ଆଜି କଟକ ଓ ଖୋର୍ଦ୍ଧା ଗସ୍ତରେ ମୁଖ୍ୟମନ୍ତ୍ରୀ
BSKY ସ୍ମାର୍ଟ କାର୍ଡ ଓ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟକ୍ରମର ଲୋକାର୍ପଣ କରିବା ପାଇଁ ଆଜି କଟକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ି ହେବ କଟକ । ଏହାସହ ବିଶ୍ୱସ୍ତରୀୟ ଏସସିବି ଏମ୍ସ ପ୍ଲସର ଶୁଭାରମ୍ଭ କରିବେ । ୧ହଜାର ୫୬୮ କୋଟି ଟଙ୍କାର!-->…
