Odia News Portal
Browsing Tag

Swadhikar sports news

ଦ୍ରାବିଡ଼-ରୋହିତଙ୍କ ପ୍ରଥମ ଭେଟି

ନୂଆଦିଲ୍ଲୀ: ଦ୍ରାବିଡ ରୋହିତଙ୍କ ପ୍ରଥମ ଭେଟି। ପ୍ରଥମ ଟି-୨୦ରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଲା ଟିମ୍ ଇଣ୍ଡିଆ । ନୂଆ ଅଧିନାୟକ, ନୂଆ କୋଚଙ୍କ ପ୍ରଥମ ଭେଟି। ପ୍ରଥମ ଟି-୨୦ରେ ଦମ୍ ଦେଖାଇଛି ଟିମ୍ ଇଣ୍ଡିଆ । ୫ ୱିକେଟରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ରୋହିତ…

ଟି-୨୦ ବିଶ୍ଵକପ୍ ପାଇଁ ସମୟ ଦେଲା ଆଇସିସି

ନୂଆଦିଲ୍ଲୀ : ଭାରତରେ ଚଳିତ ବର୍ଷ ଶେଷ ଆଡକୁ ଟି-୨୦ ବିଶ୍ଵ କପ୍ ଆୟୋଜନ ହେବାର ଅଛି। କିନ୍ତୁ କରୋନା ସଂକ୍ରମଣ କାରଣରୁ ଦେଶରେ ଏହି ବିଶ୍ଵ ଟି-୨୦ ବିଶ୍ଵ କପର ଆୟୋଜନ ନେଇ ସସପେନ୍ସ ଜାରି ରହିଛି। ତେବେ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବା ପାଇଁ ବିସିସିଆଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍…

ଆଜି ଭାରତର ଇଂଲଣ୍ଡ ଗସ୍ତ

ମୁମ୍ବାଇ,୧ା୬: ଆସନ୍ତାକାଲି ବ୍ରିଟେନ ଗସ୍ତରେ ଯିବ ଭାରତୀୟ ପୁରୁଷ ଓ ମହିଳା ଦଳ । ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ·ମ୍ପିଅନସିପ (ଡବ୍ଲ୍ୟୁଟିସି-୨୦୨୧) ଫାଇନାଲ ମ୍ୟାଚ ଏବଂ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ଟେଷ୍ଟ ସିରିଜ ଖେଳାଯିବ । ଭାରତୀୟ ପୁରୁଷ ଦଳ ଏବଂ ମହିଳା ଦଳ…

ଷଷ୍ଠ ଏସିଆନ ସ୍ୱର୍ଣ୍ଣ ସ୍ୱପ୍ନ ଧୂଳିସାତ୍

ନୂଆଦିଲ୍ଲୀ : ଷଷ୍ଠ ଥର ବିଶ୍ୱ ଚାମ୍ପିଅନ ହୋଇଥିବା ମେରି କମଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି । (୫୧ କିଲୋଗ୍ରାମ) ର ପ୍ରତିଯୋଗିତାରେ ସେ ସିଲଭର ପଦକ ହାସଲ କରିଛନ୍ତି । ଫାଇନାଲରେ କାଜାଖସ୍ତାନର ନାଜିମ କିଜାଇବେ ମେରି କମଙ୍କୁ ୩-୨ରେ ପରାସ୍ତ କରିଛନ୍ତି । ଅଲିମ୍ପିକ୍ସ ପାଇଁ…

୨୦୨୭ ବିଶ୍ଵ କପ୍‌ରେ ସୁପର ସିକ୍ସ ଫର୍ମାଟ

ନୂଆଦିଲ୍ଲୀ : କ୍ରିକେଟ୍ ବିଶ୍ଵ କପ୍‌ରେ ଆଇସିସି ପୁଣି ଥରେ ବଡ ପରିବର୍ତ୍ତନ କରିଛି। ଖବର ଅନୁଯାୟୀ, ପୁଣି ଥରେ ବିଶ୍ଵ କପରେ ୧୪ ଦଳ ଅଂଶ  ଗ୍ରହଣ କରିବେ ଏବଂ ରାଉଣ୍ଡ ରବିନ ବଦଳରେ ସୁପର ସିକ୍ସ ଫର୍ମାଟ ଆଧାରରେ ବିଶ୍ଵ କପ୍ ଖେଳାଯିବ। ଆଇସିସି ଏହି ଫର୍ମାଟ୍ ୨୦୨୭ ବିଶ୍ଵ କପ୍‌ରେ ଲାଗୁ…

