Odia News Portal
Monthly Archives

January 2021

ତେଲ ଦର ନକମିଲେ୧୫ରେ ଓଡ଼ିଶା ବନ୍ଦ

ବ୍ରହ୍ମପୁର: ପେଟ୍ରୋଲ ଓ ଡିଜେଲ୍‌ ଦର ଦିନ କୁ ଦିନ ବଢ଼ି ଚାଲିଛି। ତେବେ ତେଲ ଦର ନକମିଲେ ଆସନ୍ତା ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯିବା କଥା କହିଛି କଂଗ୍ରେସ । ବ୍ରହ୍ମପୁରରେ ଆୟୋଜିତ ସହିଦ୍‌ ଦିବସ ଅବସରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏପରି ଚେତାବନୀ ଦେଇଛନ୍ତି ପିସିସି ସଭାପତି…

ପ୍ରେମିକ ଆସିଲା ବାବା ବେଶରେ, ତା’ପରେ…..

ଯାଜପୁର: ପ୍ରେମିକା ପାଇଁ ଧାରଣ କରିଥିଲେ ବାବା ବେଶ କିନ୍ତୁ ପିଲାଚୋର ଭାବିନେଲେ ଲୋକ | ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ କଲୋନୀରେ ପ୍ରେମିକା ଘରକୁ ବାବା ବେଶରେ ଆସି ହଟହଟା ହୋଇଛନ୍ତି ଯୁବକ । ସୂଚନା ଅନୁସାରେ ପ୍ରେମିକାର ବାହାଘର ଠିକ୍ ହୋଇଯିବା ପରେ ଯୁବକ ଜଣଙ୍କ ବାବା ବେଶ ଧାରଣ…

ବିଧାୟକଙ୍କୁ କଂଗ୍ରେସର ଟାର୍ଗେଟ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବେଆଇନ ଦେଶୀ ମଦ, ଗଞ୍ଜେଇ ଏବଂ ବ୍ରାଉନ ସୁଗାର କାରବାର ନିଜର ପସରା ମେଲେଇ ଚାଲୁଥିବା ବେଳେ ଏଥିପ୍ରତି ନିରବଦ୍ରଷ୍ଟ୍ରା ସାଜିଛି ପୋଲିସ | ଏପରିସ୍ଥଳେ ଭଦ୍ରକରେ ଏସଟିଏଫ୍ ଦ୍ବାରା ୧ କୋଟି ଟଙ୍କାରୁ ଉର୍ଦ୍ଧ ବ୍ରାଉନସୁଗାର ସହ ଗିରଫ ଅଭିଯୁକ୍ତଙ୍କ ଲିଙ୍କ ଶାସକ ଦଳ ସହ…

ଝରାଫୁଲ ମୃତ୍ୟୁ: ସାମ୍ନାକୁ ଆସିଲା ନୂଆ ସିସିଟିଭି ଫୁଟେଜ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଆଉ ଏକ ସିସିଟିଭି ଫୁଟେଜ । ଝରାଫୁଲଙ୍କ ବୟଫ୍ରେଣ୍ଡ କୁହାଯାଉଥିବା ରାକେଶ ସ୍ୱାଇଁକୁ ଗିରଫ କରାଯିବା ପରେ ମୃତ୍ୟୁ ରହସ୍ୟରୁ ଅନେକ ପରଦା ହଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ…

ଆସିଲା ଫେବୃଆରୀ ଗାଇଡଲାଇନ୍‌

ଭୁବନେଶ୍ୱର: ଆସିଲା ଫେବୃଆରୀ ମାସ ଲାଗି କରୋନା ଗାଇଡଲାଇନ୍‌ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ଫେବୃଆରୀ ମାସ ପାଇଁ ଗାଇଡଲାଇନ୍‌ ଜାରି କରାଯାଇଛି । ସିନେମା ହଲ ଓ ଥ୍ରୀଏଟର ମାଲିକ ଓ କଳାକାରଙ୍କ ପାଇଁ ଖୁସିର ଖବର ଆଣି ଦେଇଛି ଏହି ଗାଇଡଲାଇନ୍‌ । ଫେବୃଆରୀ…

ଲାଲବାହିନୀର ବର୍ବରକାଣ୍ଡ, ଇନଫର୍ମର ସନ୍ଦେହରେ ହତ୍ୟା

କନ୍ଧମାଳ: ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମ ସନ୍ଦେହରେ ୨ ଯୁବକଙ୍କ ହାତଗୋଡ଼ ବାନ୍ଧି ହତ୍ୟା କଲେ ମାଓବାଦୀ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ବିଳମ୍ବିତ ରାତିରେ ୨ ଜଣଙ୍କୁ ଘରୁ ଡାକିନେଇ ହତ୍ୟା କରି ଫୋପାଡ଼ି ଦେଇଛନ୍ତି ନକ୍ସଲ । ମୃତକଦ୍ୱୟ ହେଲେ ଭବାନି ପାତ୍ର ଓ ହେମନ୍ତ…

ଆଉ ୧୦୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୯୫୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା…

ସିଲଭର ସିଟିରେ ପୁଣି ନକଲି ….

କଟକ: ସିଲଭର ସିଟି କଟକରେ ପୁଣି ନକଲି ଘିଅ କାରଖାନା ଠାବ । ମର୍କତନଗର ସେକ୍ଟର-୯ରେ ଚାଲିଥିଲା ବିନାୟକ ଘିଅ କାରଖାନା । ସେଠାରୁ ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ କରାଯାଇଛି । ଘିଅ ବୋଝେଇ ଅଟୋ ଜବତ ହୋଇଥିବା ବେଳେ ଅଟୋ ଚାଳକ ଗିରଫ ହୋଇଥିବା ସୂଚନା ମିଳିଛି । ବିନା ଲାଇସେନ୍ସରେ…

ବଢ଼ିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ୍

ଭୁବନେଶ୍ୱର: ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢ଼ିଲା | କିଛିଦିନ ତଳେ ଷ୍ଟାଇପେଣ୍ଡ୍ ବୃଦ୍ଧି ଦାବିରେ ମେଡିକାଲ କଲେଜର ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ ଦେଇଥିଲେ | ଏହାପରେ ଚେତିଛନ୍ତି ରାଜ୍ୟ ସରକାର। ସରକାର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ମାସିକ ୨୦ ହଜାରରୁ ୨୮ ହଜାରକୁ ବୃଦ୍ଧି…

ତୃତୀୟ ସ୍ଥାନରେ ଓଡ଼ିଶା ପୋଲିସ

ଭୁବନେଶ୍ୱର: ପୋଲିସ ରାକିଂରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା । ପୋଲିସ ରାକିଂରେ ୩ୟ ସ୍ଥାନରେ ଓଡ଼ିଶା ପୋଲିସ । ୧୮ଟି ବଡ଼ ଏବଂ ମଧ୍ୟମ ରାଜ୍ୟ ମଧ୍ୟରେ ଓଡ଼ିଶା ପୋଲିସ ତୃତୀୟ ସ୍ଥାନରେ ରହିଛି । ଏ ନେଇ ଟୁଇଟ କରି ଖୁସି ବ୍ୟକ୍ତ କଲେ ପୋଲିସ ଡିଜି । ଇଣ୍ଡିଆ ଜଷ୍ଟିସ ରିପୋର୍ଟ…