କଟକରେ ବୁଷ୍ଟର୍ ଡୋଜ୍ ଆରମ୍ଭ , ୭ଟି ଘରୋଇ ଡାକ୍ତରଖାନାରେ ନେଇପାରିବେ ଟିକା
ଆଜିଠୁ କଟକରେ ଲୋକେ କରୋନାର ବୁଷ୍ଟର୍ ଡୋଜ୍ ନେଇପାରିବେ । ତେବେ ସରକାରୀ ଡାକ୍ତରଖାନାରେ ଏହା ଉପଲବ୍ଧ ହେବ ନାହିଁ । ଘରୋଇ ଡାକ୍ତରଖାନାକୁ ଯାଇ ଲୋକେ ଟିକାର ବୁଷ୍ଟର୍ ଡୋଜ୍ ଗ୍ରହଣ କରିପାରିବେ । ଏ ନେଇ ୭ଟି ଘରୋଇ ଡାକ୍ତରଖାନାକୁ ଅନୁମତି ଦିଆଯାଇଛି । ୧୮ବର୍ଷରୁ ଉଦ୍ଧ୍ୱର୍ ଯେ କୌଣସି!-->…
