ଭେଣ୍ଟିଲେଟରରେ ମିହିର ଦାସ ; ସଙ୍କଟାପନ୍ନ ରହିଛି ସ୍ୱାସ୍ଥ୍ୟବସ୍ଥା
କଟକ : ସିନେ ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତକାଲି ରାତିରେ ମେଡିକାଲରେ ଭର୍ତ୍ତି କରାଯାଇଛି । କଟକ ସ୍ଥିତ ଅଶ୍ୱନି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କୁ ଏବେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ବର୍ତ୍ତମାନ ମିହିରଙ୍କର ଏକାଧିକ!-->…
