ଡିସେମ୍ବର ସୁଦ୍ଧା ସରିବ ଟିକାକରଣ
					ଡିସେମ୍ବର ସୁଦ୍ଧା ରାଜ୍ୟରେ ସରିବ ଟିକାକରଣ । ଟିକା ଆସିବାରେ ଯଦି କୌଣସି ସମସ୍ୟା ନହେଲା ତେବେ ୪ ମାସ ଭିତରେ ଟିକାକରଣ ଶେଷ ହୋଇଯିବ । ବର୍ତ୍ତମାନ ରାଜ୍ୟରେ ଟିକାକରଣରେ କୌଣସି ସମସ୍ୟା ହୋଇନାହିଁ । ଏଯାଏ ୨ କୋଟି ୨୦ ଲକ୍ଷ ଡୋଜ୍ ଟିକା ନେଇ ସାରିଥିବା ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ!-->…				
						
						
			