ପାକିସ୍ତାନ ଆଗରେ ୨୧୨ ଟାର୍ଗେଟ
୨୦୨୬ ଏସୀୟ କ୍ରୀଡାର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେଉଛନ୍ତି। ଏସୀୟ କ୍ରୀଡାରେ ପୁରୁଷ କ୍ରିକେଟରେ ଏହି ଦୁଇ ଦଳ ପ୍ରଥମ ଥର ପାଇଁ ମୁହାଁମୁହିଁ ହେଉଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ମ୍ୟାଚ୍ ର ଦୀର୍ଘକାଳୀନ ରେକର୍ଡ ମଧ୍ୟ ଏହି ହାଇ-ଭୋଲଟେଜ୍…
