Odia News Portal
Yearly Archives

2021

ବଢିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି । ରାଜ୍ୟ ସରକାରୀ କର୍ମଚାରୀଙ୍କର ବଢିଲା ମହଙ୍ଗା ଭତ୍ତା । ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ପାଇଛି । ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବଢିଲା ମହଙ୍ଗା ଭତ୍ତା । ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ପହିଲାରୁ ଲାଗୁ ହେବ । ପେନସନ…

ଦେଶରେ ଓମିକ୍ରନ ମୃତ୍ୟୁ ସଂଖ୍ୟା ୨ ଛୁଇଁଲା

ଦିନକୁ ଦିନ ବଢ଼ିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଭୟଙ୍କର ରୂପ ନେବାରେ ଲାଗିଛି ଓମିକ୍ରନ । ଭାରତରେ ଆଜି ଦ୍ୱିତୀୟ ମୁଣ୍ଡ ନେଇଛି ଓମିକ୍ରନ । ରାଜସ୍ଥାନରେ ଜଣେ ବୃଦ୍ଧ ଓମିକ୍ରନ ଦ୍ୱାରା ମୃତ୍ୟୁ ବରଣ କରିଛନ୍ତି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନରେ ମୃତ୍ୟୁ ବରଣ କରିଥିବା…

ନୂଆ ଡିଜିପି ଦାଇତ୍ୱ ଗ୍ରହଣ କଲେ ସୁନିଲ ବଂଶଲ

ଦାୟିତ୍ବ ଗ୍ରହଣ କଲେ ନୂଆ ଡିଜିପି ସୁନୀଲ ବଂଶଲ । ଡିଜିପି ଅଭୟଙ୍କ ଅବସର ପରେ ତାଙ୍କ ସ୍ଥାନରେ ନୂଆ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ଅଫିସର ସୁନୀଲ ବଂ । କଟକ ସ୍ଥିତ ପୋଲିସ ମୁଖ୍ୟ କାର୍ୟ୍ୟାଳୟରେ ଆନୁଷ୍ଠାନିକ ଭାବେ ସୁନୀଲଙ୍କୁ ଗାର୍ଡ ଅଫ ଅନର ପରେ ଦିଆଯାଇଛି ।…

ପ୍ରେମକୁ ନେଇ ଯୁଵକକୁ ହତ୍ୟା ସନ୍ଦେହ

ମୁନିଗୁଡା: ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ୍ ମହକୂମା ଦୁଵେକଲୋନୀ ଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଗତ କାଲି ଏକ ବନ୍ଦ କୋଠରୀ ପଛରେ ଥିବା କୂଅରୁ ରସିଲଗାଇ ଝୁଲୁଥିବା ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛି । ଖବର ପାଇ ମୁନିଗୁଡା ପୋଲିସ ଆଇ ଆଇ ସି ଘଟଣାସ୍ଥଳରେ ପହଞ୍ଚି ମୃତଦେହ…

ସୁସ୍ଥ ହେଲେ ସୈାରଭ ଗାଙ୍ଗୁଲି

କୋରନାରୁ ସୁସ୍ଥ ହେଲେ ବିସିସିଆଇ ସଭାପତି ସୈାରଭ ଗାଙ୍ଗୁଲି । ସୌରଭ ଗାଙ୍ଗୁଲି କୋଭିଡ ପଜିଟିଭ୍ ଚିହ୍ନଟ ହୋଇ, କୋଲକାତାର ଉଡଲାଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ସାମ୍ପ୍ୟୁଲ ଜିନେମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । କିନ୍ତୁ ଏହି…

ହବନି ଜିରୋ ନାଇଟ ସେଲିବ୍ରେସନ

ଗତବର୍ଷ ପରି ଏଥର ବି ଜମିବନି ଜିରୋ ନାଇଟ ସେଲିବ୍ରେସନ । ଓମିକ୍ରନକୁ ଦୃଷ୍ଟିରେ ରଖି ଜିରୋ ନାଇଟ ସେଲିବ୍ରେସନକୁ ମନା । ନା ହେବ ନା ଭୋଜି ନା ବାଜିବ ଡିଜେ । ରଙ୍ଗୀନ ଆଲୁଅରେ ନାଚି, ଗାଇ ନୂଆବର୍ଷ ୨୦୨୨କୁ କରି ହେବନି ସ୍ବାଗତ । କାରଣ କରୋନା ସଂକ୍ରମଣକୁ ଚେକ୍ ଦେବାକୁ ରାଜ୍ୟ ସରକାର…

ଶିକ୍ଷକଙ୍କୁ ନୂଆ ବର୍ଷରେ ଉପହାର ଦେଲେ ରାଜ୍ୟ ସରକାର

ନୂଆବର୍ଷରେ ଶିକ୍ଷକଙ୍କୁ ଉପହାର ଦେଲେ ନବୀନ। ଶିକ୍ଷକ ଓ ଅଣଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ କଲେ ରାଜ୍ୟ ସରକାର। ଉପକୃତ ହେବେ ପ୍ରାୟ ୨୬ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ । ୨୦୨୨ ଜାନୁଆରୀ ୧ରୁ ଏହି ସପ୍ତମ ବେତନ କମିଶନ ଲାଗୁ ହେବ ବୋଲି ସୂଚନା ରହିଛି । କ୍ୟାବିନେଟ୍ ବୈଠକରେ…

ଜାନୁଆରୀରେ ହୋଇପାରିବନି ପିକନିକ

ଜାନୁଆରୀ ମାସରେ ସହରାଞ୍ଚଳରେ ଜାରି ରହିବ ନାଇଟ କର୍ଫ୍ୟୁ । ରାତି ୧୦ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଜାରି ରହିବ । ସକାଳ ୫ଟାରୁ ରାତି ୧୦ ଟା ପର୍ୟ୍ୟନ୍ତ ସମସ୍ତ ପ୍ରକାରର ଦୋକାନ ଖୋଲା ରହିବ । ଓମିକ୍ରନ ସଙ୍କ୍ରମଣକୁ ଦେଖି ସମସ୍ତ ପ୍ରକାରର ସାମାଜିକ ଓ…

ବୁର୍ଲା ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ

ସଟ ସର୍କିଟ ଯୋଗୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ। ଫିମେଲ୍ ମେଡିସିନ୍ ୱାର୍ଡ ସମ୍ମୁଖରେ ସର୍ଟ ସର୍କିଟ୍ ଯୋଗୁ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ଗୁରୁବାର ରାତି ୧୦ଟ । ରେ ୱାର୍ଡ ବାହାରେ ଏହି ଅଗ୍ନିକାଣ୍ଡ ହୋଇଥିବାରୁ କାହାର କିଛି କ୍ଷତି ହୋଇ ନାହିଁ। କିନ୍ତୁ…

ଘର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ

ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ଜାଗା ମିଶନରେ ୫ ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଘର ପ୍ରଦାନ କରିବେ ରାଜ୍ୟ ସରକାର । ଏହାଦ୍ୱାରା ୫ ଟି ମହାନଗର ନିଗମ ଅଧିନରେ ୯୩୮ଟି ବସ୍ତିର ପ୍ରାୟ ୧ ଲକ୍ଷ ୯୦ ହଜାର ପରିବାରର ୮ ଲକ୍ଷ ୫୮ ହଜାର ବସ୍ତିବାସିନ୍ଦା ଉପକୃତ ହୋଇପାରିବେ । ଏହି…