Odia News Portal
Yearly Archives

2022

ଏଥର ‘ବିଗ୍‌ ବସ୍‌ ୧୬’ରେ ନଜର ଆସିବେ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର

‘ବିଗ୍‌ ବସ୍‌’ ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ସଲମାନ ଖାନ ନିଜର ଜବରଦସ୍ତ ହୋଷ୍ଟିଂ ସହିତ ‘ବିଗ୍‌ ବସ୍‌’ ସିଜନ ୧୬ ନେଇ ଆସୁଛନ୍ତି। ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଶୋ’ରେ ଅନେକ ବଡ଼ ବଡ଼ ଚେହେରାଙ୍କୁ ଦେଖିବାକୁ ମିଳିପାରିବ। ‘ବିଗ୍‌ ବସ୍‌’ ଶୋ’ରେ ଏ ପର୍ଯ୍ୟନ୍ତ ଅନେକ ବଡ଼ ସେଲିବ୍ରିଟି

ଇଚ୍ଛାମୃତ୍ୟୁ ଆବେଦନ କରିବି : ଦୀପିକା

ରାଷ୍ଟ୍ରପତିଙ୍କ ନିକଟରେ ଇଚ୍ଛାମୃତ୍ୟୁ ଆବେଦନ କରିବେ ଦୀପିକା । ତୁରନ୍ତ ନ୍ୟାୟ ନ ମିଳିଲେ ଇଚ୍ଛାମୃତ୍ୟୁ ଆବେଦନ କରିବେ କହିଲେ ଦୀପିକା । ୫୧ ଦିନ ହେଲାଣି ପତ୍ନୀ ମାନ୍ୟତା ଦାବିରେ ଧାରଣାରେ ବସିଛନ୍ତି ଦୀପିକା । ବ୍ରହ୍ମପୁର ଦେଶୀ ବେହେରାସାହିରେ ସ୍ତ୍ରୀ ମାନ୍ୟତା ଦାବିରେ ବସି ରହିଛନ୍ତି

ବିଜେଡ଼ିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ୧୩୦ ନୂତନ କର୍ମୀ

ଝରିଗାଁ ବ୍ଲକ ବିଜେଡ଼ି ଦଳ ତରଫରୁ ଏବେ ପଞ୍ଚାୟତ ସ୍ତରରେ ପହଞ୍ଚି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳତା ବୁଝାଇ ନିଜ ଆଡକୁ ଆକର୍ଷିତ କରିବାରେ ଲାଗିପଡିଛନ୍ତି ଝରିଗାଁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ । ଆଜି ଝରିଗାଁ ବ୍ଲକର ଗୁରୁସିଙ୍ଗା ପଞ୍ଚାୟତର କୁସୁମି ଗ୍ରାମରେ ଏକ ବିଶାଳ

ରାୟଗଡା ଜିଲ୍ଲାପାଳଙ୍କ କାଶୀପୁର ବ୍ଲକ ଗସ୍ତ

ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେଵସିଂ ଆଜି କାଶୀପୁର ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି । ବ୍ଲକ ପରିସରରେ ନିର୍ମାଣଧୀନ ମିଶନ ଭବନ ପରିଦର୍ଶନ କରି କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ ଏବଂ କାର୍ଯ୍ୟକୁ ଯଥାଶୀଘ୍ର ସମ୍ପୁର୍ଣ୍ଣ କରିବ।କୁ ରାସ୍ତା

ଭାରତରେ ଏମିତି ଏକ ସହର,ଯେଉଁଠି ମାଂସ ବିକିବା ଓ ଖାଇବା ମନା

ଗୁଜୁରାଟର ପଲିତାନା ସହର ହେଉଛି ବିଶ୍ୱର ଏକମାତ୍ର ଶାକାହାରୀ ସହର। ଯେଉଁଠି ଆମିଷ ପୁରା ନିଷିଧ । ୨୦୧୪ ରେ ଗୁଜୁରାଟ ସରକାର ଏହାକୁ ସମ୍ପୂର୍ଣ୍ଣ ଶାକାହାରୀ ଘୋଷଣା କରିଥିଲେ। ଏଠାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଜୈନ ଧର୍ମର ଅନୁଗାମୀମାନେ ବହୁ ସଂଖ୍ୟାରେ ପହଞ୍ଚନ୍ତି । ଏହା ଶୁଣି ଆପଣଙ୍କୁ

