Odia News Portal
Yearly Archives

2023

ଦିଲ୍ଲୀରେ ବାଇକ ଟ୍ୟାକ୍ସି ନିଷେଧ, ଉଲଘଂନ କଲେ ଭରିବାକୁ ପଡିବ ଜୋରିମାନା

ଓଲା, ଉବର, ରାପି‌ଡ଼ୋ ଭଳି ବାଇକ୍ ଟ୍ୟାକ୍ସି ସେବା ପ୍ରଦାନକାରୀ କମ୍ପାନିଙ୍କ ଉପରେ ଦିଲ୍ଲୀ ସରକାର କଟକଣା ଲଗାଇଛନ୍ତି। ତୁରନ୍ତ ‌େସବା ବନ୍ଦ ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି। ପରିବହନ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ, ଅଣ ପରିବହନ (ପ୍ରାଇଭେଟ) ପଞ୍ଜୀକରଣ ହୋଇଥିବା ଦୁଇ ଚକିଆ

ପାକିସ୍ତାନକୁ ୭୦ କୋଟି ଡଲାରର ସହାୟତା ହାତ ବଢାଇଲା ଚୀନ

ଗୁରୁତର ଆର୍ଥିକ ସଂକଟ ବେଳେ ପାକିସ୍ତାନ ନିକଟରେ ଛିଡ଼ା ହୋଇଛି ଚୀନ। ପାକିସ୍ତାନକୁ ଚୀନ ୭୦ କୋଟି ଡଲାର ଋଣ ଦେବାକୁ ଘୋଷଣା କରିଛି। ଏହା ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାରକୁ ବଢ଼ାଇବାରେ ସହାୟକ ହେବ। ଅର୍ଥନୀତିକୁ ସଂକଟରୁ ଟାଳିବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଠାରୁ

ମହିଳା T-୨୦ ବିଶ୍ୱକପ : ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ

ଏଠାରେ ଗୁରୁବାର ଖେଳାଯିବାକୁ ଥିବା ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ସେମିଫାଇନାଲ୍‌ରେ ଗ୍ରୁପ୍‌-୧ ବିଜେତା ଅଷ୍ଟ୍ରେଲିଆକୁ ଭେଟିବ ଗ୍ରୁପ୍‌-୨ ଉପବିଜେତା ଭାରତ। ଏହି ନକ୍‌ଆଉଟ୍‌ ମ୍ୟାଚ୍‌ରେ ଭାରତ କୌଣସି ଭୁଲ୍‌ ନକରି ନିଜ ପ୍ରଦର୍ଶନରେ ଉନ୍ନତି ଆଣିପାରିଲେ ଟ୍ରଫି ଦୌଡ଼ରେ

ବିଶ୍ୱ ଅର୍ଥନୀତିରେ ଭାରତର ଯୋଗଦାନ ୧୫%

ବିଶ୍ବ ଅର୍ଥନୀତିରେ ଭାରତର ସ୍ଥିତି ଅପେକ୍ଷାକୃତ ଭାବେ ଭଲ ରହିବ। ୨୦୨୩ରେ ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧିରେ ଭାରତର ଯୋଗଦାନ ୧୫ ପ୍ରତିଶତ ରହିବ ବୋଲି ଅନତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଏମ୍‌ଡି କ୍ରିଷ୍ଟାଲିନା ଜର୍ଜିଏଭା କହିଛନ୍ତି। କରୋନା ମହାମାରୀ ବେଳେ ଭାରତୀୟ ଅର୍ଥନୀତି ଯେଉଁ

ନୂଆ ରୂପ ପାଇଲା ଗୋପବନ୍ଧୁଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋ

ଲୋକାର୍ପିତ ହେଲା ଉତ୍କଳମଣୀଙ୍କ ଜନ୍ମସ୍ଥାନ । ଗୋପବନ୍ଧୁଙ୍କ ପ୍ରତିମୂତ୍ତିକୁ ଅନାବରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଉତ୍କଳମଣୀଙ୍କ ବାସଗୃହ, ପୁଷ୍କରିଣୀ, ଢିଙ୍କିଶାଳ, ରୋଷଘର ବୁଲି ଦେଖିଛନ୍ତି । ମଞ୍ଚରେ ସୁଆଣ୍ଡୋବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, ‘ମତେ ଆଜି

ଭାରତରେ ନୂତନ ଜ୍ଞାନ କୌଶଳ ଓ ପ୍ରଯୁକ୍ତିବିଦ୍ୟା ଆପଣାଇବ ଜନ ଡିଅର

ଜନ୍‍ ଡିଅର୍ କୃଷକ ଓ ଗ୍ରାହକମାନଙ୍କୁ ଏହାର ଉନ୍ନତମାନର ଉତ୍ପାଦ ଓ ସେବା ପ୍ରଦାନ ଲାଗି ନିରନ୍ତର ପ୍ରଚେଷ୍ଟା ଜାରି ରଖିଛି। ଭାରତରେ କମ୍ପାନିର ଯାତ୍ରା ୨୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ସେହି ସମୟରେ କମ୍ପାନି ଅନେକ ମୂଲ୍ୟଯୁକ୍ତ ପ୍ରଯୁକ୍ତି ପ୍ରଚଳନ କରିଥିଲା। ଜନ୍ ଡିଅର୍‍ ନିରନ୍ତର

ବିମାନରେ ଅସୁସ୍ଥ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ସାଂସଦ ରାଜଶ୍ରୀ ମଲ୍ଲିକ

ବିମାନରେ ଜଣେ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରି ତାଙ୍କ ଜୀବନ ବଞ୍ଚାଇଛନ୍ତି ଜଗତସିଂହପୁର ସାଂସଦ ଡାକ୍ତର‌ ରାଜଶ୍ରୀ ମଲ୍ଲିକ। ଏଥିପାଇଁ ସାଂସଦ ମଲ୍ଲିକଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ସାଂସଦ ରାଜଶ୍ରୀ ମଲ୍ଲିକ ଆଜି ସକାଳେ ବିମାନ ଯୋଗେ ଭୁବନେଶ୍ୱରରୁ ଦିଲ୍ଲୀ

ଦିଲ୍ଲୀ ମଦ ଦୁର୍ନୀତି; କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହକାରୀଙ୍କୁ ଜେରା କଲା ଇଡି

ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ଭିତ୍ତିକରି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବ୍ୟକ୍ତିଗତ ସହକାରୀ ବିଭବ କୁମାରଙ୍କୁ ଆଜି ହାଜର ହେବା ପାଇଁ ସମନ୍‌ ଜାରି କରିଥିଲା। ସେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ ହାଜର ହେବା

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଲଢିବେ ଉଦ୍ୟୋଗପତି ବିବେକ ରାମସ୍ବାମୀ

ଭାରତୀୟ-ଆମେରିକୀୟ ଉଦ୍ୟୋଗପତି ବିବେକ ରାମସ୍ବାମୀ ଆମେରିକାର ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। ଚୀନ୍ ଉପରୁ ନିର୍ଭରଶୀଳତାର ଅନ୍ତ ଘଟାଇବାକୁ ପ୍ରତିଶ୍ରୁତି ଦେଇଥିବା ରାମସ୍ବାମୀ ହେଉଛନ୍ତି ଦ୍ବିତୀୟ ଭାରତୀୟ ବଂଶୋଦ୍ଭବ ସଦସ୍ୟ ଯେ କି ନିକି ହାଲିଙ୍କ

ଏବେ ଯାଏଁ ହକି ହିସାବ ସରିନି : ତୁଷାରକାନ୍ତି ବେହେରା

ବିଶ୍ୱକପ୍ ହକିରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର ହିସାବ ସରିନି ।  ଖର୍ଚ୍ଚ ନେଇ ଚୁଡାନ୍ତ ହିସାବ ହୋଇନାହିଁ ବୋଲି କହିଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାୟକ ମହମ୍ମଦ ମୋକିମଙ୍କ ପ୍ରଶ୍ନରେ ମନ୍ତ୍ରୀ ତୁଷାରକାନ୍ତିଙ୍କ ସୂଚନା । ବିଶ୍ୱକପ୍ ପାଇଁ ରାଜ୍ୟ ବଜେଟରେ ୭୫ କୋଟିର