Odia News Portal

ଅନୁଗୁଳରୁ ହରିୟାଣା ଗଲା ଅକ୍ସିଜେନ ଏକ୍ସପ୍ରେସ୍

ଭୁବନେଶ୍ୱର : କାର୍ଗୋ ଫ୍ଲାଇଟ୍ ଦ୍ୱାରା ଆସିଥିବା ଦୁଇଟି ଖାଲି ଅମ୍ଳଜାନ ଟ୍ୟାଙ୍କର୍ 32 ଟନ୍ ଅମ୍ଳଜାନ ବୋଝେଇ ସହିତ ଅନୁଗୁଳ ସ୍ଥିତ ଟାଟା ଭୂଷଣ ଷ୍ଟିଲ୍ ପ୍ଲାଣ୍ଟରୁ ଟ୍ରେନ୍ ଯୋଗେ ଭାରତୀୟ ରେଳବାଇ ଦ୍ୱାରା ରୋରୋ ସେବା ସହିତ ହରିୟାଣାକୁ ଆଜି ସକାଳେ ପଠାଯାଇଅଛି  |ପୂର୍ବ ତଟ ରେଳପଥ ଏହାର

ଲୋକପ୍ରିୟ ଉପସ୍ଥାପକ ରୋହିତ ସରଦାନାଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ତଥା ଉପସ୍ଥାପକ ରୋହିତ ସରଦାନାଙ୍କ ପରଲୋକ । ଦୀର୍ଘଦିନ ଧରି ରୋହିତ ଆଜତକରେ କାର୍ଯ୍ୟ କରୁଥିଲେ । ସେ ଆଜି କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି । ରୋହିତ ଆଜତକ ପୂର୍ବରୁ ଜୀ ନ୍ୟୁଜରେ ‘ତାଲ୍ ଠୋକ୍’ କେ କାର୍ଯ୍ୟକ୍ରମ କରୁଥିଲେ । ପରେ

କରୋନାରେ ଆଖି ବୁଜିଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌

ନୂଆଦିଲ୍ଲୀ: କରୋନା ଆଉ ଏକ ବଡ ମୁଣ୍ଡ । ଆଖି ବୁଜିଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌ ତଥା ବରିଷ୍ଠ ଓକିଲ ସୋଲି ଜେହାଙ୍ଗୀର ସୋରାବ୍‌ଜୀ ।କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିବା ପଦ୍ମବିଭୂଷଣ ସମ୍ମାନ ପ୍ରାପ୍ତ ସୋରାବ୍‌ଜୀଙ୍କର ଆଜି ସକାଳେ ଦେହାନ୍ତ ହୋଇଯାଇଛି। କୋଭିଡ୍‌-୧୯ ଚିକିତ୍ସା

ମେ ୧ରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର: ମେ ୧ରୁ ବନ୍ଦ ହେବ ନନ୍ଦନକାନନ । ମେ ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ,ଟାଇଗର ସଫାରୀ, ଓ ବଟାନିକାଲ ଗାର୍ଡେନ ବନ୍ଦ ରହିବ । କୋବିଦ ସଂକ୍ରମଣ ବୃଦ୍ଧି ନେଇ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି | ସୂଚନା ଅନୁଯାୟୀ, ୨୦୨୦ରେ ଲାଗୁ ହୋଇଥିବା ଲକଡାଉନ୍ ପରେ

ଭଦ୍ରକରେ ଦିନ ୨ଟା ପରେ ସବୁ ଦୋକାନ ବନ୍ଦ, ଜାଣନ୍ତୁ ପୁରା ଖବର

ବର୍ତମାନର ବଡଖବର । ବଡ ନିଷ୍ପତି ନେଇଛି ଭଦ୍ରକ ପୌରାଂଚଳ ବ୍ୟବସାୟୀ ସଂଗଠନ । ଆସନ୍ତା ମେ ୩ ତାରିଖ ଅର୍ଥାତ ସୋମବାର ଠାରୁ ଦିନ ୨ଟା ପରେ ପୌରାଂଚଳର ସମସ୍ତ ଦୋକାନ ବନ୍ଦ ରଖିବାକୁ ନିଷ୍ପତି ନେଇଛି ସଂଘ । ସୋମବାର ଠାରୁ ଶୁକ୍ରବାର ଯାଏଁ ସକାଳ ୫ଟାରୁ ଦିନ ୨ଟା ଯାଏଁ ଖୋଲିବ ଦୋକାନ । ସଂଗଠନର

ଅପରାହ୍ନ ୪ଟା ୩୦ରେ ଏସିଏସଙ୍କ ବଡ ଘୋଷଣା

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟା ୩୦ରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବଡ ଘୋଷଣା | ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବା ଏସିଏସ୍ କିଛି ବଡ ଘୋଷଣା କରିବେ ବୋଲି ସୂଚନା ମିଳିଛି । କରୋନା କଟକଣା

ସଂକ୍ରମଣ ଉପରମୁହାଁ: ରାଜ୍ୟରେ ୮୬୮୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୬୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪୪୧୯୪ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭୩୩ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୪୯୪୮ ଜଣ

ପୃଥ୍ୱୀଙ୍କ ପ୍ରହାରରେ କେକେଆର ଘାଇଲା

ଅହମ୍ମଦାବାଦ: ଯୁବ ତାରକା ପୃଥ୍ୱୀ ଶ’ ଙ୍କ ପ୍ରହାରରେ କେକେଆର ଘାଇଲା । ତାଙ୍କର ଧୂଅାଁଧାର ୮୨ ରନ୍ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟରେ ବିଜୟୀ ହୋଇଛି । ଗତ ମ୍ୟାଚରେ ମାତ୍ର ୧ ରନରେ ହାରିଥିବା ଦିଲ୍ଲୀ ଏହି ମ୍ୟାଚ୍ ଜିଣି ଆତ୍ମବିଶ୍ୱାସ ବୃଦ୍ଧି କରିଛି । ଏହି ବିଜୟ ସହ ଦିଲ୍ଲୀ