Odia News Portal
Yearly Archives

2021

ରାଜ୍ୟରେ ତଳମୁହାଁ କରୋନା ମିଟର, ଆଜି ୪ହଜାର ୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତଳ ମୁହାଁ କରୋନା ମିଟର । ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪ହଜାର ୮୫୨ ନୂଆ ଆକ୍ରାନ୍ତ । ସେପଟେ ମୃତକଙ୍କ ସଂଖ୍ୟା କମିବାର ନାଁ ଧରୁନି । ଆଜି ୪୭ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । । ଆଜି ୨୭୬୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୦୮୭ଜଣ

ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ, ଛେଚା ଖାଇଲେ ପ୍ରେମିକ ଓ ଦୁଇ ସାଙ୍ଗ

ଅନୁଗୁଳ: ମହଙ୍ଗା ପଡ଼ିଲା ରାତି ଅଧରେ ପ୍ରେମିକାକୁ ଦେଖା କରିବା । ପ୍ରେମିକାକୁ ଦେଖା କରିବା ଲାଗି ଯାଇଥିବାବେଳେ ଲୋକଙ୍କ ହାବୁଡ଼ରେ ଧରା ପଡ଼ିଗଲା ପ୍ରେମିକ । ସାଙ୍ଗକୁ ସାହାର୍ଯ୍ୟ କରିବା ଲାଗି ଯାଇଥିବା ଦୁଇ ଯୁବକଙ୍କୁ ମଧ୍ୟ ଧରିପକାଇଲେ ଗାଁ ଲୋକେ । ଆଉ ତିନି ଜଣଙ୍କୁ ଉତ୍ତମ ମଧ୍ୟମ ଦେବା

ହୃଦୟବାନ ରବିନା

ମୁମ୍ବାଇ: ମଷ୍ଟ ମଷ୍ଟ ଗାର୍ଲ ତଥା ନବେ ଦଶକର ଚୁଲବୁଲି ନାୟକି ରବିନା ଟଣ୍ଡନ ଜଣେ ହୃଦୟବାନର ପରିଚୟ ଦେଇଛନ୍ତି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ ପ୍ରଭାବରେ ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଛି । ଅନେକ ସ୍ଥାନ ଜଳମଗ୍ନ ହୋଇଥିବା ବେଳେ ବହୁ ଲୋକଙ୍କ ଜୀବନ ମଧ୍ୟ ଯାଇଛି । ଗତକାଲି କୋଠା

କଟକରୁ ଜବତ ହେଲା ନକଲି ଫାଭିପିରାଭିର୍ ମେଡିସିନ୍‌

କଟକ: କରୋନା ଆକ୍ରାନ୍ତ ପାଇଁ ଫାଭିପିରାଭିର ମେଡିସିନ ବ୍ୟବହାର ହେଉଛି । ଏହାକୁ ବ୍ୟବହାର କରିବା ଲାଗି ଡାକ୍ତରମାନେ କହୁଛନ୍ତି । ଏଣୁ ଲୋକେ ଆଗୁଆ ଘରେ ମେଡିସିନ ଗଛିତ ରଖୁଛନ୍ତି । ଯାହାର ଫାଇଦା ନେଇ ନକଳି ମେଡିସିନ ବିକୁଛନ୍ତି କିଛି ଅସଭ୍ୟ ଦୋକାନୀ । ଆଜି ଏଭଳି ଏକ ଦେକାନରେ ଚଢ଼ାଉ

କୋଭିଡ ପରିଚାଳନା ଲାଗି ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ଭୁବନେଶ୍ୱର: କୋଭିଡ ପରିଚାଳନା ଲାଗି ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା । ପଶ୍ଚିମ ଓଡ଼ିଶା ଲାଗି ୨୫ କୋଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ୧୧ଟି ଜିଲ୍ଲା ଉପକୃତ ହେବେ । ସମ୍ବଲପୁର, କଳାହାଣ୍ଡି,ଦେବଗଡ଼,ସୁବର୍ଣ୍ଣପୁର, ସୁନ୍ଦରଗଡ଼, ନୂଆପଡ଼ା,ଅନୁଗୁଳ, ବୌଦ୍ଧ,ବଲାଙ୍ଗିର,ବରଗଡ଼ ଓ

