Sign in
Sign in
Recover your password.
A password will be e-mailed to you.
ବିଜେଡ଼ିରେ ମିଶିଲେ ୪ପଞ୍ଚାୟତର କଂଗ୍ରେସ କମିଟି ସଭାପତି
ପିପିଲି: ପିପିଲି ନିର୍ବାଚନ ମଣ୍ଡଳୀର ୪ଟି ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ଆଜି ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି । ପିପିଲି ବ୍ଲକ ଅନ୍ତର୍ଗତ ସରସ୍ୱତୀପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ବାଲୁଙ୍କେଶ୍ୱର ମହାପାତ୍ର, ରୁପୁଦେଈପୁର!-->…
ବେଡ ସମସ୍ୟା ଦୂର କରିବ କ୍ଲଷ୍ଟର
ହସ୍ପିଟାଲ ବେଡ ଅକ୍ତିଆର ନକରି ଘରେ ରହି ଚିକିତ୍ସିତ ହେବାକୁ ପରାମର୍ଶ
ବିଳମ୍ବିତ ହେବ ଟିକାକରଣ !
ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ଟିକାରଣ ପାଇଁ ଆସନ୍ତାକାଲିଠାରୁ ପଞ୍ଜିକରଣ ଆରମ୍ଭ ହେବ । ତେବେ ଟିକାକରଣ ସାମାନ୍ୟ ବିଳମ୍ବିତ ହୋଇପାରେ । ଟିକା ଉପଲବ୍ଧ ହେବା ପରେ ଟିକାକରଣ କରାଯିବ । ଏଭଳି ଆଶଙ୍କା କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ତେବେ କୋୱିନ!-->…
ନିର୍ବାଚନ ବିଜୟ ଶୋଭାଯାତ୍ରାରେ ଲାଗିଲା ରୋକ୍
ନୂଆଦିଲ୍ଲୀ: କରୋନା ଭୂତାଣୁର ବଢ଼ୁଥିବା ପ୍ରକୋପକୁ ଦେଖି ନିର୍ବାଚନ ଆୟୋଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନରେ ବିଜୟ ପରେ କୌଣସି ବିଜୟ ଶୋଭାଯାତ୍ରା ହୋଇପାରିବ ନାହିଁ । ଏହା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ ଆୟୋଗ । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ!-->…
କରୋନାରେ ଚଳଚ୍ଚିତ୍ର ନିର୍ମାତାଙ୍କ ମୃତ୍ୟୁ
ବେଙ୍ଗାଲୁରୁ: କନ୍ନଡ ଫିଲ୍ମ ଜଗତର ବିଶିଷ୍ଟ ନିର୍ମାତା ତଥା ଚଳଚ୍ଚିତ୍ର ଅଭିନେତ୍ରୀ ମଲାଶ୍ରୀଙ୍କ ସ୍ୱାମୀ ରାମୁଙ୍କର ସୋମବାର COVID-19 କାରଣରୁ ଦେହାନ୍ତ ଘଟିଛି ବୋଲି ପରିବାର ସୂତ୍ରରୁ ପ୍ରକାଶ। ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର!-->…
ପହିଲାରେ ଋଷିଆରୁ ଆସିବ ସ୍ପୁଟନିକ୍-ଭି ଟିକା
ମସ୍କୋ:ଆଗାମୀ ମେ’ ୧ ତାରିଖରୁ ଭାରତରେ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ । ଟିକାକରଣ ନେଇ ଏକ ଖୁସି ଖବର ଆସିଛି । କୋଭିଡ-19 ବିରୋଧରେ ଋଷିଆର ସ୍ପୁଟନିକ୍-ଭି ଟିକାକୁ ଭାରତ ମେ ୧ ରେ ପ୍ରଥମ ବ୍ୟାଚ୍ ଗ୍ରହଣ କରିବ ବୋଲି ଋଷିଆର ପ୍ରତ୍ୟକ୍ଷ ନିବେଶ ପାଣ୍ଠିର ମୁଖ୍ୟ କିରିଲ୍!-->…
ବେଲଗାମ୍ କରୋନାସ୍ଥିତି: ୨୪ ଘଣ୍ଟାରେ ୬୦୭୩ ପଜିଟିଭ୍
ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୭୩ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୦୧୨୯ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୫୧ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୩୫୨୨ ଜଣ କ୍ବାରେଣ୍ଟାଇନ୍ରେ!-->…
