ହୃଦଘାତରେ ପ୍ରାଣ ହରାଇଲେ ଓଡ଼ିଆ ଯବାନ
କନ୍ଧମାଳ: ରଜ ସଂକ୍ରାନ୍ତିରେ ଆସିଲା ଦୁଃଖଦ ଖବର । ହୃଦଘାତରେ ପ୍ରାଣ ହରାଇଲେ ଓଡ଼ିଆ ଯବାନ । ଡ୍ୟୁଟି ସମୟରେ ଟଳି ପଡ଼ିଲେ ଯାବନ । ମୃତ ଯବାନ ଜଣକ ହେଲେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଅଧିନସ୍ଥ ଆଡାସିକୁପା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଗାରାମା ଗ୍ରାମର ୩୫ବର୍ଷୀୟ ସଞ୍ଜୟ ପ୍ରଧାନ। ମୃତକ!-->…
