ସାମ୍ବାଦିକଙ୍କୁ ବେଡି : ବଦଳିଲେ ଆଇଆଇସି
ମହଙ୍ଗା ପଡିଲା ସାମ୍ବାଦିକଙ୍କ ଗୋଡରେ ପେଡି ବାନ୍ଧିବା । ନୀଳଗିରିର ସାମ୍ବାଦିକ ଆଲୋକଙ୍କ ଗୋଡରେ ବେଡି ପକାଯିବା ଘଟଣା । ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସଙ୍କୁ ବଦଳି । ମାମଲାର ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ବଦଳି କରାଯାଇଛି । ତଦନ୍ତ ସରିବା ପର୍ଯ୍ୟନ୍ତ ଉଭୟଙ୍କୁ!-->…
