Odia News Portal

ଘରୋଇ କଳହକୁ ନେଇ ଏସିଡ ଆଟାକ୍

ଘରୋଇ କଳିରୁ ଏସିଡ଼ ଆଟାକ୍। ଘଟଣାରେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବରଗଡ଼ ସହରର ନୂଆପଡ଼ାରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା । ଖବର ଅନୁଯାୟୀ, ବରଗଡ ଉପକଣ୍ଠ ନୂଆପଡା ୱାର୍ଡ ନଂ ୧୧ରେ ମନୋଜ ସୋନି ଓ ପବନ ସୋନି

ମହାରଷ୍ଟ୍ରରେ ଆଉ ୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ମହାରାଷ୍ଟ୍ରରେ ଆଉ ୭ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ। ସେମାନଙ୍କ ମଧ୍ୟରେ ୩ଜଣ ମୁମ୍ବାଇର ହୋଇଥିବାବେଳେ ୪ଜଣ ପିମ୍ପିରି ଚିନଚ୍ଵାଦ ମୁନିସିପାଲିଟି ଅଞ୍ଚଳର। ସେମାନଙ୍କ ମଧ୍ୟରେ ଅଛି ଜଣେ ୩ ବର୍ଷର ଶିଶୁ। ୭ ଜଣଙ୍କ ମଧ୍ୟରୁ ୪ଜଣ ଭ୍ୟାକ୍ସିନ ନେଇସାରିଛନ୍ତି। ୪ଜଣଙ୍କ ପାଖରେ କରୋନାର କୌଣସି

ବିଏସଏଫ ରେ ଚାକିରୀ ସୁଯୋଗ

ବିଏସଏଫରେ ଚାକିରି କରିବାକୁ ଇଚ୍ଛୁକ ରହିଛନ୍ତି କି ? ଯଦି ଆପଣଙ୍କର ଏପରି ଏମିତି ଇଚ୍ଛା ରହିଛି, ତେବେ ସୁବର୍ଣ୍ଣ ସୁଯୋଗ। ବିଏସଏଫରେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ହେଡ କନେଷ୍ଟବଳ ଏବଂ କନେଷ୍ଟବଳ ପଦବୀରେ ୭୨ଟି ସିଟ୍ ଖାଲିପଡିଛି। ଏହି ପଦବୀ ପାଇଁ ଆବେଦନ ପକ୍ରିୟା ଆରମ୍ଭ ହୋଇସାରିଛି।

ବୁଷ୍ଟର ଡୋଜକୁ ନେଇ ସୂଚନା ଦେଲେ ଆଇସିଏମଆର

ଆଜି ଅପରାହ୍ନ ୨ଟା ୩୦ ମିନିଟରେ କ୍ୟାବିନେଟ୍ ସଚିବ ଓମିକ୍ରନ ଷ୍ଟ୍ରେନ୍, ଟିକାକରଣ ଓ ବର୍ତ୍ତମାନ କରୋନା ସ୍ଥିତିର ସମୀକ୍ଷା କରିବେ । ଏଥିରେ ଊଈଞ ସଚିବ, ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ, ସ୍ୱାସ୍ଥ୍ୟ ସଚିବ ଓ ଫର୍ମା ସଚିବ ପ୍ରମୁଖ ଅଂଶଗ୍ରହଣ କରିବେ । ଏବେ ଚିନ୍ତା ବଢ଼ିଇଛି ଓମିକ୍ରନ ଜନିତ

ବିଜେଡିରେ ମିଶିଲେ ବିଜେପି ନେତା ଧନୁର୍ଜୟ ସିଦ୍ଧୁ

ତେଲକୋଇର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ । ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଧନୁର୍ଜୟ ସିଦ୍ଧୁ ବିଜେଡି ଦଳରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ

ରିଲଜ ହେଲା ଚଳଚ୍ଚିତ୍ର “ଲାଗେ ପ୍ରେମ ନଜର” ର ମ୍ୟୁଜିକ

ଆଜି ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ଲାଗେ ପ୍ରେମ ନଜର’ର ମ୍ୟୁଜିକ୍ ରିଲିଜ ହୋଇଛି । ଉକ୍ତ ସିନେମାର ଲୋକାର୍ପଶ ଭୁବନେଶ୍ୱରର ଏକ ତାରକା ହୋଟେଲ ମଧ୍ୟରେ ହୋଇଛି । ସେହି ଲୋକାର୍ପଣ ଉତ୍ସବରେ ଓଲିଉଡର କେତେକ ଜଣାଶୁଣା କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ରାଜ୍ୟ ଚଳଚ୍ଚିତ୍ର ନିଗମର

ପଞ୍ଚଭୂତରେ ବିଲୀନ ହେଲା ବିପିନ ରାୱତଙ୍କ ମର ଶରୀର

ସାମରିକ ମର୍ୟ୍ୟାଦା ସହ ବୀର ପୁତ୍ରଙ୍କୁ ଅନ୍ତିମ ବିଦାୟ ଦେଲା ଦେଶ । ପଞ୍ଚଭୂତରେ ଲୀନ ହେଲା ଭାରତର ପ୍ରଥମ ସିଡିଏସ୍ ଜେନେରାଲ ବିପିନ୍ ରାଓ୍ଵତଙ୍କ ମର ଶରୀର । ମୁଖାଗ୍ନି ଦେଲେ ଜେନେରାଲ ରାଓ୍ଵତଙ୍କ ଦୁଇ ଝିଅ କ୍ରିତିକା ଓ ତାରିଣୀ । ଜେନେରାଲ ରାଓ୍ଵତଙ୍କ ଶେଷକୃତ୍ୟ ପାଇଁ ତାଙ୍କ ମୂଳ

ଆଉ ୪ ମାସ ମାଗଣା ମିଳିବ ଚାଉଳ:ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଆଉ ୪ ମାସ ମାଗଣାରେ ମିଳିବ ଚାଉଳ । ମାଗଣାରେ ଅତିରିକ୍ତ ୫ କିଲୋ ଚାଉଳ ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, କୋଭିଡ୍ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି

ଆଜି ଓଡିଆ ଯବାନ ରାଣା ପ୍ରତାପଙ୍କ ମର ଶରୀର ପହଂଚିବ ଓଡିଶାରେ

ଆଜି ଓଡ଼ିଶା ପହଞ୍ଚିବ ଓଡ଼ିଆ ଯବାନ ରାଣା ପ୍ରତାପଙ୍କ ମରଶରୀର । ଗାଁ ମାଟି ତାଳଚେର କୃଷ୍ଣଚନ୍ଦ୍ରପୁରରେ ହେବ ଅନ୍ତିମ ସଂସ୍କାର । ଶେଷକୃତ୍ୟ ପାଇଁ ଜନ୍ମାମାଟିରେ ବ୍ୟାପକ ପ୍ରସ୍ତୁତି ହୋଇଛି । ରାଣା ପ୍ରତାପଙ୍କ ପାର୍ଥିବ ଶରୀର ଆଜି ଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚିବ ବୋଲି

ଗତ ୨୪ ଘଣ୍ଟା ମଧ୍ୟରେ ୧୭୩ କରୋନା ଚିହ୍ନଟ ହୋଇଛନ୍ତି

ଗତ ୨୪ ଘଣ୍ଟା ମଧ୍ୟରେ ୧୭୩ କରୋନା ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୧୦୫୧୪୧୪ ରେ ପହଂଚିଛନ୍ତି । ସଂକ୍ରମିତ ମଧ୍ୟରୁ ୨୧ ଜଣ ୧୮ ବର୍ଷ ବୟସରୁ କମ୍ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ୩ ଜଣ । ବରଗଡ ଜିଲ୍ଲାରୁ ୩ ଜଣ । ଭଦ୍ରକ ଜିଲ୍ଲାରୁ ଜଣେ ।