Odia News Portal

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୯୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୮୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୧୧୮ ଜଣ ଶିଶୁ ଓ କିଶୋର କରୋନା

ଦୂତୀଙ୍କ ବିରୋଧରେ ଗପୁଥିଲେ, ଗିରଫ ହେଲେ…

ଭୁବନେଶ୍ୱର: ଫେସବୁକ୍ ଲାଇଭରେ ପ୍ରବଳ ଗପୁଥିଲେ । ଏପରିକି ଆନ୍ତର୍ଜାତୀୟ ଧାବିକା ଦୂତୀ ଚାନ୍ଦ ବିରୋଧରେ ଅଶାଳିନ ଭାଷାରେ ଖବର ପ୍ରସାରଣ କରୁଥିଲେ ୱେବ ପୋର୍ଟାଲ ସମ୍ପାଦକ । ଶେଷରେ ଆଶାଳିନ ମନ୍ତବ୍ୟ ପଡିଛି ମହଙ୍ଗା । ଗିରଫ ହୋଇଛନ୍ତି ଫୋକସ ପ୍ଲସ ଓଡ଼ିଶାର ମୁଖ୍ୟ ସମ୍ପାଦକ ସୁଧାଂଶୁ ଶେଖର

ଉଚ୍ଚଶିକ୍ଷା ସଚିବଙ୍କ ମନ୍ତବ୍ୟ ନିରୁତ୍ସାହଜନକ, ସରକାର ତାଙ୍କର ଆଭିମୂଖ୍ୟ ସ୍ପଷ୍ଟ କରନ୍ତୁ : ପୁରାତନ ଛାତ୍ର ସଂଘ

ବଲାଙ୍ଗୀର: ଉଚ୍ଚ ଶିକ୍ଷା ସଚିବ ଶାସ୍ୱତ ମିଶ୍ର ଗୁରବାର ଦିନ ତାଙ୍କର ବଲାଙ୍ଗିର ଗସ୍ତରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପାଇଁ କେବଳ ୫୦ ଏକର ଜମି ପର୍ଯ୍ୟାପ୍ତ ବୋଲି ମତ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଓ ନିର୍ବାଚିତ ଜନ ପ୍ରତିନିଧି ଏହାକୁ ଏକ ବିଶ୍ୱ ସ୍ତରୀୟ ଅନୁଷ୍ଠାନରେ ପରିଣତ କରିବା ପାଇଁ

ବଲାଙ୍ଗୀରରେ ନୂତନ ପୋଲିସ ଅଫିସ ଉଦଘାଟିତ

ବଲାଙ୍ଗୀର: ବଲାଙ୍ଗିର ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ୟ୍ୟାଳୟ ପଛପଟେ ଏକ ନୂତନ ପୋଲିସ ଅଫିସ ଉଦଘାଟିତ ହୋଇଯାଇଛି । ଡିଜିପି ଅଭୟ ଭର୍ଚୁଏଲ ମୋଡରେ ଏହାକୁ ଉଦ୍ଘାଟନ କରିଛନ୍ତି । ଏହି ସମୟରେ ଡିଆଇଜି ଡା. ଦୀପକ କୁମାର, ଜିଲ୍ଲାପାଳ ଚଂଚଲ ରାଣା, ପୋଲିସ ଆରକ୍ଷୀ ଅଧୀକ୍ଷକ ନିତୀନ କୁଶଲକର

ନାଁ ରଖିଲେ ମୋନା ଅଗ୍ରୱାଲ

ବଲାଙ୍ଗୀର:ନାଁ ରଖିଲେ ମୋନା ଅଗ୍ରୱାଲ । ବଲାଙ୍ଗୀର ସହରରେ ଥିବା ଜେଏସଏମ ବାଣିଜ୍ୟ କଲେଜର ଛାତ୍ରୀ ମୋନା ଅଗ୍ରୱାଲ୍ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିକମ୍ ସିକ୍ସ୍ ସେମିଷ୍ଟାରେ ସି.ଜି.ପି.ଏ ୯.୨୧ ସହିତ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ବଲାଙ୍ଗୀର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର

