Odia News Portal
Yearly Archives

2022

ଅବକାରୀ ଦୁର୍ନୀତି ମାମଲା: ଚାର୍ଜସିଟ୍ ଦାଖଲ କଲା ସିବିଆଇ, ସିସୋଦିଆଙ୍କ ନାଁ ନାହିଁ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଶୁକ୍ରବାର ସିବିଆଇ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ସାତ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏହି ଚାର୍ଜସିଟ ଦାଖଲ କରାଯାଇଛି। ଏଥିରେ ବିଜୟ ନାୟାର, ଅଭିଷେକ ବୋଇନାପାଲ୍ଲୀ, ସମୀର ମହେନ୍ଦ୍ର, ମୁତାଥା ଗୌତମ ଏବଂ ଅରୁଣ ଆର୍

ଏହି ରାଷ୍ଟ୍ରପତି ଯିଏ ୩୫ ହଜାର ମହିଳାଙ୍କ ସହ ରଖିଥିଲେ ସମ୍ପର୍କ

ଦୁନିଆରେ ମଧ୍ୟ ଏମିତି ଜଣେ ରାଷ୍ଟ୍ରପତି ଅଛନ୍ତି ଯିଏ ୩୫,୦୦୦ ମହିଳାଙ୍କ ସହ ସମ୍ପର୍କ ରଖିଥିବା ଦାବି କରାଯାଇଛି। ଏହା ବ୍ୟତୀତ ତାଙ୍କୁ ୬୦୦ ରୁ ଅଧିକ ଥର ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ସେ ପ୍ରତ୍ୟେକ ଥର ସେ ଖସି ପଳାଇ ଯାଇଥିଲେ। ଶତ୍ରୁମାନେ ତାଙ୍କର କ୍ଷତି କରିପାରି

ପୋଲିସଙ୍କୁ ସ୍ମାର୍ଟଫୋନ୍ ମନା

ଏଣିକି ପୁରୀ ଶ୍ରୀମନ୍ଦିର ଭିତରକୁ କାର୍ଯ୍ୟରତ ପୋଲିସ ନେଇପାରିବେନି ସ୍ମାର୍ଟଫୋନ୍ । ରତ୍ନ ସିଂହାସନ ଫଟୋ ଭାଇରାଲ ପରେ ଏହି କଟକଣା ଜାରି କରିଛନ୍ତି ପୁରୀ ଏସପି । ଜରୁରୀ ସେବା ନିୟୋଜିତ ଅଧିକାରୀଙ୍କ ପାଇଁ କଟକଣା କୋହଳ । ପୂର୍ବରୁ ମନ୍ଦିର ପୂଜକମାନଙ୍କୁ ସ୍ମାର୍ଟଫୋନ୍ ବାରଣ ଥିଲା ।

ଚାଲିଛି ଓକିଲ ସଂଘର ଆନ୍ଦୋନଳ: ରାଜଧାନୀକୁ ଓଡ଼ିଶା ହାଇକୋର୍ଟ ସ୍ଥାନାନ୍ତରଣ ଓ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା…

ଭୁବନେଶ୍ୱରରେ କୋର୍ଟ କାର୍ଯ୍ୟ ସଂପର୍ଣ୍ଣ ବନ୍ଦ । ରାଜଧାନୀକୁ ଓଡ଼ିଶା ହାଇକୋର୍ଟ ସ୍ଥାନାନ୍ତରଣ ଓ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଓକିଲ ସଂଘର ଆନ୍ଦୋନଳ ଚାଲିଛି । ମାସର ଶେଷ ଶୁକ୍ରବାର ଓକିଲ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଉଛି । କୋର୍ଟରେ ତାଲା ପକାଇ

