ଦୁର୍ଘଟଣାରେ ତିନି ବାଇକ୍ ଆରେହୀଙ୍କ ମୃତ୍ୟୁ
ଏମିତି ବି ଆସେ ମୃତ୍ୟୁ। ଝିଅର ଦେହ ଖରାପ କଥା ଶୁଣି ରାତାରାତି ଧାଇଁ ଆସୁଥିଲା ବାପା । ସାଙ୍ଗରେ ଥିଲେ ଦୁଇ ବନ୍ଧୁ । କେମିତି ଘରେ ପହଁଚିବେ, ଆଉ ଅଲିଅଳି ଝିଅକୁ ନେଇ ଡାକ୍ତରଖାନାକୁ ଚେକଅପ୍ ପାଇଁ ଯିବେ। ମନଖାଲି ଘାଣ୍ଟି ହେଉଥିଲା ତାଙ୍କର। ହେଲେ କିଏ ଜାଣିଥିଲା ବାଟରେ ଜଗିବସିଥିଲା!-->…
