ଦହିବରା ଖାଇ ଝାଡାବାନ୍ତିରେ ଆକ୍ରାନ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ, ୭ ଦିନ ପାଇଁ ସମସ୍ତ ଫାଷ୍ଟପୁଡ୍ ଦୋକାନ ବନ୍ଦ
ଯାଜପୁର ଦଶରଥପୁରରେ ଦହିବରା ଓ ଫାଷ୍ଟଫୁଡ ଖାଇ ଶତାଧିକ ଲୋକ ଆକ୍ରାନ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଦହିବରା ବ୍ୟବସାୟୀ ସର୍ବେଶ୍ୱର ସାହୁ କୋର୍ଟ ଚାଲାଣ । ସର୍ବେଶ୍ବର ଏବଂ ତାଙ୍କ ପତ୍ନୀଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ଦଶରଥପୁର ଥାନା ପୋଲିସ । ପରେ ଖାଦ୍ୟ ସୁରକ୍ଷା ଆଇନ ଭଙ୍ଗ କରିଥିବା…
