Odia News Portal

ଡେଲିଭରି ବୟଙ୍କୁ ଅପହରଣ

ଭୁବନେଶ୍ୱର: ପୁଣି ରାଜଧାନୀରେ ଅପରାଧ । ଖାଦ୍ୟ ଯୋଗାଣ କମ୍ପାନି ସ୍ବିଗିରେ ଡେଲିଭରି ବୟ ଭାବେ କାମ କରୁଥିବା ପତିତବପାବନ ପୃଷ୍ଟିଙ୍କୁ କେତେକ ଦୁର୍ବୁତ୍ତ ଆକ୍ରମଣ କରି ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ଉତ୍ତରା ଛକ ନିକଟରେ ତାଙ୍କୁ ଅପହରଣ କରାଯାଇଥିବା କଥା ଗତ ରାତିରେ ଫୋନ

ସମଲେଶ୍ୱରୀ ମନ୍ଦିରର ଲାଇଟ୍ ଆଣ୍ଡ ସାଉଣ୍ଡ ସିଷ୍ଟମର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଆଜି ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅାଁଖାଇ । ସମ୍ବଲପୁରର ଅଧିÂାତ୍ରୀ ଦେବୀ ମା ସମଲେଇଙ୍କ ପୀଠରେ ପାଳିତ ହୋଇଛି ନୂଅାଁଖାଇ । ତେବେ ଆଜିର ଏହି ପବିତ୍ର ଦିନରେ ମା’ ସମଲେଶ୍ୱରୀ ମନ୍ଦିରର ଲାଇଟ୍ ଆଣ୍ଡ ସାଉଣ୍ଡ ସିଷ୍ଟମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଇପିଏଲରୁ ଓହରିଲେ ୩ ଇଂଲଣ୍ଡ ଖେଳାଳୀ

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ବାକି ମ୍ୟାଚ୍ । ତେବେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଆଇପିଏଲରୁ ଓହରିଛନ୍ତି ୩ ଇଂଲଣ୍ଡ ଖେଳାଳୀ । ତେବେ ଶେଷ ଟେଷ୍ଟ ବାତିଲ ହେବାପରେ ଏମାନେ ଆଇପିଏଲରୁ ଓହରିଥିବା ଚର୍ଚ୍ଚା ହେଉଛି । ଟି-୨୦ ବିଶ୍ୱକପ ପାଖେଇ ଆସୁଥିବାବେଳେ

ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା

ଭୁବନେଶ୍ୱର: ରବି ଫସଲ ପାଇଁ ନୂଆଁଖାଇରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୩୭ ଲକ୍ଷ ୧୨ ହଜାର ୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ସମସ୍ତଙ୍କ

ନୂଅାଁଖାଇ ପାଳିଲେ ରାଜ ପରିବାର

ବଲାଙ୍ଗୀର : କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ବଲାଙ୍ଗୀର । ରାଜପରିବାରରେ ପାଳନ ହେଲା ନୂଆଁଖାଇ । ଏକାଠି ବସି ନୂଆ ଖାଇଲେ ବଲାଙ୍ଗୀର ରାଜପରିବାର । ବଲାଙ୍ଗୀର: କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡିଶା । ଅନ୍ୟଜିଲ୍ଲା ପରି ବଲାଙ୍ଗୀରରେ ମଧ୍ୟ

ଜାଣନ୍ତୁ କଳାଲୁଣର ଉପକାରିତା

ଭୁବନେଶ୍ୱର: ସମସ୍ତ ଖାଦ୍ୟର କିଛି ନାଁ କିଛି ଉପକାରିତା ରହିଛି । ତେବେ କଳାଲୁଣରେ ଔଷଧୀୟ ଗୁଣ ଭରପୁର ହୋଇ ରହିଛି । ଏହି ଲୁଣରୁ ପାଖାପାଖି ୮୦ ପ୍ରତିଶତ ଖଣିଜ ପଦାର୍ଥ ମିଳିଥାଏ । ଏହାସହିତ ପାଚନକ୍ରିୟା ପାଇଁ ଏହି ଲୁଣ ଖୁବ୍ ଉପଯୋଗୀ । ମୋଟାପଣ, ଉଚ୍ଚ ରକ୍ତଚାପ, ଆଣ୍ଠୁ ଗଣ୍ଠି ଦରଜ ଭଳି

