ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ଆଜି ହେଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ । ଏହି ଅବସରରେ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରକ୍ଷିତ ଖାଦ୍ୟର ମହତ୍ତ୍ଵ ସଂପର୍କରେ କହିଛନ୍ତି। ସୁରକ୍ଷିତ ଖାଦ୍ୟ ପୋଷଣ ନିରାପତ୍ତା ଓ ସ୍ଥାୟୀ ଅଭିବୃଦ୍ଧି ପାଇଁ ଜରୁରୀ । ଦୁର୍ବଳ ଓ ନିଷ୍ପେସିତଙ୍କ ପାଇଁ ସ୍ୱାସ୍ଥ୍ୟକର!-->…