Odia News Portal
Yearly Archives

2021

ଖତ ଖାଉଛି ଆମ୍ବ

ଧର୍ମଗଡ: ବଗିଚାରେ ଖତ ଖାଉଛି ଆମ୍ବ । ଲକଡାଉନ ପାଇଁ ହୋଇପାରୁନି ବିକ୍ରି । ଚିନ୍ତାରେ ଧର୍ମଗଡର ଆମ୍ବ ଚାଷୀ । କଳାହାଣ୍ଡି ଜିଲ୍ଲା ଧର୍ମଗଡ, ଜୁନାଗଡ , କୋକସରା, ଜୟପାଟଣା ଆଦି ଅଂଚଳରେ ଚାଷୀ ମାନେ ଆମ୍ବ ଅମଳ କରିଥିଲେ । ଏ ବର୍ଷ ଅଧିକା ଆମ୍ବ ଫଳି ଥିବାରୁ ଭଲ ଦି ପଇସା ରୋଜଗାର ଆଶା

ରୋଗଶଯ୍ୟାରେ ମେଧାବୀ ଛାତ୍ର, ଚିକିତ୍ସା ସହାୟତା ପାଇଁ ପରିବାରର ଆକୁଳ ନିବେଦନ

ବାସୁଦେବପୁର: ରୋଗଶଯ୍ୟାରେ ପଡିଛି ମେଧାବୀ ପୁଅ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଯାହାକୁ ନେଇ ସହାୟତା କରିବାକୁ ଆକୁଳ ନିବେଦନ କରିଛନ୍ତି ପୁରା ପରିବାର । ଭଦ୍ରକ ଜିଲ୍ଲା ବାସୁଦେବପୁର ବଛଦା ଗାଁର ଶରତ ରାଉତଙ୍କ ଏକମାତ୍ର ପୁଅ ସତ୍ୟବ୍ରତ । ବୟସ ମାତ୍ର ୨୨ବର୍ଷ । ୨୦୨୦ ମସିହାରେ

ବେଉସା ବୁଡେଇ ଦେଇଛି ମହାମାରୀ କରୋନା

କାଲିମେଳା: ବେଉସା ବୁଡାଇ ଦେଲା ମହାମାରୀ । ଦୁର୍ଦ୍ଦିନରେ କୁମ୍ଭାର ପରିବାର । ଲକଡାଉନରେ ହାତ ବାନ୍ଧି ବସିଛନ୍ତି ମାଟି ବିଶ୍ୱକର୍ମା । ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ପଂଚାୟତ କୁମ୍ଭାରଗୁଡା ଗାଁରେ ବସବାସ କରନ୍ତି ୫୦ରୁ ଅଧିକ କୁମ୍ଭାର ପରିବାର । କିନ୍ତୁ ଲକ୍ ଡାଉନ ଏମାନଙ୍କ ଜୀବନ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ…

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ୬୨ ହଜାରରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୨୫୪୨ ଜଣଙ୍କ ଜୀବନ ନେଇଛି କରୋନା। ଗତକାଲି ଦୈନିକ ସଂକ୍ରମଣ ୬୦ ହଜାର ରହିଥିଲା। ତେବେ ଆକ୍ଟିଭ କେସ୍ ସଂଖ୍ୟା ୮ ଲକ୍ଷକୁ ଖସି ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ,

ଆଜି ୪୪ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ମିଟର । ଦିନକୁ ଦିନ ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ତେବେ ମୃତ୍ୟୁହାର କମିବାର ନାଁ ଧରୁନି । ଗତ ୨୪ ଘଣ୍ଟାରେ ୩୫୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୦୧୬ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା

WTC ଲାଗି ୧୫ ଜଣିଆଁ ଭାରତୀୟ ଦଳ ଘୋଷଣା

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଲାଗି ଘୋଷଣା ହୋଇଛି ୧୫ ଜଣିଆ ଭାରତୀୟ ଦଳ । ବିରାଟ କୋହଲି ଦଳର ଅଧିନାୟକ ଥିବା ବେଳେ ରାହାଣେଙ୍କୁ ଦିଆଯାଇଛି ଉପଅଧିନାୟକ ପଦ । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଫାଇନାଲ ଖେଳିବ । ତେବେ ଅଭ୍ୟାସ କରୁଥିବା ଦଳ ମଧ୍ୟରୁ ୧୫ ଜଣିଆ ଟିମ୍ ଆଜି ଘୋଷଣା

ରୋଚକ ମୋଡ଼ରେ ବିାହର ରାଜନୀତି, ଦୁଇଭାଗ ହେଲା ଏଲଜେପି

ପାଟନା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ଦଳିତ ନେତା ରାମ ବିଳାସ ପାଶୱାନଙ୍କୁ ଦ୍ବାରା ସଂସ୍ଥାପିତ ବିହାରର ‘ଲୋକ ଜନଶକ୍ତି ପାଟି’ (ଏଲ୍ଜେପି)ରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଏଲଜେପିରେ ଲାଗିଥିବା କନ୍ଦଳ ଭିତରେ ଚିରାଗ ପାସୱାନ ଆଜି ପାଞ୍ଚ ଜଣ ବିଦ୍ରୋହୀ ସଦସ୍ୟଙ୍କୁ

ଜୋରସୋରରେ ଆଗେଇ ଚାଲିଛି ରଥକାମ

ପୁରୀ: ଚଳିତବର୍ଷ ରଥଯାତ୍ରା ଲାଗି ଚଳଚଞ୍ଚଳ ହୋଇ ଉଠିଛି ରଥଯାତ୍ରା । କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ରଥଯାତ୍ରା ହେବ ବୋଲି ପ୍ରଶାସନ ସୂଚନା ଦେଇଛି । ସେପଟେ ରଥ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଥିବା ଦେଖିବାକୁ ମିଳିଛି । ମୌସୁମୀ ପ୍ରଭାବରେ ବର୍ଷା ହୋଇଥିଲେ ସୁଦ୍ଧା କାମ ବେଶ

ଟାଙ୍ଗୀ ଡ୍ରିମ୍ସ କୋଭିଡ ହସ୍ପିଟାଲ ନାଁରେ ସାଂଘାତିକ ଅଭିଯୋଗ

ଟାଙ୍ଗୀ: ପଦାରେ ପଡିଲା କୋଭିଡ ହସ୍ପିଟାଲ ଭିତିରି ଖେଳ । ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛି ଟାଙ୍ଗୀ ଡ୍ରିମ୍ସ କୋଭିଡ ହସପିଟାଲ । ମୃତ୍ୟୁର ସତ୍ୟାସତ୍ୟ ଜାଣିବାକୁ ଥାନାରେ ଏତଲା ଦେଲେ ମୃତକଙ୍କ ପରିବାର । ଟାଙ୍ଗୀ ଡ୍ରିମ୍ସ କୋଭିଡ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଚୌଦ୍ୱାରର ପ୍ରତିଷ୍ଠିତ

ଦ୍ରାବିଡ଼ଙ୍କୁ ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ କ୍ରିକେଟର ତଥା ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ଆସନ୍ତା ମାସରେ ଶ୍ରୀଲଙ୍କା ଗସ୍ତରେ ଯିବାକୁ ଥିବା ଟିମ୍ ଇଣ୍ଡିଆର କୋଚ ଭାବେ କାର୍ଯ୍ୟ କରିବେ ରାହୁଲ ଦ୍ରାବିଡ଼ । ଏନେଇ ସ୍ପଷ୍ଠ କରିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ।