Odia News Portal

ନାବାଳିକାଙ୍କୁ ୪ ଜଣ ମିଶି ବାଇଗଣ ବାଡ଼ିରେ…

ବଲାଙ୍ଗୀର: ଥମିବାର ନାଁ ଧରୁନି ଲଜ୍ଜା । ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରେ ମଧ୍ୟ ଚେତୁ ନାହାନ୍ତି । ସାମାନ୍ୟ ଦେହର ସୁଖ ଲାଗି ମଣିଷରୁ ପାଲଟି ଯାଉଛନ୍ତି ପଶୁ । କିଛି କ୍ଷଣର ସୁଖ ଲାଗି ଦେଖୁ ନାହାନ୍ତି ବୟସର ତାରତମ୍ୟ । ଦୁଷ୍କର୍ମକାରୀଙ୍କ ଲୋଲୁପ ଦୃଷ୍ଟିରୁ

ନିର୍ବାଚନ ଲଢ଼ିବେ ସୋନୁଙ୍କ ଭଉଣୀ

ଚଣ୍ଡିଗଡ଼: କରୋନା କାଳରେ ସାଧାରଣ ଲୋକଙ୍କୁ ସାହାର୍ଯ୍ୟ କରି ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ରାଜନୀତି ମୈଦାନକୁ ଓହ୍ଲାଇବେ । ପଞ୍ଜାବ ସାଧାରଣ ନିର୍ବାଚନରେ ସେ ପ୍ରାର୍ଥୀ ହେବେ । ତେବେ କେଉଁ ଦଳରେ ସାମିଲ ହେବେ ତାହା ସେ

କିଏ ଜିତିବ ଫାଇନାଲ ?

ଦୁବାଇ: ଟି-୨୦ ବିଶ୍ୱକପ ଫାଇନାଲରେ ଆଜି ଭେଟାଭେଟି ହେବେ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ । ସୁପର ସଣ୍ଡେରେ ସୁପର ମ୍ୟାଚରେ ଭେଟାଭେଟି ହେବାକୁ ଥିବାବେଳେ କ୍ରୀଡ଼ାପ୍ରେମୀମାନେ ନି ନିଜର ମତ ରଖିବା ଆରମ୍ଭ କରିଦେଲେଣି । କିଏ ଜିତିବ ଆଉ କିଏ ହାରିବ ତାକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ଡ

ଉତ୍ତରାଞ୍ଚଳ ଡିଆଇଜିଙ୍କ ଉପରେ ବର୍ଷିଲେ ଲେଖାଶ୍ରୀ

ଭୁବନେଶ୍ୱର : ମମିତା ମେହେର ପ୍ରସଙ୍ଗରେ ଉତ୍ତରାଞ୍ଚଳ ଡିଆଜିଙ୍କୁ ବିଜେପିର ଟାର୍ଗେଟ । ଡିଆଇଜି ଦୀପକ କୁମାରଙ୍କ ଉପରେ ବର୍ଷିଲେ ଲେଖାଶ୍ରୀ ସାମନ୍ତସିଂହାର । ଡିଆଜି ଦୀପକ କୁମାର ବିଜେଡିର ମୁଖପାତ୍ର ଭଳି ବ୍ୟବହାର କରୁଛନ୍ତି ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ମନ୍ତ୍ରୀ

ସାଧାରଣ ଭକ୍ତଙ୍କୁ ଦୁଇଦିନ ଶ୍ରୀମନ୍ଦିର ମନା

ପୁରୀ: ଦୁଇଦିନ ଲାଗି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ । ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ । ଆଜି ରବିବାର ଶ୍ରୀମନ୍ଦିର ସାନିଟାଇଜେସନ ଲାଗି ବନ୍ଦ ରହିଥିବାବେଳେ ଆସନ୍ତାକାଲି ପଞ୍ଚକ ପ୍ରଥମ ଦିନ । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୧ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୩୦୦ରୁ ସାମାନ୍ୟ କମ୍‌ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪

ଜାଣନ୍ତୁ ଆଜି କେଉଁ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର: ଆଜିଠୁ ବଦଳିବ ପାଣିପାଗ । ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିଲା । ତେବେ ଆଜିଠୁ ରାଜ୍ୟର ପାଣିପାଗ ବଦଳିବ । ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କିଛି ସ୍ଥାନରେ ଶୁଖିଲା ପାଗ ରହିବ । ୧୭ ତାରିଖରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରବାବ

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୪୨ ଶିଶୁ ରହିଛନ୍ତି। ସଙ୍ଗରୋଧରୁ ୧୫୩ ଓ ସ୍ଥାନୀୟ ସଂକ୍ରମଣରୁ ୧୦୯ ଜଣ ଅଛନ୍ତି। ଚିହ୍ନଟଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୩୨, କଟକ ୨୧, ସମ୍ବଲପୁର ୧୪, ବାଲେଶ୍ୱର ୧୨,

ପଞ୍ଚାୟତ ନିର୍ବାଚନ ମନ, ଆନ୍ଦୋଳନ ସପକ୍ଷରେ ନାହାନ୍ତି ସାଧାରଣ ଲୋକ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପୂର୍ବରୁ ମମିତା ମେହେର ମୃତ୍ୟୁ ଘଟଣାକୁ ନେଇ ବିଜେଡି-ବିଜେପି-କଂଗ୍ରେସ ମଧ୍ୟରେ ତୁ ତୁ ମେ ମେ ଚାଲିଥିବାବେଳେ ସାଧାରଣ ଲୋକଙ୍କର କିନ୍ତୁ ଏଥିପ୍ରତି ଆଗ୍ରହ ନାହିଁ । ମୁଣ୍ଡ ଉପରେ ଥିବା ପଞ୍ଚାୟତ ନିର୍ବାଚନରେ ସେମାନଙ୍କ ଗାଁ କି ସାହିରୁ କିଏ ପ୍ରାର୍ଥୀ

ଶିଶୁଙ୍କ ଲାଗି ଦିନଟିଏ

ଭୁବନେଶ୍ୱର: ଆଜି ହେଉଛି ଶିଶୁ ଦିବସ । ଶିଶୁଙ୍କ ପାଇଁ ଦିନଟିଏ । ଆଜିର ଦିନଟି ଶିଶୁମାନଙ୍କ ଲାଗି ଉତ୍ସର୍ଗିକୃତ । ଆଜି ମଧ୍ୟ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ । ୧୮୮୯ ନଭେମ୍ବର ୧୪ରେ ନେହେରୁ ଜନ୍ମ ଗ୍ରହଣ କରିଥିଲେ । ପିତାଙ୍କ ନାମ ମୋତିଲାଲ