Odia News Portal

ବିବାହ କଲେ ପୱନଦୀପ-ଅରୁଣିତା:ଭାଇରାଲ ହେଉଛି ଫଟୋ

ଇଣ୍ଡିଆନ୍ ଆଇଡଲ୍-୧୨ର ପ୍ରତିଯୋଗୀ ଥିବା ଗାୟକ ପୱନଦୀପ ରାଜନ ଏବଂ ଅରୁଣିତାଙ୍କୁ ନେଇ ଖୁବ୍ ଚର୍ଚ୍ଚା ଚାଲିଥିଲା । ମଝିରେ ଦୁହିଁଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। କୁହାଯାଉଥିଲା କି ଦୁହିଁ ପ୍ରେମ ସମ୍ପର୍କରେ ଅଛନ୍ତି । ଏହା ବ୍ୟତୀତ ଦୁହିଁଙ୍କର ଏକ ଆଲବମ୍ ମଧ୍ୟ

୫ ରାଜ୍ୟରେ ବିଧାନସଭା ନିର୍ବାଚନ

ଆଗାମୀ ବର୍ଷ ୨୦୨୨ ରେ ହେବାକୁ ଯାଉଛି ନିର୍ବାଚନ । ୟୁପି,ପଞ୍ଜାବ,ଉତ୍ତରାଖଣ୍ଡ,ମଣିପୁର ଓ ଗୋଆରେ ହେବ ନିର୍ବାଚନ । ସୂଚନାନୁଯାୟୀ ଶାସକ ଦଳ ପୁଣି କ୍ଷମତାକୁ ଫେରିବା କଷ୍ଟ କରହୋଇପାରେ ବୋଲି ଅନୁମାନ କରାଯାଉଛି । ଆଗକୁ ଆସୁଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଏକ ସର୍ଭେ ହୋଇଥିଲା

ତୃତୀୟ ଲହରୀ ମୁକାବିଲା ପାଇଁ ଆମେ ପ୍ରସ୍ତୁତ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଜନସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି କି ଯେତେ ରୋଗୀ ଚିହ୍ନଟ ହେଲେ ମଧ୍ୟ ତାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁଁ ଆମେ ପ୍ରସ୍ତୁତ ରହିଛୁ। ବ୍ରିଟେନରେ ଯେମିତି ସଂକ୍ରମଣ ବଢ଼ୁଛି, ତୃତୀୟ ଲହର ସମ୍ଭାବନା ନିଶ୍ଚିତ। ଯାହା ସରକାରଙ୍କର ନିୟମାବଳୀ ରହିଛି, ଆନ୍ତର୍ଜାତିକ ଯାତ୍ରୀଙ୍କର

ରାଜ୍ୟରେ ଆଉ ୧୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ୮୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୫୨.୦୭ ପ୍ରତିଶତ । ଆଜି ମୋଟ ପଜିଟିଭ୍ ରେଟ୍ ରହିଛି ୦.୨୭ ପ୍ରତିଶତ । ସଂକ୍ରମିତଙ୍କ

ପୁଣି ଧାରଣାରେ ବସିଲେ ତପସ୍ୱିନୀ

ସ୍ୱାମୀକୁ ନପାଇ ପୁଣି ଧାରଣାରେ ବସିଲେ ବୋହୁ ତପସ୍ୱିନୀ ଦାସ । ତପସ୍ୱିନୀ - ସୁମିତ ପାରିବାରିକ ବିବାଦ ଏବେ ଆଉ ଏକ ମୋଡ଼ ନେଇଛି। ତପସ୍ୱିନୀଙ୍କ ପିଟିସନ ଖାରଜ କଲେ କୋର୍ଟ । ଶାଶୂଘରେ ରହିବାକୁ ଅନୁମତି ଦେଲେନି SDJM । ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଲେ । କୋର୍ଟଙ୍କ ଏଭଳି ରାୟ

ଶୀତଦିନେ ଉଷୁମ ପାଣିରେ ମିଶାଇ ପିଅନ୍ତୁ ଏହି ୩ଟି ଜିନିଷ

ଶୀତ ଋତୁରେ ସୁସ୍ଥ ରହିବା ପାଇଁ ଅଧିକାଂଶ ଲୋକ ଉଷୁମ ପାଣି ପିଇବାକୁ ପସନ୍ଦ କରନ୍ତି । ଉଷୁମ ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଯଦି ଆପଣ ନିୟମିତ ଉଷୁମ ପାଣି ପିଉଛନ୍ତି ତେବେ ଆପଣ ଅନେକ ରୋଗରୁ ଦୂରେଇ ରହିପାରିବେ । ତେବେ ଜାଣନ୍ତୁ ଉଷୁମ ପାଣି କେତେ

ଆଶାକର୍ମୀଙ୍କ ଦରମା ବୃଦ୍ଧି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀର ନିର୍ମାଣ ଭବନ କାର୍ୟ୍ୟାଳୟରେ ୫ ବିଜେଡ଼ି ସାଂସଦ ସୁବାସ ସିଂହଙ୍କ ନେତୃତ୍ୱରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ସୁଖ୍ ମାଣ୍ଡଭିୟାଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସାଂସଦ ମହେଶ ସାହୁ, ପ୍ରମିଳା ବିଶୋଇ, ମଂଜୁଲତା ମଣ୍ଡଳ, ଚନ୍ଦ୍ରାଣୀ ମୁର୍ମୁ ଓ ପୂର୍ବତନ

୧୦ ବର୍ଷ ପୁରୁଣା ଡିଜେଲ ଗାଡିର ଲାଇସେନ୍ସ ହେବ ବାତିଲ

ଦିଲ୍ଲୀ ସରକାର ୧ ଜାନୁଆରୀ ୨୦୨୨ରୁ ୧୦ ବର୍ଷ ପୁରୁଣା ଡିଜେଲ ଗାଡିର ରେଜିଷ୍ଟ୍ରସନ ରଦ୍ଦ କରିବାକୁ ଯାଉଛି। ଏହା ପରେ ସରକାରଙ୍କ ତରଫରୁ ଏକ ଘଙଉ ଜାରି କରାଯିବ। ଯାହା ପରେ ଗାଡି ମାଲିକ ଅନ୍ୟ ରାଜ୍ୟରେ ସେହି ଗାଡିଗୁଡିକର ରେଜିଷ୍ଟ୍ରେସନ କରିପାରିବେ। ଏନଜିଟିର ନିର୍ଦ୍ଦେଶ ଅନୁଯାୟୀ, ଦିଲ୍ଲୀ

ପୁରୀ ଜିଲ୍ଳାରୁ ଧଳା ଜହର ଜବତ

ପୁରୀ ଜିଲା ଅନ୍ତର୍ଗତ ପିପିଲି କାକୁଡିଆ ଛକରେ ଧଳା ଜହର ଜବତ ହୋଇଥିବା ନେଇ ଆଜି ଖବର ମିଳିଛି। କାକୁଡିଆ ଛକରୁ ପ୍ରାୟ ୩୨୫ ଗ୍ରାମ ଧଳାଜହର ଜବତ କରାଯାଇଛି। ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାର୍ଡ ଚଢାଉ କରି ଜବତ କରିବା ସହ ସମ୍ପୃକ୍ତ ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଜବତ ଧଳାଜହରର ଆନୁମାନିକ

ଭଡା ପାଇଁ ହତ୍ୟା କଲେ ପ୍ରେମୀଯୁଗଳ

ଦୀର୍ଘଦିନ ଧରି ବକେୟା ଭଡା ଟଙ୍କା ମାଗିବାରୁ ଘର ମାଲିକାଣୀଙ୍କୁ ହତ୍ୟା କଲେ ପ୍ରେମୀଯୁଗଳ | ହରିୟାଣାର କର୍ଣ୍ଣଲରେ ଏଭଳି ଏକ ଅମାନବୀୟ ହତ୍ୟାକାଣ୍ଡ ଘଟିଛି | ମିଳିଥିବା ସୂଚନା ମୁତାବକ କର୍ଣ୍ଣଲରେ ପ୍ରେମିକ ହାର୍ଦ୍ଦିକ ଓ ପ୍ରେମିକା ପ୍ରୀତକା କର୍ଣ୍ଣଲର ଆନନ୍ଦ ବିହାରରେ ରହିଆସୁଥିଲେ |