ଖୁବଶୀଘ୍ର ଜାତୀୟ ସ୍ତରରେ ହେବ ସୋରୋ ସର୍ଭେ

ଭୁବନେଶ୍ୱର: କରୋନା ଭୂତାଣୁର ଘନତ୍ୱ ଜାଣିବା ଲାଗି ଜାତୀୟ ସ୍ତରରେ ହେବ ସୋରୋ ସର୍ଭେ । ଭାଇରସ କେତେ ଜଣଙ୍କୁ ଛୁଇଁଲାଣି ଜାଣିବା ଲାଗି ଏହି ସର୍ଭେ କରାଯିବ । ଆଜି ଏନେଇ ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଭି.କେ ପଲ୍ । ସାରା ବିଶ୍ୱକୁ କବଳିତ କରିଛି କରୋନା ଭାଇରସ । ପ୍ରତିଦିନ ଏହି

ରାଜଧାନୀରେ ବଦଳିକ ଟିକା ସମୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଟିକା ସମୟ ବଦଳିବା ନେଇ ସୂଚନା ଦେଲେ କମିଶନର ସଞ୍ଜୟ ସିଂ । ସକାଳେ ପ୍ରଥମ ଡୋଜ ଦିଆଯିବାକୁ ଥିବାବେଳେ ଅପରାହ୍ନରେ ଦିଆଯିବ ଦ୍ୱିତୀୟ ଡୋଜ । ପ୍ରଥମ ଡୋଜ ନେଇଥିବା ଯୁବବର୍ଗଙ୍କ ଦ୍ୱିତୀୟ ଡୋଜ ଟିକାକରଣ ଚାଲୁ ରହିବ । ଆସନ୍ତା ସୋମବାରଠାରୁ ଡିଉ ଥିବା ୨ୟ

ଟିଏମସିରେ ଯୋଗ ଦେଲେ ମୁକୁଲ

କୋଲକାତା: ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଲେ ମୁକୁଲ ରାୟ । ଆଜି କୋଲକାତାର ଟିଏମସି କାର୍ଯ୍ୟାଳୟରେ ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସାଂସଦ ଅଭିଶେକ ବାନାର୍ଜୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ମୁକୁଲଙ୍କ ସହ ତାଙ୍କ ପୁଅ ମଧ୍ୟ ଦଳରେ ସାମିଲ ହୋଇଛନ୍ତି ।

ପ୍ରବଳ କୁଟିବ, ୬ ଜିଲ୍ଲାକୁ ରେଡ୍ ୱାଣ୍ଣିଂ

ଭୁବନେଶ୍ୱର: ଓଡ଼ିଶା ଛୁଇଁଛି ମୌସୁମୀ । ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେଉଥିବା ବେଳେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଉଛି ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ବରଗଡ ଓ ଅନୁଗୋଳ ରହିଛି। ଏହି

ଅଶ୍ଳୀଳ ଭିଡ଼ିଓ ଦେଖି ନାବାଳିକାକୁ ଟେକି ନେଇ ଦୁଷ୍କର୍ମ କଲେ ୭ ନାବାଳକ

ଚଣ୍ଡିଗଡ଼: ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ୭ଜଣ ମିଶି ଦୁଷ୍କର୍ମ କରିଛନ୍ତି । ତେବେ ଏଭଳି ଜଘନ୍ୟକାଣ୍ଡ ଘଟାଇଛନ୍ତି ନାବାଳକ । ୭ଜଣ ନାବାଳକ ମିଶି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ସେମାନେ ଅଶ୍ଳିଳ ଭିଡିଓ ଦେଖିବାର ପରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା