Odia News Portal
Yearly Archives

2024

ବାପ, ପୁଅ ଓ ଝିଅଙ୍କୁ ଟିକେଟ

କଂଗ୍ରେସ ବାପ, ପୁଅ ଓ ଝିଅଙ୍କୁ ଟିକେଟ ଦେଇଛି । ଭୁଜବଳ ମାଝୀ ଓ ଝିଅ ଲିପିକା ମାଝୀଙ୍କୁ କଂଗ୍ରେସ ଟିକେଟ ଦେଇଛି ।ଭୁଜବଳ ନବରଙ୍ଗପୁରରୁ ଲୋକସଭା ଟିକେଟ ପାଇଛନ୍ତି । ଭୁଜବଳଙ୍କ ଝିଅ ଲିପିକା ମାଝୀଙ୍କୁ ଡାବଗୁାଁ ବିଧାନସଭା ଟିକେଟ ମିଳିଛି । ସେହିପରି ଭକ୍ତଚରଣ ଦାସ ଓ ପୁଅ ସାଗର

ଖୋର୍ଦ୍ଧା ସହିତ ପାଞ୍ଚ ଜଣ ଏସପି, ଦୁଇ ଜିଲ୍ଲାପାଳ ଓ ଆଇଜିଙ୍କୁ ନିର୍ବାଚନ ଦାୟିତ୍ବରୁ ହଟାଇବାକୁ ନିର୍ଦ୍ଦେଶ

ଆଜି ଭାରତ ମୁଖ୍ୟ ନିର୍ବାଚନ କମିଶନର ଓଡିଶାର ପାଞ୍ଚ ଜଣ ଏସପି, ଦୁଇଜଣ ଜିଲ୍ଲାପାଳ ଏବଂ ଜଣେ ଆଇଜିଙ୍କୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏମାନଙ୍କୁ ସମସ୍ତ ନିର୍ବାଚନ ସଂପର୍କିତ କାର୍ଯ୍ୟରୁ ଦୂରେଇ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏମାନଙ୍କ ବିରୋଧରେ ଅଭିଯୋଗ ହେବା ପରେ

ଆପ୍ ମନ୍ତ୍ରୀ ଆତିଶୀଙ୍କ ବିସ୍ଫୋରକ ବୟାନ; ବିଜେପିରେ ସାମିଲ୍ ନହେଲେ ଗିରଫ ଧମକ୍

ଦିଲ୍ଲୀ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତ୍ରୀ ଆତିଶୀଙ୍କ ବିସ୍ଫୋରକ ବୟାନ । ବିଜେପିରେ ସାମିଲ ହେବାକୁ ତାଙ୍କୁ ଅଫର୍ ମଳିଛି । ଭାରତୀୟ ଜନତା ପାର୍ଟିରେ ଯୋଗ ନଦେଲେ ଗିରଫ କରିବ ଇଡି । ମାସେ ଭିତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ବନ୍ଧିବ । ଏହା ସହିତ ଆପର ଆହୁରି

ଦୁନିଆର ସବୁଠୁ ଛୋଟ ନଦୀ, ଜାଣନ୍ତୁ କେଉଁଠାରେ ଅଛି

ସମଗ୍ର ବିଶ୍ୱରେ ଅନେକ ନଦୀ ଅଛି, ଯାହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଜଳ ଉତ୍ସ ଭାବରେ ବିବେଚନା କରାଯାଏ । ଭାରତରେ ଗଙ୍ଗା, ଯମୁନା, ନର୍ମଦା, ବ୍ରହ୍ମପୁତ୍ର ଏବଂ ଗୋଦାବରୀ ଭଳି ଅନେକ ପ୍ରମୁଖ ନଦୀ ସବୁ ରହିଛି । ଏଥିମଧ୍ୟରୁ ଗଙ୍ଗା ଭାରତର ବୃହତ୍ତମ ନଦୀ ହୋଇଥିବାବେଳେ ଅରବରୀ ସବୁଠାରୁ ଛୋଟ ନଦୀ

