗୀତ ଲୋକାର୍ପିତ ହୋଇଯାଇଛି । ରାଜଧାନୀର

ଅଭିନେତା ମିହିରି ଦାସଙ୍କ ସ୍ୱାସ୍ଥବସ୍ଥାରେ ଆସୁଛି ସୁଧାର

ଅଭିନେତା ମିହିର ଦାସ ଗୁରୁତର ଅସୁସ୍ଥ, ଏହି ଖବର ଏବେ ଓଡିଆ ଫିଲ୍ମ ଜଗତରେ ସବୁଠି ଆଲୋଚନାର ବିଷୟ ପାଲଟିଛି। କିଡ୍ନୀ ରୋଗରେ ପୀଡ଼ିତ ହୋଇ ଗୁରୁତର ହୋଇଥିବା ବେଳେ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

ପଞ୍ଚଭୂତରେ ବିଲୀନ ହେଲେ ଓଡିଆ ଯବାନ ରାଣାପ୍ରତାପ

ପଞ୍ଚଭୂତରେ ବିଲୀନ ହେଲେ ଓଡିଆ ଯବାନ ରାଣା ପ୍ରତାପ। ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଜନ୍ମମାଟି ତାଳଚେରର କୃଷ୍ଣଚନ୍ଦ୍ରପୁର ଗାଁରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି। ଶେଷ କୃତ୍ୟରେ ଅନେକ ମାନ୍ୟଗଣ ବ୍ୟକ୍ତି ସାମିଲ୍ ହୋଇଛନ୍ତି। ରାଣା ପ୍ରତାପ ଅମର ରହେ ଧ୍ଵନୀରେ ପ୍ରକମ୍ପିତ ହୋଇ ଉଠିଛି

ବିଜେଡି ବିଧାୟକ ବଦ୍ରୀନାରାୟଣ ପାତ୍ର ଅସୁସ୍ଥ

ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ଅସୁସ୍ଥ ହୋଇପଡ଼ିଥିବା ନେଇ ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯାହା ଜଣାପଡିଛି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସ୍ବାସ୍ଥ୍ୟ

ଘରୋଇ କଳହକୁ ନେଇ ଏସିଡ ଆଟାକ୍

ଘରୋଇ କଳିରୁ ଏସିଡ଼ ଆଟାକ୍। ଘଟଣାରେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବରଗଡ଼ ସହରର ନୂଆପଡ଼ାରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା । ଖବର ଅନୁଯାୟୀ, ବରଗଡ ଉପକଣ୍ଠ ନୂଆପଡା ୱାର୍ଡ ନଂ ୧୧ରେ ମନୋଜ ସୋନି ଓ ପବନ ସୋନି

ମହାରଷ୍ଟ୍ରରେ ଆଉ ୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ମହାରାଷ୍ଟ୍ରରେ ଆଉ ୭ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ। ସେମାନଙ୍କ ମଧ୍ୟରେ ୩ଜଣ ମୁମ୍ବାଇର ହୋଇଥିବାବେଳେ ୪ଜଣ ପିମ୍ପିରି ଚିନଚ୍ଵାଦ ମୁନିସିପାଲିଟି ଅଞ୍ଚଳର। ସେମାନଙ୍କ ମଧ୍ୟରେ ଅଛି ଜଣେ ୩ ବର୍ଷର ଶିଶୁ। ୭ ଜଣଙ୍କ ମଧ୍ୟରୁ ୪ଜଣ ଭ୍ୟାକ୍ସିନ ନେଇସାରିଛନ୍ତି। ୪ଜଣଙ୍କ ପାଖରେ କରୋନାର କୌଣସି

ବିଏସଏଫ ରେ ଚାକିରୀ ସୁଯୋଗ

ବିଏସଏଫରେ ଚାକିରି କରିବାକୁ ଇଚ୍ଛୁକ ରହିଛନ୍ତି କି ? ଯଦି ଆପଣଙ୍କର ଏପରି ଏମିତି ଇଚ୍ଛା ରହିଛି, ତେବେ ସୁବର୍ଣ୍ଣ ସୁଯୋଗ। ବିଏସଏଫରେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ହେଡ କନେଷ୍ଟବଳ ଏବଂ କନେଷ୍ଟବଳ ପଦବୀରେ ୭୨ଟି ସିଟ୍ ଖାଲିପଡିଛି। ଏହି ପଦବୀ ପାଇଁ ଆବେଦନ ପକ୍ରିୟା ଆରମ୍ଭ ହୋଇସାରିଛି।

ବୁଷ୍ଟର ଡୋଜକୁ ନେଇ ସୂଚନା ଦେଲେ ଆଇସିଏମଆର

ଆଜି ଅପରାହ୍ନ ୨ଟା ୩୦ ମିନିଟରେ କ୍ୟାବିନେଟ୍ ସଚିବ ଓମିକ୍ରନ ଷ୍ଟ୍ରେନ୍, ଟିକାକରଣ ଓ ବର୍ତ୍ତମାନ କରୋନା ସ୍ଥିତିର ସମୀକ୍ଷା କରିବେ । ଏଥିରେ ଊଈଞ ସଚିବ, ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ, ସ୍ୱାସ୍ଥ୍ୟ ସଚିବ ଓ ଫର୍ମା ସଚିବ ପ୍ରମୁଖ ଅଂଶଗ୍ରହଣ କରିବେ । ଏବେ ଚିନ୍ତା ବଢ଼ିଇଛି ଓମିକ୍ରନ ଜନିତ

ବିଜେଡିରେ ମିଶିଲେ ବିଜେପି ନେତା ଧନୁର୍ଜୟ ସିଦ୍ଧୁ

ତେଲକୋଇର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ । ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଧନୁର୍ଜୟ ସିଦ୍ଧୁ ବିଜେଡି ଦଳରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ

ରିଲଜ ହେଲା ଚଳଚ୍ଚିତ୍ର “ଲାଗେ ପ୍ରେମ ନଜର” ର ମ୍ୟୁଜିକ

ଆଜି ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ଲାଗେ ପ୍ରେମ ନଜର’ର ମ୍ୟୁଜିକ୍ ରିଲିଜ ହୋଇଛି । ଉକ୍ତ ସିନେମାର ଲୋକାର୍ପଶ ଭୁବନେଶ୍ୱରର ଏକ ତାରକା ହୋଟେଲ ମଧ୍ୟରେ ହୋଇଛି । ସେହି ଲୋକାର୍ପଣ ଉତ୍ସବରେ ଓଲିଉଡର କେତେକ ଜଣାଶୁଣା କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ରାଜ୍ୟ ଚଳଚ୍ଚିତ୍ର ନିଗମର