ବିନା ଅନୁମତିରେ ଅମିତାଭ ବଚ୍ଚନଙ୍କ ଫଟୋ ଓ ସ୍ବର ବ୍ୟବହାର ମନା

ତାଙ୍କ ବିନା ଅନୁମତିରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱର, ନାମ ଏବଂ ଫଟୋ ଆଦି ବ୍ୟବହାର ଉପରେ ଦିଲ୍ଲୀ ହାଇକୋର୍ଟ ନିଷେଧାଦେଶ ଜାରି କରିଛନ୍ତି । ଅମିତାଭ ବଚ୍ଚନଙ୍କ ଏକ ଆବେଦନ ଉପରେ କୋର୍ଟ ଏପରି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି । ଅମିତାଭ ବଚ୍ଚନଙ୍କ ସହ ଜଡିତ କୌଣସି

ଅନ୍ୟ ଜାତିରେ ପ୍ରେମ ପାଇଁ ଝିଅର ତଣ୍ଟି ଚିପି ହତ୍ୟା କଲା ମା’

ଦିଲ୍ଲୀର ଶ୍ରଦ୍ଧା ୱାକର ଓ ମଥୁରାର ଆୟୁଷୀଙ୍କ ହତ୍ୟା କାଣ୍ଡ ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ବର୍ତ୍ତମାନ ତାମିଲନାଡୁରେ ସମାନ ଘଟଣା ଏବେ ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଣେ ମା ନିଜର ୨୦ ବର୍ଷର ଝିଅକୁ ହତ୍ୟା କରିଛି। ଏହାର କାରଣ ସେ ଅନ୍ୟ ଜାତିର ଯୁବକଙ୍କୁ ଭଲ

ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ଦ୍ବିତୀୟ ଦିନ ଲାଗି ସେ ଇଡିରେ ହାଜର ହୋଇଛନ୍ତି। ଇଡିରେ ହାଜର ହେବା ସମୟରେ ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିବା ସୂଚନା ରହିଛି।ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ବ୍ଲା କମେଲ ମାମଲାରେ

ଗୃହରେ ଉଠିଲା ଚାଷୀ ପ୍ରସଙ୍ଗ

ଆଜି ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ । ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ପାଇଁ ଚାଲିପାରିଲାନି ଗୃହ । ଫଳରେ ଗୃହକୁ ୧୧.୩୦ ଯାଏଁ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି । ସୂଚନା ଥାଉକି, ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହୋହଲ୍ଲା କରିଥିଲେ ଉଭୟ ବିଜେପି ଓ କଂଗ୍ରେସ । ଚାଷୀ

ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ

ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ । ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇଲେ ନରସିଂହ ମିଶ୍ର , ମୋହନ ମାଝୀ । ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଲେ ନରସିଂହ । ‘ଇଡି ତଦନ୍ତ ଠିକ ଚାଲିଛି , ପୋଲିସ ଯାହାକୁ ଛାଡିଥିଲା ଇଡି ବାନ୍ଧିଛି’ । ଘଟଣାରେ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା

ଗନ୍ଧମାର୍ଦନ ପାହାଡ଼ ସୁରକ୍ଷା କର୍ମୀ, ଓ ନକ୍ସଲ ମୁହାଁ ମୁହିଁ

ଗୁଳିବିନିମୟ ରେ ଦୁଇ ଜଣ କ୍ୟାଡର ମାଓବାଦୀ ଙ୍କ ଜୀବନ ଯାଇଥିବା ବେଳେ ଏପର୍ଯ୍ୟନ୍ତ ଚାଲିଛି କୁମ୍ବିଙ୍ଗ ଅପରେସନ । ସୂଚନା ଯୋଗ୍ୟ ଯେ ବଲାଙ୍ଗିର ବରଗଡ ମହାଶମୁନ୍ଦ ଡିଭିଜନ ର କ୍ୟାଡର ମାଓବାଦୀ ଓ ସର୍ଚ୍ଚ ଅପରେସନ ରେ ଯାଇଥିବା ଏସ. ଓ ଜି ଓ ଡି. ଭି. ଏଫ ର ମିଳିତ ଅପରେସନ ବେଳେ ମୁହାଁ