Odia News Portal

ବିଜେପି ଛାଡ଼ିଲେ ରାଜ୍ୟ ପୂର୍ବତନ ଉପସଭାପତି

ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା ତଥା ଦଳର ପୂର୍ବତନ ରାଜ୍ୟ ଉପସଭାପତି ଦେବାନନ୍ଦ ମହାପାତ୍ର ପାର୍ଟି ଛାଡ଼ିଛନ୍ତି । ୧୯୮୮ ମସିହାରୁ ଏଯାବତ୍ ସେ ଦଳ ସହ ସମ୍ପୃକ୍ତ ରହି ଆସିଥିଲେ । ହିଞ୍ଜିଳିକାଟୁ ମଣ୍ଡଳ ସଭାପତି , ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି , ଜିଲ୍ଲା ସଭାପତି ,

ଚାକିରୀ ଦେବା ବାହାନାରେ ଗଣ-ବଳାତ୍କାର

ରାଜଧାନୀ ଦିଲ୍ଲୀରେ ପୁଣି ଏକ ଗଣବଳାତ୍କାର ଘଟଣା ନେଇ ଅଭିଯୋଗ ହୋଇଛି 1 ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ଜାନକପୁରୀ ଅଞ୍ଚଳ ନିକଟରେ ଜଣେ ଝିଅକୁ ଚାକିରୀ ଦେବା ବାହାନାରେ ଡାକି ଦୁଇଜଣ ବ୍ୟକ୍ତି ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଦର୍ଶାଯାଇଛି । ଜଣେ ଦୁଷ୍କର୍ମକାରୀ ଝିଅକୁ ଦିଲ୍ଲୀର ଜାନକପୁରୀ

ଜୀ ସାର୍ଥକରେ ଆସୁଅଛି ରଜ କୁଇନ୍ ୨୦୨୨

୧୦ ବର୍ଷର" ଜୀ ସାର୍ଥକ ପୁଣି ଥରେ ନେଇ ଆସିଛି ପ୍ରତିଭା ପ୍ରଦର୍ଶନର ବଡ଼ ପ୍ଳାଟଫର୍ମ "ରଜ କୁଇନ୍ ୨୦୨୨- ଉତ୍ସବ ୧୦ ବର୍ଷର" । ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ପର୍ବ ରଜକୁ ନେଇ ସୁପରହିଟ୍ ରିଆଲିଟି ସୋ' "ରଜ କୁଇନ"ର ଅଡିସନ ଅପ୍ରେଲ ୩ ତାରିଖରୁ ରାଜ୍ୟର ବିଭିନ୍ନ ସହରରେ ଆରମ୍ଭ ହୋଇଯାଇଛି

ଧାମନଗର ଏନ୍ଏସିରେ ବାଜିଲା ଶଙ୍ଖ

ନବ ଗଠିତ ଧାମନଗର NAC ନିର୍ବାଚନ ରେ ବିଜେଡି ବହୁ ମତ ପାଇବା ସହିତ ନୂଆ NAC କୁ ପ୍ରଥମେ ଦଖଲ କରିଛି । ୧୧ଗୋଟି ୱାର୍ଡ କୁ ନେଇ ଗଠିତ ଏହି ନୂଆ NAC ରେ ୯ ଗୋଟି ୱାର୍ଡ ରେ ବିଜେଡି କାଉ ନସିଲର ପାର୍ଥୀ ଓ ପ୍ରାର୍ଥୀନୀ ମାନେ ବିଜୟୀ ହୋଇ ଥିଲା ବେଳେ ବିଜେପି ପ୍ରାର୍ଥୀ ୨ ଗୋଟି ୱାର୍ଡ ରେ

ଲାଲୁଙ୍କ ଜାମିନକୁ ସୁପ୍ରିମକୋର୍ଟରେ ବିରୋଧ

ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଯେଉଁ ଜାମିନ ପ୍ରଦାନ କରିଛନ୍ତି, ତାହାକୁ ବିରୋଧ କରି ଝାଡ଼ଖଣ୍ଡ ସରକାର ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିବା ଜଣାପଡିଛି । ଜଷ୍ଟିସ ଏଲ.ନାଗେଶ୍ୱର ରାଓ ଓ ଜଷ୍ଟିସ

୧୬ ଦିନରେ ୧୪ ଥର ବଢିଲା ତୈଳ ଦର, ଆଜିକୁ ମିଶାଇ ୧୦ ଟଙ୍କାରୁ ଅଧିକ ବୃଦ୍ଧି

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିଲେ ମଧ୍ୟ ଭାରତରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଜାରି ରହିଛି । ଆଜି ବି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଭୁବନେଶ୍ୱରରେ ପେଟ୍ରୋଲ ୮୬ ଓ ଡିଜେଲ ୮୫ ପଇସା ବୃଦ୍ଧି ପାଇଛି । ୧୬ ଦିନରେ ୧୪ ଥର ତେଲ ଦର ବୃଦ୍ଧି ପାଇଲାଣି । ୧୪ ଦିନ ଭିତରେ

ଆସନ୍ତା ୭ରେ ଲଘୁଚାପ

ଆସନ୍ତା ୭ରେ ଲଘୁଚାପ ସମ୍ଭାବନା । ଆସନ୍ତା ୬ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନବର୍ତ୍ତୀ ଅଞ୍ଚଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଭିତରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏନେଇ

ଶ୍ରୀମନ୍ଦିର ରୋଷଘର ଚୁଲା ଭଙ୍ଗା ଘଟଣା,ଅଭିଯୁକ୍ତକୁ ଖୋର୍ଦ୍ଧାରୁ ଧରିଲା ପୋଲିସ

ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାରେ ଧରାପଡିଲା ଅଭିଯୁକ୍ତ। ଖୋର୍ଦ୍ଧା-ପୁରୀ ଜିଲ୍ଲା ସୀମା ଅଞ୍ଚଳରୁ ଗତକାଲି ରାତିରେ ଧରିଛି ପୋଲିସ। ତାଙ୍କୁ ଜେରା କରାଯାଉଛି। ଜେରା ବେଳେ ବ୍ୟକ୍ତି ଜଣକ କହିଛନ୍ତି ରଷଘରେ ଖାଦ୍ୟ ବିକ୍ଷିପ୍ତ ହୋଇପଡିଥିଲା, ଏଣେ ଲୋକ ପାଉନାହାଁନ୍ତି। ତେଣୁ ମୁଣ୍ଡ ଗରମ

ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ । ଗଞ୍ଜାମ ଓ ଭୁବନେଶ୍ୱର ସମେତ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ । ଭଞ୍ଜନଗର ସ୍ଥିତ ଅଫିସ, କ୍ୱାର୍ଟସ, ଖଲ୍ଲିକୋଟ ଲଙ୍ଗଳେଶ୍ୱରରେ ଥିବା ପୈତୃକ ଘରେ

ମାନସ ସ୍ୱାଇଁ ହତ୍ୟା ଘଟଣା :ସାମ୍ନାକୁ ଆସିଲା ସାଂଘାତିକ ସତ

ବାଉଁଶ ଫାଳିଆରେ ପିଟି ମାନସଙ୍କୁ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର ଗୋଟି ଗୋଟି ସତ ବଖାଣୁଛନ୍ତି ଝୁନା ଭୋଇ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଶର୍ମିଷ୍ଠା ଓ ଝୁନାଙ୍କୁ ମାରାଥନ୍‌ ଜେରା କରୁଛି କ୍ରାଇମବ୍ରାଞ୍ଚ । ଝୁନା ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ମାନସଙ୍କୁ ଭୁବନେଶ୍ୱର