ଆସିଲା କଂଗ୍ରେସ ଲୋକସଭା ପ୍ରାର୍ଥୀ ତାଲିକା

କଂଗ୍ରେସ ପକ୍ଷରୁ ସୋମବାର ଲୋକସଭା ସହିତ ବିଧାନସଭା ପ୍ରାର୍ଥୀତାଲିକା ମଧ୍ୟ ଘୋଷଣା କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ମୋଟ ୪୯ ଜଣ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ତେବେ କିଏ କେଉଁ ବିଧାନସଭା ଆସନରୁ ଲଢିବେ ଆସନ୍ତୁ ଜାଣିବା ନୂଆପଡ଼ା: ଶରତ ପଟ୍ଟନାୟକ ପଦ୍ମପୁର:

ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ପ୍ରକାଶ ପାଇଲା ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା । ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ଚାନ୍ଦବାଲିରୁ ଲଢିବେ ରାଜ୍ୟ ସଭାପତି ମନମୋହନ ସାମଲ । ସମ୍ବଲପୁରରୁ ପୁଣି ଲଢ଼ିବେ ଜୟନାରାୟଣ ମିଶ୍ର । ପାଟଣାଗଡ଼ରୁ ପ୍ରାର୍ଥୀ ହେଲେ କନକ ବର୍ଦ୍ଧନ ସିଂହଦେଓ । ଦିଗପହଣ୍ଡିରୁ

କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ

ପରଲୋକଗତ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ଦେହାନ୍ତରେ ଓଡ଼ିଶା ସଙ୍ଗୀତ ଜଗତରେ ଶୋକ ପ୍ରକାଶ ପାଇଥିବା ବେଳେ ଆଜି ତାଙ୍କର ଶେଷକୃତ୍ୟ କରାଯିବ । ପୁରୀ ସ୍ୱର୍ଗଦ୍ୱାରରେ ଶାନ୍ତିଲତା ବାରିକଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ । କର୍କଟ ସହ ସଂଗ୍ରାମ କରୁଥିବା

ଡିଏଭି ପୋଖରୀପୁଟରେ ଉତ୍କଳ ଦିବସ ପାଳିତ

ଡିଏଭି ପାଖରୀପୁଟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରେର ପ୍ରାତଃ ଆଠ ଘଟିକାରେ ବିଦ୍ୟାଳୟର ସମସ୍ଥ ଶିକ୍ଷକ-ଶିକ୍ଷୟତ୍ରୀ ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ସାମୂହିକ ଭାବେ ଗାନ କରି କାର୍ଯ୍ୟକ୍ରମର ଶୁଭାରାମ୍ଭ କରିଥିଲେ ।

 ଆରବିଆଇ ପାଇଁ ଜାରି ହେଲା ୯୦ ଟଙ୍କିଆ କଏନ୍

ଆରବିଆଇ ପାଇଁ ଜାରି ହେଲା ୯୦ ଟଙ୍କିଆ କଏନ୍। ୯୦ ଟଙ୍କିଆ ସ୍ବତନ୍ତ୍ର କଏନ୍ ଜାରି କଲେ ପ୍ରଧାନମନ୍ତ୍ରୀ ମୋଦି। ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ସ୍ୱତନ୍ତ୍ର ମୁଦ୍ରା ଜାରି କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଆର୍‌ବିଆଇର

ଜେଲ୍ ଗଲେ କେଜରିୱାଲ

ଇଡ଼ି ରିମାଣ୍ଡ ସରିବା ପରେ ଜେଲ୍ ଗଲେ କେଜରିୱାଲ । ମଦ ଦୁର୍ନୀତି ମାମଲାରେ ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଆସନ୍ତା ୧୫ ତାରିଖ ଯାଏଁ ନ୍ୟାୟିକ ହେପାଜତରେ ରହିବେ । ଆଜି ଆସିପାରେ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା l