ସେପ୍ଟେମ୍ବର ମାସରେ ୧୨ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁଦିନ ପଡୁଛି ଛୁଟି
ଭୁବନେଶ୍ୱର: ଯଦି ଆପଣଙ୍କର କୌଣସି ବ୍ୟାଙ୍କ କାମ ଅଛି ତେବେ ଶୀଘ୍ର କାମ ସାରିଦିଅନ୍ତୁ । ସେପ୍ଟେମ୍ବର ମାସରେ ୧୨ଦିନ ବନ୍ଦ ରହିବ ବ୍ୟାଙ୍କ । ଆରବିଆଇ ସରକାରୀ ଛୁଟି ମୁତାବକ୬ଦିନ ବନ୍ଦ ହେବାକୁଥିବା ବେଳେ ୪ଟି ରବିବାର ଓ ଦୁଇଟି ଶନିବାର ତଥା ଦ୍ୱିତୀୟ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିବ ।!-->…