ଶପଥ ଗ୍ରହଣ ଉତ୍ସବ ପାଳନ କରିବନି ତାଲିବାନ

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର । ନୂଆ ସରକାର ଗଠନ ନିମନ୍ତେ ହେଉଥିବା ଶପଥ ପାଠ ଉତ୍ସବକୁ ତାଲିବାନ ବନ୍ଦ କରିବାର ନିଷ୍ପତ୍ତି ଗ୍ରହଣ କରିଛି । ଶପଥ ଉତ୍ସବ କଲେ ଅଯଥା ଅର୍ଥ ଖର୍ଚ୍ଚ ହେବ ବୋଲି କାରଣ ଦର୍ଶାଇ ତାଲିବାନ ଉତ୍ସବକୁ ବନ୍ଦ କରିଛି । ଏହାପୂର୍ବରୁ ଆମେରିକାରେ ହୋଇଥିବ

ବିଷ ପିଇଦେଲେ ଦମ୍ପତି

ଗଞ୍ଜାମ: ପାରିବାରିକ କହଳର କରୁଣ ପରିଣତି । ବିଷ ପିଇ ଆତ୍ମହତ୍ୟା କଲେ ଦମ୍ପତି । ଗଞ୍ଜାମ ଜିଲ୍ଲା ପୋଡ଼ାମାରି ଭଞ୍ଜସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ସନ୍ତୋଷ ଗୌଡ଼ ଓ ତାଙ୍କ ପତ୍ନୀ ନୟନୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଘରୁ ମେଡିକାଲ ନେବା ଭିତରେ ସନ୍ତୋଷଙ୍କ ମୃତୁ୍ୟ

ପାଣିରେ ବିମାନ

ନୂଆଦିଲ୍ଲୀ:ଦିଲ୍ଲୀରେ ବାଦଲ ଫଟା ବର୍ଷା । ଆଉ ବର୍ଷା ପରେ ସ୍ଥତି ଅସମ୍ଭାଳ । ସକାଳୁ ଲଗାତର ବର୍ଷା ହେବାପରେ ଦିଲ୍ଲୀରେ ଦେଖାଦେଇଛି ଜଳସ୍ତର ବୃଦ୍ଧି ସମସ୍ୟା । ଏହା ସହ ଦକ୍ଷିଣ ଦିଲ୍ଲୀର ମହିପାଲପୁର ଏବଂ ମୁନିରକାର ରାସ୍ତା ଗୁଡ଼ିକ ମଧ୍ୟ ବର୍ଷା ପାଣିରେ ବୁଡ଼ି ରହିଥିବା ବେଳେ ଜନଜୀବନ ଅସ୍ତ

ବାପା ମା’ଙ୍କୁ ବିମାନରେ ବସାଇ ପିଲାଦିନର ସ୍ୱପ୍ନ ପୂରଣ କଲେ ନୀରଜ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ଆଉ ଏକ ସ୍ୱପ୍ନ ପୂରଣ ହୋଇଛି । ପିଲାଟି ଦିନରୁ ସେ ଦେଖିଥିବା ସ୍ୱପ୍ନକୁ ପୂରଣ କରିଛନ୍ତି । ପିତାମାତାଙ୍କ ସହ ଫଟୋ ସେୟାର କରି ଚୋପ୍ରା ଟ୍ୱିଟ୍ କରି କହିଛନ୍ତି 'ଆଜି ମୋର ଏକ ଛୋଟ ସ୍ୱପ୍ନ ସାକାର ହେଲା,