ଚାଲିପାରୁନି ବିଧାନସଭା: ବିଜେଡି ହୋହଲ୍ଲାରେ ଗୃହ ଅଚଳ, ସର୍ବଦଳୀୟ ବୈଠକ ବି ଡକାଯାଉନି
ଲଗାତାର ଦ୍ବିତୀୟ ଦିନ ପାଇଁ ବିଧାନସଭା ଚାଲିପାରିନି। ମାତ୍ର ୧୫ ମିନିଟ୍ରେ ଗୃହ କାର୍ଯ୍ୟ ଅଟକିଯାଇଛି। ପୂର୍ବ ଯୋଜନା ମୁତାବକ ବିଜେଡି ଗୃହକୁ ଅଚଳ କରାଇବାରେ ସକ୍ଷମ ହୋଇଛି। ଗୃହକୁ ସ୍ବାଭାବିକ କରିବା ପାଇଁ ସରକାରୀ ଦଳ ପଟୁ ମଧ୍ୟ ଉଦ୍ୟମ ହେଉ ନାହିଁ। ସର୍ବଦଳୀୟ ବୈଠକ ଡକାଯାଇ ବାଟ…