Latest ନେଗେଟିଭ୍ ରିପୋର୍ଟ ନ ଥିଲେ କ୍ୱାରେଣ୍ଟାଇନ୍ swadhikarnews Apr 8, 2021 0 . ବାହାର ରାଜ୍ୟ ଫେରନ୍ତାଙ୍କ କଟକଣା . ଛତିଶଗଡ଼କୁ ଗାଡି ଚଳାଚଳ ବନ୍ଦ
Latest କାଲିଠୁ ଆଇପିଏଲ୍: କୋହଲି-ରୋହିତ ଲଢ଼େଇ swadhikarnews Apr 8, 2021 0 ଚେନ୍ନାଇ : କରୋନାର ଭୟ ମଧ୍ୟରେ ଆସନ୍ତାକାଲିଠାରୁ ଇଣ୍ଡିଆନ୍ ପି୍ରମିୟର ଲିଗ୍ (ଆଇପିଏଲ୍) ୧୪ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଚଳିତବର୍ଷ ବିନା ଦର୍ଶକରେ ଆଇପିଏଲ୍ ଖେଳାଯିବ । ତେଣୁ ଚଳିତ ବର୍ଷ କ୍ରିକେଟପ୍ରେମୀମାନେ ଟିଭି ପରଦାରେ ହିଁ ଏହାର ମଜା ନେବେ । ପ୍ରଥମ ମ୍ୟାଚ୍ ଏମ୍.ଏ.!-->!-->!-->…
Latest ସମ୍ ନର୍ସିଂ କଲେଜ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା swadhikarnews Apr 8, 2021 0 ଭୁବନେଶ୍ୱର: ଏପ୍ରିଲ ୭ ତାରିଖ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର କମୁ୍ୟନିଟି ହେଲଥ ସେଣ୍ଟର୍ ନର୍ସିଂ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଅରିଶୋଲ୍ ଗ୍ରାମରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି!-->…
Latest କୁବେରପୁରୀରେ ଗରିବୀର ଫୁଙ୍ଗୁଳା ଚେହେରା swadhikarnews Apr 8, 2021 0 *ଭୋକ ମେଣ୍ଟାଇବାକୁ ଅଇଁଠା ଖଲି ଚାଟୁଛି ଶିଶୁ *ବିକାଶର ସବୁ ସୁନେଲୀ ସ୍ୱପ୍ନକୁ ଚୁରମାର କରିପକାଇଛି ଭୋକର ଚିତ୍ର
Latest ମୁଁ ହିମ୍ମତ ହାରି ନଥିଲି: ମିନୁ ମାନହାସ swadhikarnews Apr 8, 2021 0 ଛତିଶଗଡ଼: ମାଓବାଦୀଙ୍କ କବଳରୁ ଅପହୃତ ଯବାନ ରାକେଶ୍ୱର ସିଂହ ମାନହାସ ମୁକୁଳିବା ପରେ ପରିବାରେ ଖେଳିଯାଇଛି ଖୁସିର ଲହରୀ | ରାକେଶ୍ୱରଙ୍କ ମୁକ୍ତି ଖବର ପାଇବା ପରେ ସ୍ତ୍ରୀ ମିନୁ ମାନହାସ ନିଜ ପ୍ରତିକ୍ରିୟାରେ କହିଛନ୍ତି | ଆଜି ତାଙ୍କ ଜୀବନର ସବୁଠୁ ଖୁସିର ଦିନ | ମୁଁ ହିମ୍ମତ ହରାଇ ନଥିଲି!-->…
Latest ମାଓ କବଳରୁ ମୁକୁଳିଲେ ଅପହୃତ ଯବାନ ରାକେଶ୍ୱର swadhikarnews Apr 8, 2021 0 ଛତିଶଗଡ଼: ଶେଷରେ ମାଓବାଦୀଙ୍କ କବଳରୁ ମୁକୁଳିଲେ ଅପହୃତ ଯବାନ ରାକେଶ୍ୱର। କୋବ୍ରା ଯବାନ ରାକେଶ୍ୱର ସିଂହ ମନହାସଙ୍କୁ ନକ୍ସଲ ଛାଡିଥିବା ସୂଚନା ମିଳିଛି। ବିଜାପୁର ନକ୍ସଲ ଆକ୍ରମଣ ପରେ ଏପ୍ରିଲ ୩ରୁ ଅପହୃତ ହୋଇଥିଲେ ଯବାନ ରାକେଶ୍ୱର ସିଂହ ମନହାସ | ମାଓବାଦୀଙ୍କ କବଳରୁ ମୁକ୍ତ ହୋଇଥିବା ନେଇ!-->…
Latest ୨୪ ଘଣ୍ଟାରେ ୨୫ ଲକ୍ଷ ଜରିମାନା ଆଦାୟ swadhikarnews Apr 8, 2021 0 ମାସ୍କ ଓ ସାମାଜିକ ଦୂରତା ଉଲ୍ଲଂଘନକାରୀଙ୍କ ଠାରୁ ଏହି ଜରିମାନା ଅର୍ଥ ଆଦାୟ |
Latest କରୋନା : ଫ୍ରେଞ୍ଚ ଓପନ୍ ସପ୍ତାହେ ବିଳମ୍ବ swadhikarnews Apr 8, 2021 0 ପ୍ୟାରିସ୍ : କରୋନା ଭାଇରସ୍ ମହାମାରୀ ହେତୁ ଫ୍ରେଞ୍ଚ ଓପନ୍ ଟେନିସ୍ ଟୁର୍ନାମେଣ୍ଟ ଏକ ସପ୍ତାହ ବିଳମ୍ବ ହେବ ବୋଲି ଆୟୋଜକମାନେ କହିଛନ୍ତି। କ୍ଳେ କୋର୍ଟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ମେ 23 ରେ ଆରମ୍ଭ ହେବାକୁ ଯାଉଥିଲା, କିନ୍ତୁ ମେ 30 ରେ ପ୍ରଥମ ରାଉଣ୍ଡ ମ୍ୟାଚ୍ ଆରମ୍ଭ ହେବ । ଏହା ଜୁନ!-->…
Latest ମହିଳାଙ୍କୁ ସଶକ୍ତ କରିବା ପାଇଁ ନବୀନଙ୍କ ପ୍ରତିଜ୍ଞା swadhikarnews Apr 8, 2021 0 ମିଶନ ଶକ୍ତି କବଜ୍ଜାକୁ ଯିବ ଅବ୍ୟବହୃତ ସରକାରୀ ସମ୍ପତ୍ତି |
Latest ବିନା ଭକ୍ତରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ! swadhikarnews Apr 8, 2021 0 ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ | ତେବେ ଚଳିତ ବର୍ଷ ମଧ୍ୟ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ହେବା ନେଇ ଆଶା ଆଶଙ୍କା ଦେଖା ଦେଇଛି ।ତେବେ ଏନେଇ ବିଡିଏ ଅଫିସରେ ବିଏମସି କମିସନରଙ୍କ ଅଧ୍ୟକ୍ଷତାରେ ରୁକୁଣା ରଥ ଯାତ୍ରା କରାଯିବ ସେନେଇ!-->…