Odia News Portal
Browsing Tag

Covid Vaccination

ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ କରୋନା ଟିକା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ବିଭିନ୍ନ ରାଜ୍ୟରେ ସ୍କୁଲ ଖୋଲିବାରେ ଲାଗିଛି। ଏହି ସମୟରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ସବୁ ଶିକ୍ଷକଙ୍କୁ ଟିକା ଦେବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର। ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଗୁରୁ ଦିବସ ପୂର୍ବରୁ ଟିକା ଦେବାକୁ ଆଜି…

କରୋନାରୁ ସୁସ୍ଥ ହେବାର ୩ ମାସ ପରେ ଟିକା

ନୂଆଦିଲ୍ଲୀ: ଟୀକାକରଣ ନେଇ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ । କରୋନା ସଂକ୍ରମଣରୁ ସୁସ୍ଥ ହେବାର ୩ ମାସ ପରେ କରୋନା ଟିକା ନେଇପାରିବେ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ…

ଭାକସିନ୍ ନେବା ପରେ ଦେଖାଯାଉଛି ଏହି ସବୁ ଗମ୍ଭୀର ସମସ୍ୟା

ନୂଆଦିଲ୍ଲୀ: କୋଭିଡ୍ ଭାକସିନ୍ ନେବା ପରେ କିଛି ବ୍ୟକ୍ତିଙ୍କ ନିକଟରେ ପାର୍ଶ୍ୱ ପ୍ରତିକ୍ରିୟା ନେଇ ଅଭିଯୋଗ କରୁଛନ୍ତି । ବ୍ରିଟେନରେ ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଭାକସିନ୍ ନେଇଥିବା କିଛି ବ୍ୟକ୍ତିଙ୍କଠାରେ ବ୍ଲଡ୍ କ୍ଲଟ୍ ସମସ୍ୟା ଦେଖାଦେଇଥିଲା । ଭାରତରେ କୋଭିସିଲ୍ଡ ଟିକା ନେବା ପରେ…

ଟିକାଯୋଗାଣ ନେଇ ରାଜ୍ୟକୁ କେନ୍ଦ୍ରର ଜବାବ୍

ଭୁବନେଶ୍ଵର: ଟିକାଯୋଗାଣକୁ ନେଇ ପାତର ଅନ୍ତର ଅଭିଯୋଗ ପରେ କେନ୍ଦ୍ରର ଜବାବ୍ । ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଜଣାଇଥିଲେ, ଟିକା ଯୋଗାଣରେ ରାଜ୍ୟ ରାଜ୍ୟ ଭିତରେ ପାତର ଅନ୍ତର କରାନଯାଉ । ରାଜ୍ୟକୁ ଯଥେଷ୍ଟ ପରିମାଣରେ ଟିକା ପ୍ରଦାନ କରାଯାଉ,…

କୋଭିଡ୍ ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: କରୋନା ଟିକା ଗ୍ରହଣ କଲେ ପ୍ରଧାନମନ୍ତ୍ରୀ। ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ବେଳେ କରୋନା ଟିକା ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦିଲ୍ଲୀର ଏମ୍‌ସ ହସ୍ପିଟାଲରେ ପ୍ରଧାନମନ୍ତ୍ରୀ ଟିକା ନେଇଛନ୍ତି ।ପ୍ରଧାନମନ୍ତ୍ରୀଙ୍କୁ ଭାରତ ବାୟୋଟେକ୍‌ ପ୍ରସ୍ତୁତ କରିଥିବା…

ମାର୍ଚ୍ଚ ୧ରୁ ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ଟିକା

ଭୁବନେଶ୍ୱର: ମାର୍ଚ୍ଚ ୧ରୁ କେନ୍ଦ୍ର ସରକାରଙ୍କ ତରଫରୁ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଥିବା ସମୟରେ ରାଜ୍ୟରେ ମଧ୍ୟ ସେହି ସମାନ ତାରିଖରେ ଟିକାକରଣ କରାଯିବ ।ତେବେ ବୟସ୍କଙ୍କୁ ଟିକା ଦେବା ପାଇଁ ବିଏମସି ତାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ବରିଷ୍ଠ ନାଗରିକଙ୍କୁ…

ଟିକା ନନେଲେ ମିଳିବନି ସରକାରୀ ସୁବିଧା !

ଭୁବନେଶ୍ବର: ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ବାଣୀ । ଜାଣିଶୁଣି କରୋନା ଟିକା ନ ନେଲେ ଅସୁବିଧାରେ ପଡ଼ିପାରନ୍ତି କରୋନା ଯୋଦ୍ଧା । ଟିକା ନ ନେଲେ ମିଳିବ ନାହିଁ କୌଣସି ସରକାରୀ ସୁବିଧା,ଏହାସହ ମାଗଣା ଚିକିତ୍ସା କିମ୍ବା ମୃତ୍ୟୁ ପରେ…