Odia News Portal
Monthly Archives

October 2023

ଟ୍ରେନ୍ ଦୁର୍ଘଟଣା : ମିଳିଲା ୧୧ ମୃତକଙ୍କ ପରିଚୟ

ଆନ୍ଧ୍ର ପ୍ରଦେଶ ବିଜୟନଗରମ୍‌ରେ ହୋଇଥିବା ରେଳ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ୧୪ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଛି । ସେମାନଙ୍କ ମଧ୍ୟରୁ କେହି ଓଡ଼ିଶାର ନୁହନ୍ତି । ଅନ୍ୟ ୩ ମୃତକଙ୍କ ପରିଚୟ ମିଳିପାରିନି । ମୃତକଙ୍କ…

ଓଡ଼ିଶାକୁ ବିଭାଜନ କରନ୍ତୁନି- ଜିତୁ ମଙ୍ଗରାଜ

ଓଲିଉଡ୍ କଳିକୁ ନେଇ ଅଭିନେତା ଜିତୁ ମଙ୍ଗରାଜଙ୍କ ପ୍ରତିକ୍ରିୟା । ବିବାଦର ମଂଜି ବୁଣଛନ୍ତି ମନୋଜ । ତାଙ୍କ କଥା ବ୍ୟଥିତ କରିଛି ବୋଲି କହିଛନ୍ତି ଜିତୁ ମଙ୍ଗରାଜ । ମୁଁ କୌଣସି ଅସମ୍ମାନ କରିନି, ପଶ୍ଚିମ ଓଡ଼ିଶା ବାବଦରେ କିଛି କହିନି । ଆପଣ ପଶ୍ଚିମ ଓଡ଼ିଶା ବ୍ରାଣ୍ଡ ଆମ୍ବାସାଡର ନୁହଁନ୍ତି,…

ବିପର୍ଯ୍ୟୟ ମୁକାବିଲା ପାଇଁ ଖର୍ଚ୍ଚ ହେବ ୨ ହଜାର କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିପର୍ଯ୍ୟୟ ମୁକାବିଲା ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ବିପର୍ଯ୍ୟୟ ମୁକାବିଲା ପାଇଁ ସବୁ ଗାଁକୁ ପ୍ରସ୍ତୁତ କରାଯିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ମୁଖ୍ୟ…

ସର୍ଦ୍ଦାର ପଟେଲ ଜୟନ୍ତୀରେ ଲଞ୍ଚ ହେବ ‘ମେରା ଯୁବା ଭାରତ’ : ପ୍ରଧାନମନ୍ତ୍ରୀ ମୋଦି

ଆସନ୍ତା ଅକ୍ଟୋବର ୩୧ ତାରିଖରେ ଦେଶବ୍ୟାପୀ ଏକ ବଡ଼ ସଂଗଠନ ଲଞ୍ଚ ହେବାକୁ ଯାଉଛି। ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ମେରା ଯୁବା ଭାରତ ଲଞ୍ଚ ହେବ। ଏହା ଦେଶର ଯୁବକମାନଙ୍କୁ ରାଷ୍ଟ୍ରନିର୍ମାଣର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରିବ ବୋଲି ଆଜି ପ୍ରଧାନମନ୍ତ୍ରୀ…

ଭୁବନେଶ୍ୱରରୁ ଗୌହାଟି ଦେଢ ଘଣ୍ଟା, ଆଜି ଠୁ ଆରମ୍ଭ ହେବ ବିମାନ ସେବା

ଦେଢ ଘଣ୍ଟାରେ ଭୁବନେଶ୍ୱରରୁ ଗୌହାଟି ପହଞ୍ଚିବେ । ଓଡ଼ିଶାରୁ ଗୌହାଟୀ ସିଧାସଳଖ ଉଡ଼ିବ ବିମାନ । ଆଜିଠାରୁ ଆରମ୍ଭ ହେବ ଏହି ସେବା । ଏହାସହ ଉତ୍ତର-ପୂର୍ବ ରାଜ୍ୟ ସହ ଯୋଡ଼ି ହେବ ଓଡ଼ିଶା । ପ୍ରତିଦିନ ଅପରାହ୍ନ 1.28 ରେ ଭୁବନେଶ୍ୱର ଛାଡ଼ି 2.55 ରେ ଗୌହାଟି ପହଞ୍ଚିବ । ଏହା ପରେ ଅପରାହ୍ନ…