ଅଭଦ୍ରାମୀ କରି ଜରିମାନା ଦେଲେ ଇକବାଲ

ଦୁବାଇ : ବାଂଲାଦେଶର ଅଧିନାୟକ ତମିମ ଇକବାଲ ଶ୍ରୀଲଙ୍କା ବିପକ୍ଷରେ ଢାକାରେ ଖେଳା ଯାଇଥିବା ବିଶ୍ଵ କପ୍‌ ସୁପର ଲିଗ୍‌ ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ଆଶାଳୀନ ବ୍ୟବହାର କରିଛନ୍ତି। ତାଙ୍କର ଏହି ଅଭଦ୍ରାମୀ ପାଇଁ ଜରିମାନା ଭାବେ ମ୍ୟାଚ୍‌ ଫିର ୧୫ ପ୍ରତିଶତ କଟାଯାଇଛି। ଏହି ଘଟଣା ଶୁକ୍ରବାର…

ତୀବ୍ର ହେଲା ଖେଳାଳି ଓ ଶ୍ରୀଲଙ୍କା ବୋର୍ଡ ବିବାଦ

କଲୋମ୍ବୋ : ଶ୍ରୀଲଙ୍କା କ୍ରିକେଟ୍‌ରେ ବଡ ଧରଣର ସଙ୍କଟ। ଖେଳାଳି ଓ ବୋର୍ଡ ମଧ୍ୟରେ ସୃଷ୍ଟି ବିବାଦକୁ ନେଇ ସୃଷ୍ଟି ହୋଇଛି ଝଡ। ବୋର୍ଡର ନୂତନ ଅନୁବନ୍ଧ କାରଣରୁ ଦଳର ବର୍ତ୍ତମାନର ସମସ୍ତ ୨୪ ଖେଳାଳି କେନ୍ଦ୍ରୀୟ ଅନୁବନ୍ଧ(ସେଣ୍ଟ୍ରାଲ କଣ୍ଟ୍ରାକ୍ଟ) ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।…

ଏସିଆ କପ୍ ଟି୨୦ ବାତିଲ

କଲମ୍ବୋ : କରୋନାର ଦ୍ୱିତୀୟ ଲହର କ୍ରିକେଟ ଉପରେ ପ୍ରଭାବ ପକାଇଛି । ସିରିଜ୍ ଆୟୋଜନ ପୂର୍ବରୁ ବହୁତ ଚିନ୍ତା କରିବାକୁ ପଡୁଛି । ଶ୍ରୀଲଙ୍କାରେ ଆସନ୍ତା ଜୁନରେ ହେବାକୁ ଥିବା ଏସିଆ କପ୍ ଟି୨୦ କ୍ରିକେଟ ଟୁର୍ନାମେଣ୍ଟକୁ ବାତିଲ କରି ଦିଅ ।ଯାଇଛି । ଏହି ଦେଶରେ ମହାମାରୀର ସ୍ଥିତି ଅତ୍ୟନ୍ତ…

ବିରାଟଙ୍କ ବଡ ହୃଦୟ, ମହିଳା କ୍ରିକେଟରଙ୍କୁ କଲେ ସାହାଯ୍ୟ

ନୂଆଦିଲ୍ଲୀ : ମହିଳା କ୍ରିକେଟ ଟିମ୍‌ର ପୂର୍ବତନ ଖେଳାଳି କେଏସ ଶ୍ରବନ୍ଥୀ ନାୟିଡୁତାଙ୍କ ମା ଏକକେ ସୁବନ କରୋନାରେ ସଂକ୍ରମିତ ହୋଇଥିବା ବେଳେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଭଳି ଅସୁବିଧା ସମୟରେ ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲି ତାଙ୍କୁ ଆର୍ଥିକ ସହାୟତା କରିଛନ୍ତି। କେଏସ…

କେକେଆରଠୁ ମ୍ୟାଚ୍ ଛଡ଼ାଇ ଆଣିଲା ମୁମ୍ବାଇ

ଚେନ୍ନାଇ : କାମ କଲା ରୋହିତ ଶର୍ମା କୁଲ୍ ମାଇଣ୍ଡ । ଦଳକୁ ୫ ଥର ଚାମ୍ପିଅନ୍ କରାଇଥିବା ରୋହିତ ପରାଜୟସ୍ଥିତିରୁ କିପରି ବିଜୟ ହାତେଇହେବ ତାହା ତାଙ୍କଠୁ ହିଁ ଶିଖିବାକୁ ପଡ଼ିବ । ଅ ।ଇପିଏଲର ୧୪ଶ ସଂସ୍କରଣର ରୋମାଞ୍ଚକର ମୁକାବିଲାରେ ମୁମ୍ବାଇ ଇଣ୍ଡିଅ ।ନ୍ସ କୋଲକାତା ନାଇଟ୍ ରାଇଡର୍ସ ମୁହଁରୁ…