ଦୁଇ ପୂର୍ବତନ ବିଧାୟକଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନପ୍ରତିନିଧି ଭାବେ ଲୋକଙ୍କ କଲ୍ୟାଣ ପାଇଁ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ

ନକଲି ମେଡିସିନ ନେଇ ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ

ନକଲି ମେଡ଼ିସିନ ନେଇ ତନାଘନା ଜାରି ରହିଥିବା ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ । ଓଡ଼ିଶାରେ ଜବତ ହୋଇଥିବା ନକଲି ମେଡ଼ିସିନ ଟେଲମା-୪୦ , ଟେଲମା-ଏମ ବିହାରର ଗୟାରୁ ଗ୍ଲେନମାର୍କ କମ୍ପାନୀର ଫ୍ୟାକ୍ଟ୍ରିରୁ ଆସୁଛି । ବିହାର

ଗାଡିରେ ପାନିକ ବଟନ୍ ବାଧ୍ୟତାମୂଳକ

ଏଣିକି ସବୁ ବଡ ଗାଡିରେ ଲାଗିବ ପାନିକ ବଟନ୍ ଓ ଟ୍ରାକିଂ ଡିଭାଇସ୍ । ଗାଡିର ବେଗଠାରୁ ଆରମ୍ଭ କରି ଲୋକେସନ ପର୍ଯ୍ୟନ୍ତ ସବୁକିଛି ଜାଣି ହେବ । ଭୁବନେଶ୍ୱରରେ ଏହାର ରହିବ କମାଣ୍ଡ କଣ୍ଟ୍ରୋଲ ରୁମ । ୩ ଚକିଆ ଯାନକୁ ଛାଡି ଅନ୍ୟ ସମସ୍ତ ଯାତ୍ରୀବାହି , ଓ ମାଲବାହୀ ଗାଡିରେ ଏ ବ୍ୟବସ୍ଥା ରହିବ ।

ପଞ୍ଚଭୂତରେ ଲୀନ ହେଲେ ରାଜୁ ଶ୍ରୀବାସ୍ତବ

ପଞ୍ଚଭୂତରେ ଲୀନ ହୋଇଛନ୍ତି କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବ। ଗୁରୁବାର ଦିଲ୍ଲୀର ନିଗମବୋଧ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ଭାଇ ଓ ପୁଅ ରାଜୁ ଶ୍ରୀବାସ୍ତବଙ୍କୁ ମୁଖାଗ୍ନି ଦେଇଥିଲେ। ଏହି ସମୟରେ ତାଙ୍କ ପରିବାର ସଦସ୍ୟଙ୍କ ସହ ହାସ୍ୟାଭିନେତା ସୁନୀଲ ପାଲ, ଏହସାନ

ପୁଣି ମୋ ବସରୁ ଲୁଟ

ପୁଣି ଆଜି ମୋ ବସରୁ ଚୋରି ହୋଇଛି । ୨ ଜଣ ଛାତ୍ରୀଙ୍କ ମୋବାଇଲ ଲୁଟ ହୋଇଛି । ରାଜଧାନୀର ଏକ ପ୍ରତିଷ୍ଠିତ କଲେଜର ୨ ଛାତ୍ରୀଙ୍କ ମୋବାଇଲ ଲୁଟ୍ । ଲେଡି ଲୁଟେରୀ ୨ ଛାତ୍ରୀଙ୍କ ମୋବାଇଲ ଲୁଟ କରିଥିବା ସନ୍ଦେହ ।ଲୁଟର ଶିକାର ହୋଇଥିବା ୨ ଛାତ୍ରୀ ଥାନାରେ ଅଭିଯୋଗ କରିଛନ୍ତି । କାଲି ମୋ ବସରେ ଜଣେ