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଗିରଫ

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଗିରଫ । ପ୍ରଦୀପ ପ୍ରଧାନଙ୍କୁ ଗିରଫ କଲା ଭୁବନେଶ୍ବର ମହିଳା ଥାନା ପୋଲିସ । ଏକ ମାମଲାରେ ପୁଲିସ ଥାନାକୁ ଡାକିଥିଲା। ତାପରେ ତାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିଲା। ପରେ ଗିରଫ କରିଛି। ତେବେ କେଉଁ ମାମଲାରେ ପ୍ରଦୀପଙ୍କୁ ପୁଲିସ ଡାକିଥିଲା ତାହା…

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା 

ଆଜି ହେଉଛି ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁର୍ବିପାକରୁ ବେଳେ ଏହାର ମୁକାବିଲା ପାଇଁ ଠୋସ୍ ପ୍ରସ୍ତୁତି, କୁଶଳ ପ୍ରତିକ୍ରିୟା ଓ ଜିରୋ କାଜୁଆଲିଟି ଆଭିମୁଖ୍ୟ ଯୋଗୁଁ ଓଡିଶାର ବିପର୍ଯ୍ୟୟ ପରିଚାଳନା ମଡେଲ୍ ସାରା…

ଆଜି ଭାରତ-ଇଂଲଣ୍ଡ ମୁକାବିଲା

ଆଇସିସି ବିଶ୍ୱକପ୍ ୨୦୨୩ର ୨୯ତମ ମ୍ୟାଚ୍ ଭାରତ ଓ ଇଂଲଣ୍ଡକୁ ମଧ୍ୟରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ରବିବାର ଖେଳାଯିବ । ବିଶ୍ୱକପ୍‌ରେ ଭାରତ ପାଞ୍ଚଟି ମ୍ୟାଚ୍ ଖେଳି ପାଞ୍ଚଟିରେ ବିଜୟ ହାସଲ କରି ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଇଂଲଣ୍ଡ ବିପକ୍ଷରେ ରୋହିତ ଶର୍ମାଙ୍‌କ ନେତୃତ୍ୱାଧିନ…

କଟକ ନେତାଜୀ ବସ୍ ଟର୍ମିନାଲ୍ ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ

୫-ଟି ଅଧ୍ୟକ୍ଷ କଟକରେ ନୂତନ ଭାବେ ନିର୍ମିତ ଓ କାର୍ୟ୍ୟକ୍ଷମ ହୋଇଥିବା ନେତାଜୀ ବସ୍ ଟର୍ମିନାଲ୍ ଆଜି ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଲୋକଙ୍କ ମତାମତ ଜାଣିବା ପାଇଁ ଯାତ୍ରୀ, ବିକ୍ରେତା, ସେବା ପ୍ରଦାନକାରୀ, ବସ୍ ଅପରେଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ।…

ବିଦାୟୀ ବେଳେ ଭାବ ବିହ୍ବଳ ହେଲେ ରାଜ୍ୟପାଳ ଗଣେଣୀ ଲାଲ୍

ଓଡ଼ିଶା ଛାଡିଲେ ରାଜ୍ୟବାସୀଙ୍କ ପ୍ରିୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଓଡ଼ିଶା ଛାଡିବା ପୂର୍ବରୁ ଭାବବିହ୍ବଳ ହୋଇ ପଡି ବିଦାୟୀ ରାଜ୍ୟପାଳ କହିଥିଲେ, ମୁଁ ଓଡ଼ିଶାରୁ ବହୁତ କିଛି ଶିଖିଛି ଓ ପାଇଛି। ଓଡ଼ିଶାବାସୀ ମତେ ବହୁତ ସ୍ନେହଶ୍ରଦ୍ଧା ଓ ସମ୍ମାନ ଦେଇଛନ୍ତି। ମୁଁ କାହିଁକି ଆସିଛି ଓ…