ଶ୍ରୀମନ୍ଦିରରେ ଆଜି ପ୍ରଳମ୍ବାସୁର ବଧ ବେଶ

ପୁରୀ : ଶ୍ରୀମନ୍ଦିରରେ ବାର ମାସରେ ମହାପ୍ରଭୁଙ୍କ ଅନେକ ନୀତି ପାଳିତ ହୋଇଥାଏ । ସେହି ଅନୁଯାୟୀ ଭାଦ୍ରବ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ଅସରରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ପ୍ରଳମ୍ବାସୁର ବଧ ବେଶ । ମଧ୍ୟାହ୍ନ ଧୂପ ବଢିବା ପରେ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ଏହି ପ୍ରଳମ୍ବାସୁର

ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ତଳେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୦ ଅତିକ୍ରମ କରୁଥିବା ସମୟରେ ଏବେ ଏହା ୧୦ ମଧ୍ୟରେ ସୀମିତ ରହୁଥିବା ଦେଖାଯାଉଛି। ୨୪ ଘଣ୍ଟାରେ କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ । ମୃତକଙ୍କ ମଧ୍ୟରେ ଭଦ୍ରକ,କଟକ,କେନ୍ଦ୍ରାପଡା,

ଫେଲ ମାରିଲା ଇକମୋ ଚିକିତ୍ସା, ଚାଲିଗଲା ଅଭିଶେକଙ୍କ ଜୀବନ

ଭୁବନେଶ୍ୱର: ବଞ୍ଚି ପାରିଲାନି ଜୀବନ । ଦୀର୍ଘ ଦିନର ଚିକିତ୍ସା ପରେ ଜୀବନ ଯୁଦ୍ଧରେ ହାରିଗଲେ ଭଦ୍ରକର ଅଭିଷେକ ମହାପାତ୍ର । କରୋନାରେ ସଂକ୍ରମିତ ହୋଇ ଗୁରୁତର ହୋଇପଡିବା ପରେ କୋଲକତାରେ ଚାଲିଥିଲା ତାଙ୍କର ଇକମୋ ଚିକିତ୍ସା। ହେଲେ ଦୁଃଖର ବିଷୟ ଗତକାଲି ରାତି ପ୍ରାୟ ୧୦ଟା୪୫ ମିନିଟରେ

ଓଡ଼ିଆ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ପାରମ୍ପରିକ ଖାଦ୍ୟର ଲୋକପ୍ରିୟତା ବୃଦ୍ଧି ସହ ସୁବିଧାରେ ଏହାକୁ ଉପଲବ୍ଧ କରାଇବା ପାଇଁ ଓଡ଼ିଶା ପର୍ୟ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ‘ନିମନ୍ତ୍ରଣ-ଖାଣ୍ଟି ଓଡ଼ିଆ ଖାଦ୍ୟ ରେଷ୍ଟୁରାଣ୍ଟ’ ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଏହା

ରାଜଧାନୀରେ ଗୁଳିମାଡ଼

ଭୁବନେଶ୍ୱର: ଗାଡି ପାର୍କିଂକୁ ନେଇ ରାଜଧାନୀରେ ଫୁଟିଲା ଗୁଳି । ଜାଗମରାରେ ଘଟିଛି ଘଟଣା, ୨ପଡୋଶୀଙ୍କ ମଧ୍ୟରେ ହୋଇଛି ମାରପିଟ । ମିଳିଥିବା ସୂଚନା ମୁତାବକ ଗାଡ଼ି ପାର୍କିଂକୁ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ମାରପିଟ ହୋଇଥିଲା । ପଡୋଶୀଙ୍କ ମାଡ଼ରେ ଆହତ ହୋଇଥିଲେ ଜଣେ ଯୁବକ । ଉକ୍ତ ଯୁବକ